ନିମ୍ବ ପତ୍ର ଆଉ ଧନିଆ ପତ୍ରର ଉପକାରିତା ନିହାତି ଦେଖନ୍ତୁ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ନିମ୍ବ ପତ୍ର ଏବଂ ଧନିଆ ପତ୍ର ର ଉପକାରୀତା ବିଷୟ ରେ । ତେବେ ପ୍ରଥମେ ଆସନ୍ତୁ ଜାଣି ନେବା ନିମ୍ବ ପତ୍ର ର ଉପକାରୀତା ବିଷୟ ରେ । ନିମ୍ବ ପତ୍ର ଖାଇଲେ ବହୁମୂତ୍ର ରୋଗ ହୁଏ ନାହିଁ । ଯେଉଁ ମହିଳା ଏବଂ ପୁରୁଷ ମାନେ ଅତ୍ୟାଧିକ କାମୁକ ସୋଭାବ ର ତେବେ ସେମାନଙ୍କୁ ଗୋଟିଏ ମାସ ଯାଏ ନିମ୍ବ ଛେଲି ର ରସ ଖୁଆଇଲେ ସେମାନଙ୍କ କାମ୍ ବସନା ସାନ୍ତ ପଡେ ।

nima

ସେହି ପରି ନିମ୍ବ ତେଲ ଲିଙ୍ଗ ରେ ମାଲିସ୍ କରି ସ୍ତ୍ରୀ ସହିତ ସହବାସ କରିଲେ ଶୁକ୍ରକୀଟ ମରି ଜାଇ ଥାନ୍ତି । ସେହି ପରି ନିମ୍ବ ପତ୍ର କୁ ଅରୁଆ ଚାଉଳ ସହିତ ବାଟି ପିଆଇଲେ ଜନ୍ମ ଦୋଷ କଟି ଥାଏ । ଆପଣ ମାନେ ଯଦି ରବିବାର ଦିନ କେତଟି ନିମ୍ବ ପତ୍ର ର ସେବନ କରିଲେ ସନ୍ତାନ ସନ୍ତାଦି ହୁଏ ନାହିଁ । ସେହି ପରି ଆପଣ ମାନେ ପ୍ରତ୍ୟେକ ଦିନ ସକାଳେ 8 ଟି ନିମ୍ବ ପତ୍ର ଖାଇଲେ ବହୁ ମୂତ୍ର ରୋଗ ହୋଇ ନ ଥାଏ ।

ସେହି ପରି ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ନିମ୍ବ ପତ୍ର କୁ ବାଟି ସନ୍ତ ରେ ଦୁଇ ରୁ ତିନି ଥର ଲେପ ଦେଲେ ସନ୍ତାର କ୍ଷୀର ସ୍ତନ ରେ ସୁଖି ଯାଏ । ସେହି ପରି ନିମ୍ବ ତେଲ ଦୁଇ ତିନି ମାସ ମାଲିସ୍ କରିଲେ ଅଚଳ ଅଙ୍ଗ ସଚଳ ହୋଇ ଥାଏ । କଞ୍ଚା କଦଳୀ ସହିତ ନିମ୍ବ ଛେଲି ବାଟି ପିଇଲେ କଠିନ ମଧୁମେୟ ରୋଗୀ ବି ଭଲ ହୋଇ ଥାଏ ।

dhania

ସେହି ପରି ଧଣିଆ ପତ୍ର ବିଷୟ ରେ କହିବା ତେବେ ଏହା ପାକସ୍ତଳୀ କୁ ସୁସ୍ଥ ରଖେ । ଏହି ଧଣିଆ ପତ୍ର ର ପେଷ୍ଟ ଦୁଇ ରୁ ତିନି ଚାମଚ୍ ପିଇଲେ ନାମ ପୋଡା ବନ୍ଧ ହେବା ସହିତ ବଦହଜ୍ମି ବି ଦୂର କରେ । ଧଣିଆ ପତ୍ର ଖାଇଲେ ଡାଇରିଆ ରୋଗ ରୁ ମୁକ୍ତି ମିଳେ ଏବଂ ଏହି ଧଣିଆ ପତ୍ର ଏବଂ କଞ୍ଚା ହଳଦୀ ସହିତ ବାଟି ଲେପିଲେ । ବ୍ରଣ ଏବଂ କଳା ଦାଗ ଦୂର ହୋଇ ଥାଏ । ଏହା ରକ୍ତ ରୁ ସର୍କରା ଅଶଂ କୁ ଦୂର କରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *