ଏହି ରଥ ଯାତ୍ରା ପର ଠାରୁ 5 ଟି ରାଶି ଙ୍କୁ ମିଳିବ କୋଟିପତି ହେବାର ସୈଭାଗ୍ୟ । ଏଥିରେ ଆପଣଙ୍କ ରାଶି ନାହିଁ ତ ?

RATHAA

ରଥଯାତ୍ରା ଓଡିଶା ତଥା ବିଶ୍ଵର ବାକି ଅନେକ ସ୍ଥାନରେ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।

ତେବେ ଏହି ରଥ ଯାତ୍ରାରେ ସ୍ୱୟଂ ବିଷ୍ଣୁଙ୍କ ରୁପ ସ୍ୱରୁପ ଜଗନ୍ନାଥ ନିଜ ଭକ୍ତଙ୍କୁ ଦେଖା ଦେବାକୁ ରତ୍ନ ବେଦୀରୁ ଉଠି ଆସନ୍ତି , ତେବେ ଏବେ ଏବେ ଜୋତିଷ ମାନେ ଦେଇଥିବା ସୁଚନା ଅନୁସାରେ ରଥଯାତ୍ରାଠାରୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କର ଭାଗ୍ୟ ଭବିଷ୍ୟ , ତେବେ ଚାଲନ୍ତୁ ଜାଣିବା ସେ ରାଶି ଗୁଡିକ କଣ ।

1. ବୃଷ ରାଶି – ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଆମେ ସୂଚନା ଯୋଗ୍ୟ କରିବା ପାଇଁ ଚାହିଁବୁ କି , ଏହି ଦିନ ରେ ଆପଣ ମାନଙ୍କ ଦିନ ବହୁତ ଭଲ ହେବା ପାଇଁ ଜାଉଛି । ଆପଣ ମାନଙ୍କ ପାଇଁ ରାଜଯୋଗ ର ସମୟ ଆସୁଛି , ଏବଂ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ରହିଛି ,ତେବେ ଆପଣ ମାନେ ସବୁ ଅସୁବିଧା ରୁ ଦୂର ରେ ରହିବେ ଏହି ରଜ ସଙ୍କ୍ରାନ୍ତି ଆପଣ ମାନଙ୍କ ପାଇଁ ବହୁତ ଖୁସୀ ଆଣି ଦେବାକୁ ଜାଉଛି ।

astrolog

2. କର୍କଟ ରାଶି ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ସୂଚନା ଦେବୁ କି । ଏହି ରଥ ପରେ ରେ ଆପଣ ମାନଙ୍କ ସହିତ ବହୁତ ଭଲ ରହିବା ସହିତ ଯଦି ଆପଣ ମାନେ ମାତା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା କରିବେ , ତେବେ ଆପଣ ମାନଙ୍କ ଉପରେ ରହି ଥିବା ପୂର୍ବରୁ ଲକ୍ଷ୍ମୀ ଙ୍କ କୁ ଦୃଷ୍ଟି ସଂମ୍ପର୍ଣ୍ଣ ଭାବେ ହଟି ଯିବ । ଏହା ସହିତ ଆପଣଙ୍କ ରାଶି ରେ ସୂର୍ଯ୍ୟ ରାଶି ପରିବର୍ତନ କାରଣ ରୁ ଆପଣ ମାନେ ନିଶ୍ଚିତ ଭାବେ ବହୁତ ପରିମାଣ ରେ ଧନ ପ୍ରପ୍ତି କରିବେ।

3. ସିହଂ ରାଶି ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଆମେ ସୂଚନା ଯୋଗ୍ୟ କରିବା ପାଇଁ ଚାହିଁବୁ କି , ଆପଣ ମାନେ ଏହି ଦିନ ରେ କିଛି ଅସୁବିଧା ର ସାମ୍ନା କରିବା ସହିତ ତାହାକୁ ବହୁତ ଶିଘ୍ର ମଧ୍ୟ ସମାଧନ କରିବେ , ଆପଣ ମାନଙ୍କ ପାଇଁ ଧନ ର ଆଗମନ ଏବଂ ଧନ ର ପ୍ରାପ୍ତି ବହୁତ ଜଲ୍ଦି ହେବାକୁ ଯାଉଛି । ଆପଣ ମାନଙ୍କ ସମୟ ବହୁତ ଭଲ ବ୍ୟତିତ ହେବ ।

rashi

4. ତୁଳା ରାଶି – ଆପଣ ମାନଙ୍କ ରାଶି ରଥ ଠାରୁ ସୂର୍ଯ୍ୟ ଙ୍କ ରାଶି ପରିବର୍ତନ ପାଇଁ ଆଗାମୀ ସମୟ ରେ ଆପଣ ମାନଙ୍କୁ ବହୁତ ପରିମାଣ ଧନ ଉପାର୍ଜନ କରିବାର କାବିଲ୍ୟତ ରଖିଛନ୍ତି । ତେବେ ସେମିତି ରେ ଆପଣ ଆଗାମୀ ସମୟ ରେ କୋଟି ପତି ହେବାର ବହୁତ ଆଶଂକା ରହିଛି । ତେବେ ଆପଣ ମାନଙ୍କୁ କେବଳ ମାତା ଲକ୍ଷ୍ମୀ ଙ୍କ ଆରଧନା କରିବାର ରହିଛି ।

5. ମକର ରାଶି – ଏହି ରାଶି ର ଲୋକ ମାନଙ୍କର ସୂର୍ଯ୍ୟ ଙ୍କ ରାଶି ପରିବର୍ତନ ପାଇଁ ପ୍ରେମ ସଂମ୍ପର୍କ ରେ ଲାଭ ପାଇବେ । ଆଗାମୀ ସମୟ ରେ ଆପଣ ମାନଙ୍କ ଦିନ ବହୁତ ଶୁଭ ହେବ ଆପଣ ଯେକୈଣସି କାର୍ଯ୍ୟ କୁ ସଫଳ କରିବାରେ ସକ୍ଷ୍ୟମ ହେବେ । ଆଗାମୀ ସମୟ ରେ ଆପଣ ମାନେ ବ୍ୟବସାୟ କ୍ଷେତ୍ରରେ ଲାଭ ବାନ ହେବାକୁ ଜାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *