ରଥଯାତ୍ରା ଓଡିଶା ତଥା ବିଶ୍ଵର ବାକି ଅନେକ ସ୍ଥାନରେ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।
ତେବେ ଏହି ରଥ ଯାତ୍ରାରେ ସ୍ୱୟଂ ବିଷ୍ଣୁଙ୍କ ରୁପ ସ୍ୱରୁପ ଜଗନ୍ନାଥ ନିଜ ଭକ୍ତଙ୍କୁ ଦେଖା ଦେବାକୁ ରତ୍ନ ବେଦୀରୁ ଉଠି ଆସନ୍ତି , ତେବେ ଏବେ ଏବେ ଜୋତିଷ ମାନେ ଦେଇଥିବା ସୁଚନା ଅନୁସାରେ ରଥଯାତ୍ରାଠାରୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କର ଭାଗ୍ୟ ଭବିଷ୍ୟ , ତେବେ ଚାଲନ୍ତୁ ଜାଣିବା ସେ ରାଶି ଗୁଡିକ କଣ ।
1. କର୍କଟ ରାଶି ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ସୂଚନା ଦେବୁ କି । ଏହି ରଥ ପରେ ଆପଣ ମାନଙ୍କ ସହିତ ବହୁତ ଭଲ ରହିବା ସହିତ ଯଦି ଆପଣ ମାନେ ମାତା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା କରିବେ , ତେବେ ଆପଣ ମାନଙ୍କ ଉପରେ ରହି ଥିବା ପୂର୍ବରୁ ଲକ୍ଷ୍ମୀ ଙ୍କ କୁ ଦୃଷ୍ଟି ସଂମ୍ପର୍ଣ୍ଣ ଭାବେ ହଟି ଯିବ । ଏହା ସହିତ ଆପଣଙ୍କ ରାଶି ରେ ସୂର୍ଯ୍ୟ ରାଶି ପରିବର୍ତନ କାରଣ ରୁ ଆପଣ ମାନେ ନିଶ୍ଚିତ ଭାବେ ବହୁତ ପରିମାଣ ରେ ଧନ ପ୍ରପ୍ତି କରିବେ।
2. ସିହଂ ରାଶି ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଆମେ ସୂଚନା ଯୋଗ୍ୟ କରିବା ପାଇଁ ଚାହିଁବୁ କି , ଆପଣ ମାନେ ଏହି ଦିନ ରେ କିଛି ଅସୁବିଧା ର ସାମ୍ନା କରିବା ସହିତ ତାହାକୁ ବହୁତ ଶିଘ୍ର ମଧ୍ୟ ସମାଧନ କରିବେ , ଆପଣ ମାନଙ୍କ ପାଇଁ ଧନ ର ଆଗମନ ଏବଂ ଧନ ର ପ୍ରାପ୍ତି ବହୁତ ଜଲ୍ଦି ହେବାକୁ ଯାଉଛି । ଆପଣ ମାନଙ୍କ ସମୟ ବହୁତ ଭଲ ବ୍ୟତିତ ହେବ ।
3. ତୁଳା ରାଶି – ଆପଣ ମାନଙ୍କ ରାଶି ରଥ ଠାରୁ ସୂର୍ଯ୍ୟ ଙ୍କ ରାଶି ପରିବର୍ତନ ପାଇଁ ଆଗାମୀ ସମୟ ରେ ଆପଣ ମାନଙ୍କୁ ବହୁତ ପରିମାଣ ଧନ ଉପାର୍ଜନ କରିବାର କାବିଲ୍ୟତ ରଖିଛନ୍ତି । ତେବେ ସେମିତି ରେ ଆପଣ ଆଗାମୀ ସମୟ ରେ କୋଟି ପତି ହେବାର ବହୁତ ଆଶଂକା ରହିଛି । ତେବେ ଆପଣ ମାନଙ୍କୁ କେବଳ ମାତା ଲକ୍ଷ୍ମୀ ଙ୍କ ଆରଧନା କରିବାର ରହିଛି ।
ବନ୍ଧୁଗଣ ଯଦି ଏହି 3ଟି ରାଶି ମଧ୍ୟରେ ଆପଣଙ୍କର ରାଶିଥାଏ ଆମକୁ ନିଶ୍ଚୟ ଜଣାଇବେ । ନିଜ ରାଶି , ଜାତକ , ଭାଗ୍ୟ ଭବିଷ୍ୟ ବିଷୟରେ ଟିକନିକ ଖବର ପଢିବା ପାଇଁ ଗୋଟିଏ ଲାଇକ ନିଶ୍ଚୟ କରିବେ । ଧନ୍ୟବାଦ ।