“ରାଣୀପଣ୍ଡା କହିଥିଲେ ୫୦ ହଜାର ଦେବେ କିନ୍ତୁ ୩୫ ହଜାର ଦେଇଛନ୍ତି” |

Rani Panda

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏବେ ରାନୀପଣ୍ଡାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ତେବେ ଆପଣ ମାନେ ତ ବହୁତ ଭଲ ଭାବେ ଜାଣିଥିବେ ଗତ ଦୁଇ ଦିନ ତଳେ ରାନୀପଣ୍ଡା ଘରକୁ ଫେରୁଥିବା ବେଳେ ବାଟରେ ଜଣେ ଯୁବକ ଙ୍କ ସହିତ ତାଙ୍କର ଦୂର୍ଘଟଣା ହୋଇଥିଲା । ଏବଂ ଏହି ଦୂର୍ଘଟଣା ରେ ଯୁବକ ଜଣଙ୍କ ମୃ-ତ୍ୟୁ ବରଣ କରିଥିଲେ ।

ତେବେ ଯୁବକ ଜଣଙ୍କ ମୃ-ତ୍ୟୁ ପରେ ସାରା ଓଡିଶା ବାସୀ ରାନୀପଣ୍ଡା ଙ୍କୁ ଦୋଶୀ ସାବ୍ୟସ୍ତ କରିଥିଲେ । ରାନୀପଣ୍ଡା ଙ୍କ ଯୋଗେ ଏହି ଆକ୍ସିଡେଣ୍ଟ ହୋଇଛି ବୋଲି ସମସ୍ତେ ରାନୀପଣ୍ଡାଙ୍କୁ କହିଥିଲେ । ଜାହାଫଳ ରେ ରାନୀପଣ୍ଡା ସେହି ପରିବାର କୁ ତାଙ୍କର ସୁଦ୍ଧିକ୍ରିୟା ନିମନ୍ତେ 50 ହଜାର ଟଙ୍କା ଏବଂ ତାଙ୍କର ପିଲାଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ରାନୀପଣ୍ଡା କହିଥିବା ବେଳେ ବର୍ତମାନ ସମୟ ରେ ଏକ ଭିଡ଼ିଓ ମୃ-ତ୍ୟୁ ବରଣ କରିଥିବା ଯୁବକ ଙ୍କ ପିତା ନିଜର ବୟାନ ମିଡିଆ ସାମ୍ନାରେ ରଖିଥିବାର ଦେଖିବା ପାଇଁ ମିଳିଛି ।

ba

ତେବେ ବନ୍ଧୁଗଣ ତାଙ୍କ ବାପା ଙ୍କ କହିବା ଅନୁସାରେ ପୁଅ ତାଙ୍କର ବାଇକ୍ ଚଲେଇ ଆସୁଥିବା ବେଳେ ଏମିତି ଭାବେ ସାମ୍ନା ସାମ୍ନୀ ଏହି ପରି ଘଟଣା ଘଟିଛି । ଏବଂ ବର୍ତମାନ ସମୟ ରେ ମୋ ପୁଅ ମୋ ପାଖକୁ ଆଉ ଫେରିବ ନାହିଁ । ଆମେ ଗରିବ ପରିବାର ରୁ ଅଟନ୍ତି । ତେବେ ଏହି ପରି କ୍ଷେତ୍ରେରେ ଆମେ ମାନେ ନାଁ ସରକାର ତରଫ ରୁ କିଛି ସାହାଯ୍ୟ ପାଇ ପାରି ନାହୁଁ ।

ଏବଂ ଏମିତି କ୍ଷେତ୍ର ରେ ଯେଉଁ ସୋସିଆଲ ମିଡିଆରେ ବର୍ତମାନ ସମୟ ରେ ଭାଇରଲ ହେଉଛି ରାନୀପଣ୍ଡା ଆମକୁ 50 ହଜାର ଟଙ୍କା ସହାୟତା ରାଶି ଦେଇଛନ୍ତି। ତାହା ସଂମ୍ପର୍ଣ୍ଣ ଭୁଲ ଅଟେ ସେ 35 ହଜାର ଟଙ୍କା ଦେଇଛନ୍ତି । ଏବଂ ଆମେ ଗରିବ ଲୋକ ବୋଲି ଗ୍ରାମର ଲୋକ ମାନେ କିଛି ସାହାୟତା ରାଶି ପ୍ରଦାନ କରିଛନ୍ତି । ଏମିତିରେ ଥାନାରୁ ମଧ୍ୟ 10 ହଜାର ଟଙ୍କା ସାହାୟତା ରାଶି ମଧ୍ୟ ଆମେ ମାନେ ପାଇଛୁ ବୋଲି ସେ କହିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *