ଶନିଙ୍କର ହେଲା ଓଲଟ ଚଳନ । ଆଜିଠୁ ବଦଳିଯିବ ଏହି ମାନଙ୍କର ଭାଗ୍ୟ ।

sani-c

ଆସନ୍ତା କାଲିଠୁ ଶନିଙ୍କ ସିଧା ଚଳନ ହେବ। ଏହାପୂର୍ବରୁ ୨୩ ସେପ୍ଟେମ୍ବରରୁ ରାହୁ କେତୁ ରାଶିରେ ପରିବର୍ତ୍ତନ ହୋଇଥିଲା । କାଲି ସକାଳ ୧୦ଟା ୪୫ ମିନିଟରେ ଶନି ବକ୍ରରୁ ସିଧା ଚଳନ କରିବେ। ଶନିଙ୍କ ସିଧା ଚଳନ ଯୋଗୁ ଯେଉଁ ରାଶି ଉପରେ ଶନିଙ୍କ ପ୍ରଭାବ ଥିଲା ତାହା ମଧ୍ୟ କିଛି ମାତ୍ରାରେ କମ୍ ହେବ।

୨୦୨୦ ମେ ୧୧ ତାରିଖରେ ଶନି ବକ୍ରରେ ଥିଲେ। ଏହା ପୂର୍ବରୁ ଜାନୁଆରୀ ୨୪ରେ ଶନି ଧନୁ ରାଶିରୁ ମକର ରାଶିକୁ ଗୋଚର କରିଥିଲେ। ତେବେ ଶନିଙ୍କ ସିଧା ଚଳନ ମଧ୍ୟ ଏକ ବଡ଼ ଘଟଣା। ଶନିଙ୍କ ସିଧା ଚଳନ ଯୋଗୁ ମିଥୁନ, ସିଂହ, ତୁଳା, ଧନୁ ଓ କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କୁ ବେଶ୍‌ ପ୍ରଭାବ ପକାଇବ। ଶନି ୨.୫ ବର୍ଷ ପରେ ଗୋଟେ ରାଶିରୁ ଅନ୍ୟ ଏକ ରାଶିକୁ ଯାଆନ୍ତି। ଏହା ଦ୍ବାରା ଶନିଙ୍କ ସାଢ଼େ ସାତି ଆରମ୍ଭ ହୁଏ।

ଶନି ଚଳନ ଫଳରେ କଣ ପଡିବ ପ୍ରଭାବ –

ଆପଣ ମାନଙ୍କୁ ନିଜର ମନ ଚାହୁଁ ଥିବା ଲୋକ ମାନଙ୍କ ସହିତ ଏହି ଦିନ ରେ ପ୍ରେମ ହେବ ଏବଂ ତାହା ସଂମ୍ପର୍ଣ୍ଣ ଭାବେ ସଫଳ ମଧ୍ୟ ହେବ ,ଏହି ରାଶି ମାନଙ୍କର ଉପରେ ମାତା ଲକ୍ଷ୍ମୀ ଙ୍କର କୃପା ବନୁଛି । ଏହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କୁ ଏହି ଦିନରେ ସଠିକ୍ ସମୟ ରେ ଧନ ର ଆୟ ହେବ ,ଏହି ଦିନରେ ଆପଣ ମାନଙ୍କ ଉପରୁ ସବୁ କରଜ ର ଭାର ଖସି ଯିବ ,ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ର ଏହି ଦିନ ରେ ରହି ଥିବା ବହୁତ ଦିନ ର କାର୍ଯ୍ୟ କୁ ଆପଣ ମାନେ ସଫଳତା ପ୍ରାପ୍ତି କରି ପାରିବେ ।

rashi

ଆପଣ ମାନଙ୍କ ଉପରେ କୁବେର ଭଗବାନ ଙ୍କ ଆଶିଷ ବି ବହୁତ ପରିମାଣ ରେ ରହି ଥିବାରୁ ଆପଣ ମାନେ ଏହି ଦିନ ରେ ଏମିତି କିଛି କାର୍ଯ୍ୟ ରେ ହାତ ଦେବାକୁ ଜାଉଛନ୍ତି ଜାହା ଆପଣ ମାନଙ୍କୁ ଆଗାମୀ ଦିନ ରେ ବହୁତ ପରିମାଣ ରେ ସଫଳତା ପାଇବେ, ବେରୋଜଗାର ଯୁବକ ମାନଙ୍କୁ ଚାକିରୀ କ୍ଷେତ୍ର ରେ ବହୁତ ସଫଳ ମିଳିବ

ତେବେ ଆପଣ ମାନଙ୍କୁ ଆମେ ଏଠାରେ ଯେଉଁ 5 ଗୋଟି ରାଶି ମାନଙ୍କ ବିଷୟ ରେ କହୁଛୁ ସେହ ରାଶି ମାନେ ହେଲେ ମିଥୁନ, ସିଂହ, ତୁଳା, ଧନୁ ଓ କୁମ୍ଭ ର ବ୍ୟକ୍ତି ଙ୍କ ପାଇଁ ଶନି ଙ୍କ ଦ୍ୱାର ଖୋଲା ରହିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

ras

ନିଜ , ଭାଗ୍ୟ , ଭବିଷ୍ୟ , ରାଶି , ଜାତକ ବିଷୟରେ ସବୁ କିଛି ତଥ୍ୟ ପଢିବାକୁ ଚାହୁଁଥିଲେ , ଏବେ ହିଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ । କେବଳ ଲାଇକ କଲେ ହିଁ ଆମେ ଆପଣଙ୍କୁ ଆପଣଙ୍କୁ ଭାଗ୍ୟ ବିଷୟରେ ସୁଚନା ଦେବୁ ।

Leave a Reply

Your email address will not be published. Required fields are marked *