ସିରିଏଲ୍ ଛାଡ଼ିବାପରେ ଏବେ କ’ଣ କରୁଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ।।

Priyanka

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପ୍ରିୟା ମହାପାତ୍ର ଙ୍କୁ ଜାଣି ଥିବେ ଅନେକ ଧାରାବାହୀକ ରେ କାର୍ଯ୍ୟ କରି ଥିବା ପ୍ରିୟା ମହାପାତ୍ର ଅନେକ ଧାରାବାହୀକ ରେ ନେଗେଟିଭ୍ ରୋଲ କରି ଲୋକ ଲୋଚନ କୁ ଆସି ଥିବା ପ୍ରିୟା ମହାପାତ୍ର ଙ୍କୁ ଆପଣ ମାନେ ବିଭିନ୍ନ ସିରିଏଲ ମାନଙ୍କ ରେ ଦେଖିବା ପାଇଁ ପାଇ ଥିବେ । ତାଙ୍କୁ ନେଗେଟିଭ୍ ରୋଲ ବହୁତ ମାନେ ବୋଲି ସେ ଏହି ଥିରେ ହିଁ କାମ କରିବା ପାଇଁ ପସନ୍ଦ କରନ୍ତି , ସେମିତି ରେ ପ୍ରିୟା ମହାପାତ୍ର ବର୍ତମାନ ସମୟ ରେ ସିରିଏଲ ଛାଡିବା ପରେ ଘରେ କଣ କରୁଛନ୍ତି ।

ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆଗକୁ ପଢି ଚାଲନ୍ତୁ , ତେବେ ପ୍ରିୟା ମହାପାତ୍ର ପ୍ରଥମ ଥର ପାଇଁ ପଜେଟିଭ୍ ରୋଲ ରେ ଶ୍ରାବଣୀ ଧାରାବାହୀକ ରେ ଏଣ୍ଟ୍ରୀ କରି ଥିଲେ , ନିଜର ଡେନ୍ସ , ମୋଡେଲିଂ ଏବଂ କେରିଅର ପ୍ରତି ନିଜର ଧ୍ୟନ ଦେଇ ପ୍ରଥମେ ସେ ଶ୍ରାବଣୀ ଧାରାହାହୀକ ମାଧ୍ୟ ରେ ଓଲିଉଡ ରେ ଏଣ୍ଟ୍ରୀ କରି ଥିଲେ ।

Priyanka

ପ୍ରଥମେ ଯାତ୍ରା କୁ ଯିବା ପାଇଁ ସଂମ୍ପର୍କିୟ ମାନେ ପବର୍ତାଇ ଥିଲେ ହେଲେ ବାପା ଙ୍କ ଅଭିଯୋଗ ପାଇଁ ସେ ଯାତ୍ରା ରେ ଜାଇ ନ ଥିଲେ । ଏବଂ ସେମିତି ରେ ପ୍ରଥମେ ସେ ପଜେଟିଭ୍ ରୋଲ ରେ ଏଣ୍ଟ୍ରୀ ମମାରି ଥିଲେ ବି ତାଙ୍କୁ ସେହି ସିରିଏଲ ପରେ ପରେ କେବେ ବି ପଜେଟିଭ୍ ରୋଲ ରେ ଦେଖିବା ପାଇଁ ମିଳି ନହାଁନ୍ତି , ସେ ଯେଉଁ ଧାରାହୀକ ହେଉ କିଛି ଲୁହ ପିଇଯାଏ ଓଠ ହେଉ ବା କିମ୍ବା ସଂଙ୍ଖା ସିନ୍ଦୁର ହେଉ କି ଜ୍ୱାୟଂ ନଂ ୱାନ୍ ହେଉ ସେ ନିଶ୍ଚିତ ଭାବେ ଲୋକ ମାନଙ୍କ ହୃଦୟରେ ଏକ ନୂଆ ସ୍ଥାନ ତିଆରି କରି ପାରିଛନ୍ତି ।

ସେହି ପରି ବହୁତ ଗୁଡିଏ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି ପ୍ରିୟା , କିନ୍ତୁ ତାଙ୍କୁ ନେଗେଟିଭ୍ ରୋଲ ବହୁତ ପରିମାଣ ରେ ମାନେ ବୋଲି ସବୁ ସମୟ ରେ ଦର୍ଶକ ମାନେ ତାଙ୍କୁ ନେଗେଟିଭ୍ ରୋଲ ରେ ହିଁ ଦେଖିବା ପାଇଁ ପସନ୍ଦ କରନ୍ତି ।

pa

ଏହି ଦିନ ରେ ହୋଇ ଥିବା ଇଣ୍ଟର୍ଭ୍ୟୁ ରେ ସେ ଏହି ପରି ରୋଲ ମାନେ ନେଗେ଼ଟିଭ୍ ରୋଲ କୁ ବହୁତ ପରିମାଣ ରେ ପସନ୍ଦ କରନ୍ତି ବୋଲି ସୂଚନା ଦେଇ ଥିବା ବେଳେ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *