ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ଘର ର ବିଭିନ୍ନ ଦିଗ କୁ ବିବେଚିତ କରା ଜାଇ ଥାଏ । ଉତ୍ତର ପଶ୍ଚିମ ଦିଗ କୁ ବାୟପୋ କୋଣ କୁହା ଯାଏ । ସେହି ପରି ଏହି ଉତ୍ତର ପଶ୍ଚିମ ଦିଗ ଆମକୁ ଦିର୍ଘାୟୁ ଏବଂ ଶକ୍ତି ପ୍ରଦାନ କରେ । ଏହି ଦିନ ଆଚରଣ ରେ ପରିବର୍ତନ କରେ । ଯଦି ଉତ୍ତର ପଶ୍ଚିମ ଦିଗ ଖରାପ ରହି ଥାଏ ।
ତେବେ ବନ୍ଧୁ ମାନେ ସବୁ ସମୟ ରେ ଶତୃ ପାଲଟି ଜାଇ ଥାନ୍ତି । ଏଥି ସହିତ ଶକ୍ତି ନଷ୍ଟ ହେବା ସହିତ ଆୟୁ କମି ଯାଏ । ବ୍ୟକ୍ତି ର ଆଚରଣ ବଦଳି ଯାଏ । ଏବଂ ଗର୍ବ ର ପରିମାଣ ବଢି ଯାଏ । ଆମେ ଆଜି ଆପଣ ମାନଙ୍କୁ ଏହି ଉତ୍ତର ପଶ୍ଚିମ ଦିଗ ବିଷୟ ରେ କିଛି ରୋଚକ କଥା କଥା ଆପଣ ମାନଙ୍କୁ କହିବୁ । ଆସନ୍ତୁ ଜାଣି ନେବା ।
ଯଦି ଘରେ ଚାକର ରହିଛନ୍ତି ତେବେ ସେମାନଙ୍କ କୋଠରୀ ଉତ୍ତର ପଶ୍ଚିମ ଦିଗ ରେ ରହିବା ଉଚିତ୍ । ଘର ର ମହିଳା ମାନେ କେବେ ବି ଉତ୍ତର ପଶ୍ଚିମ ର କୋଣ ରେ ହିଁ ଶୋଇବା ଉଚିତ୍ ନୁହେଁ । ଏହି ଦିଗ ରେ ସେମାନେ ଶୋଇଲେ ସେମାନେ ପରିବାର ଠାରୁ ଅଲଗା ହେବା କଥା ଚିନ୍ତା କରନ୍ତି । ସବୁ ସମୟ ରେ ଉତ୍ତର ପଶ୍ଚିମ ଦିଗ ରେ କୁଆଁରୀ ଝିଅ ମାନେ ଶୋଇବା କଥା । କାରଣ ଏହି କାରଣ ରୁ ବିବାହ ର ଯୋଗ ସୃଷ୍ଟି ହୋଇ ଥାଏ । ସେହି ପରି ଶୈଚାଳୟ ସବୁ ସମୟ ରେ ବାୟବ କୋଣ ମାନେ ଦକ୍ଷିଣ ଦିଗ ରହିବା ଉଚିତ୍ ।
ସେହି ପରି ପିଲା ମାନଙ୍କ ଅଧ୍ୟୟନ ଟେବୁଲ କୁ ସବୁ ସମୟ ରେ ଉତ୍ତର କୋଣ ରେ ରହିବା କଥ । ସେହି ପରି ବହୀ ଗୁଡିକୁ ସବୁ ସମୟ ରେ ଆଲମାରୀ ର ଦକ୍ଷିଣ ବା ପଶ୍ଚିମ ଦିଗ ରେ ରହିବା ଦରକାର । ମନେ ରଖିବେ ଟେବୁଲ ଲେମ୍ପ ଟେବୁଲ ର ଦକ୍ଷିଣ ଦିଗ ରେ ରହିବା ଉଛିତ୍ । ଆପଣ ମାନଙ୍କ ଘରେ ଉତ୍ତର ପଶ୍ଚିମ ଦିଗ ରେ ରହି ଥିବା ତୃଟି ପାଇଁ ଏକ ଛୋଟ ଏକୋୟରିୟମ୍ ସ୍ଥାପନ କରିବା ଆବଶ୍ୟକ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।