ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ଝିଅ ମାନେ ପ୍ରଥମ ନଜରରେ ପୁଅଙ୍କର କଣ ଦେଖି ପଟିଯାଆନ୍ତି ବ ଭଲ ପାଇ ବସନ୍ତି । କେହିବି ଝିଅ ପ୍ରଥମ ନଜରରେ ଆପଣଙ୍କ ଚେହେରା ଦେଖି ପସନ୍ଦ କରିଥାଏ ଲୂକ ମାର୍ଟର କରିଥାଏ । ପ୍ରଥମ ନଜରରେ ଲୂକ ମ୍ୟାଟର କରିଥାଏ କାହିଁକିନା କେହି ଝିଅ ପ୍ରଥମ ନଜରରେ ଆପଣକୁ ଦେଖିବାପରେ ଆପଣ ଯଦି ତାର ପସନ୍ଦ ହେଲେ ତା ମନରେ ଗୋଟେ ସୁନ୍ଦର ଭାବନା ତିଆରି ହୋଇଯିବ ପ୍ରଥମ ନଜରରେ ସେ ଝିଅର ଭାବନା ସୃଷ୍ଟି କରିବା ପାଇଁ ନିଜକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରନ୍ତୁ ତେବେ ଚାଲନ୍ତୁ ଜାଣିବା ପ୍ରଥମ ନଜରରେ ଝିଅମାନେ ପୁଅଙ୍କର କଣ ନୋଟିସ କରିଥାନ୍ତି |
1.ଦେହର ବାସ୍ନା-ଆପଣ ଗୋଟେ ଝିଅର ପାଖା ପାଖି ଠିଆ ହୋଇଛନ୍ତି ଆପଣଙ୍କ ଶରୀରରୁ ସୁନ୍ଦର ସ୍ମେଲର ବାସ୍ନା ଆସୁଛିତ ଆପଣ ସେଇ ଝିଅକୁ ବହୁତ ଭଲ ଲାଗିବେ ଝିଅ ମାନେ ପୁରୁଷର ବାସ୍ନାକୁ ପସନ୍ଦ କରିପାରନ୍ତି ହୋଇପାରେ ଆପଣ କିଛି ଲଗେଇଛନ୍ତି କିମ୍ଵା ଆପଣଂକର ଝାଳର ବାସ୍ନା ସେ ଝିଅକୁ ଭଲ ଲାଗିଲା ତାହେଲେ କଣ ହବନା ସେ ଝିଅ ସାଙ୍ଗେ ସାଙ୍ଗେ ଆକର୍ଷିତ ହୋଇଯିବ ଝିଅମାନଙ୍କୁ ହାଲକା ସ୍ମେଲ ସବୁବେଳେ ପସନ୍ଦ । ମନେ କରନ୍ତୁ ଆପଣ କେଉଁ ଝିଅକୁ ଆକର୍ଷିତ କରିବାକୁ ଚାହାଁନ୍ତିତ ପ୍ରଥମ କଥା ଆପଣ ନିଜେ ପରିଷ୍କାର ପରିଛନ୍ନ ରହିବା ସହିତ ଗୋଟିଏ ଭଲ ସେନ୍ଟ ଲଗାଇବାକୁ ପଡିବ |
2.ଆପଣଙ୍କର ଚୁଟି -ଝିଅ ମାନେ ପୁଅମାନଙ୍କର ଚୁଟି ଷ୍ଟାଇଲକୁ ସବୁବେଳେ ନୋଟିସ କରନ୍ତି ଯେଉଁ ପୁଅଙ୍କର ସୁନ୍ଦର ବାଳ ଥାଏ ସେ ପୁଅର ଷ୍ଟାଇଲ ଦେଖିକି ଝିଅମାନେ ବହୁତ କିଛି ଭାବି ନିଅନ୍ତି ତାଙ୍କ ବାଳ ଦେଖିକି ତାଙ୍କ ମନରେ ଏକ ସୁନ୍ଦର ଭାବନା ସୃଷ୍ଟି ହୋଇଥାଏ ଧରନ୍ତୁ ଆପଣ ନିଜ ବାଳ ଉପରେ ବିଲକୁଲ ଧ୍ୟାନ ଦିଅନ୍ତି ନାହିଁ ଝିଅ ଏଠି ଭାବିବ ଛି ଏଟା କେଡେ ଅସନା ତା ଯିଏ ନିଜ ବାଳ ଉପରେ ଧ୍ୟାନ ଦେଇପାରୁନି ତାକୁ କେହି ଦେଖିଲେ କିଏ ରାଜି ହବ କିଏ ତାକୁ ପସନ୍ଦ କରିବ ଯେତେବେଳେ ଆପଣ ଗୋଟେ ସୁନ୍ଦର ବାଳ ଷ୍ଟାଇଲ ବନାନ୍ତିତ ଝିଅ ମାନେ ଆପଣଙ୍କ ବାଳ ଷ୍ଟାଇଲକୁ ବେଶୀ ନୋଟିସ କରନ୍ତି |
3.ଆପଣଙ୍କ ହାତ -ଝିଅ ମାନେ ପୁଅଙ୍କ ହାତକୁ ଦେଖି ବହୁତ କିଛି ଭାବି ନିଅନ୍ତି ଯେଉଁ ପୁଅମାନଙ୍କ ହାତରେ ବାଳ ଥାଏ ସେ ପୁଅମାନେ ଝିଅମାନଙ୍କୁ ବହୁତ ପସନ୍ଦ ସାମାନ୍ୟତ ଝିଅ ମାନେ ବହୁତ କୋମଳ ସେମାନେ କଣ କରନ୍ତି ନା ନିଜ ହାତ ଗୋଡ଼ ଆଦିରୁ ଲୋମକୁ ବାହାର କରିଦିଅନ୍ତି କିନ୍ତୁ ସେମାନେ ହାତରେ ଥିବା ବାଳର ପୁଅମାନଙ୍କୁ ବେଶି ପସନ୍ଦ କରନ୍ତି ପୁଅର ଶରୀର ବହୁତ ହାର୍ଡ ଓ ଶରୀରରେ ବାଳ ଥିବା ଦରକାର ତେଣୁ ଆପଣ ନିଜ ଦେହରୁ କିମ୍ଵା ହାତର ଲୋମକୁ କେବେବି ବାହାର କରନ୍ତୁନି ଯେତେ ସମୟ ଅଛି ଜିମ ଯାଇକି ବଡି ବନାନ୍ତୁ
4.ସୁ ବା ଚପଲ -ଧରିନିଅନ୍ତୁ ଆପଣ ଗୋଟିଏ ଭଲ ସୁ ପିନ୍ଧିଛନ୍ତି ଝିଅମାନେ ଆପଣଙ୍କ ସୁ ଉପରେ ପ୍ରଥମେ ନୋଟିସ କରିବେ ଆପଣଙ୍କ ସୁ ଯଦି ଦାମିକିଆ ଓ ସୁନ୍ଦର ହୋଇଥିବ ତ ସେ ଝିଅକୁ ଆପଣ ବହୁତ ଭଲ ଲାଗିବେ ଜୋତା ଯେତେ ସୁନ୍ଦର ପରିଷ୍କାର ପରିଛନ୍ନ ରହିବ ଝିଅମାନେ ସେତେ ଶୀଘ୍ର ଆକର୍ଷିତ ହେବେ କିନ୍ତୁ ଆପଣଙ୍କ ଜୋତା ଯଦି ମଇଳା ଛିଣ୍ଡା ଅପରିଷ୍କାରତ ଝିଅ ପଟିବାରତ ଦୂରର କଥା ଆପଣଙ୍କ ଆଡକୁ ଚାହିଁନିବାକୁ ମଧ୍ୟ ପସନ୍ଦ କରିବନି |
5.ଆପଣଙ୍କ କଥା କହିବା ଶୈଳୀ -ଝିଅମାନେ ପ୍ରଥମେ ନୋଟିସ କରନ୍ତି ଆପଣଙ୍କ କଥା କହିବା ଶୈଳୀ ଉପରେ ହୋଇପାରେ ସେ ପୁଅ ଦେଖିବାକୁ ବହୁତ ସୁନ୍ଦର ସେ ଯଦି ସୁନ୍ଦର ଓ ଭଦ୍ର ଭାବରେ କଥା କହିପାରୁଛିତ ଯେ କୌଣସି ଝିଅକୁ ନିଜ କଥାବାର୍ତାରେ ଆକର୍ଷିତ କରିପାରିବ କାହିଁକିନା ଝିଅମାନେ ସବୁବେଳେ ସେ ପୁଅକୁ ପସନ୍ଦ କରନ୍ତି ଯିଏ ତାଙ୍କୁ ହସାଏ ମଉଜ ମସ୍ତି କରାଏ ତାକୁ ବହୁତ ଖୁସି ଦିଏ ତେଣୁ ନେକ୍ସଟ ଟାଇମ ଯଦି ଆପଣ କଉଝିଅଙ୍କ ସହିତ କଥା ହୁଅନ୍ତି ତାକୁ ହସାନ୍ତୁ ଓ ମସ୍ତି କରାନ୍ତୁ ବହୁତ ଖୁସି ଦବା ପାଇଁ ଚେଷ୍ଟା କରାନ୍ତୁ ଆମର ଏହି ଅନୁଚିନ୍ତା ଆପଣଙ୍କୁ ଯଦି ଭଲ ଲାଗିଥାଏ ଦୟାକରି ଆମ ତଳ ପେଜରେ ଲାଇକ, କମେଣ୍ଟ କରନ୍ତୁ ଧନ୍ୟବାଦ