ରାତା ରାତି କୋଟିପତି ହୋଇଗଲା ଏହି ପିଲା , ଗୋଟିଏ ଦିନରେ ବ୍ୟଙ୍କ ଆକାଉଣ୍ଟକୁ ଆସିଲା 9 କୋଟି ଟଙ୍କା , ଜାଣନ୍ତୁ କିପରି

1111

ଏବେ କିଛି ଦିନ ତଳେ ଏମିତି ଏକ ଘଟଣା ଲୋକ ଲୋଚନକୁ ଆସିଛି ଯାହା ଏବେ ବେଶ୍ ଚର୍ଚ୍ଚିତ ହୋଇଛି , ପୂର୍ବରୁ ଏହି ମାମଲା ଥିଲା ଗୋଟେ ପିଲାର ଖାତାରେ ଅଚାନକ ୯ କୋଟି ଟଙ୍କାରୁ ଅଧିକା ରାଶି ଜମା ହୋଇଯାଇଥିଲା , ଅନ୍ୟ ମାମଲା ବିଲକୁଲ୍ ସେପରି ହୋଇଥିଲା , ଆଉ ଜଣଙ୍କ ଖାତାରେ ପ୍ରାୟ ୫ କୋଟି ଟଙ୍କା ଜମା ହୋଇଯାଇଥିଲା , ଏବେ ଭାବନ୍ତୁ , ଯଦି ଆପଣଙ୍କ ଏକାଉଣ୍ଟରେ ବି ଏହି ଭଳି ପଇସା ଜମା ହୋଇଯିବ ତେବେ ଆପଣ କଣ କରିବେ , ସେ ନିଜେ ଏହି କଥାକୁ ବିଶ୍ୱାସ କରିପାରିବେ ନାହିଁ , ତାଙ୍କ ସହ ଏପରି ହୋଇଥିଲା , ଆସନ୍ତୁ ପୁରା ଘଟଣା ବିଷୟରେ ଜାଣିବା ।

ପ୍ରଥମ ମାମଲାଟି ଆମ ଦେଶର ରାଜଧାନୀ ଦିଲ୍ଲୀର ଅଟେ ,ଦିଲ୍ଲୀରେ ରହୁଥିବା ଜଣେ ପିଲାର ଏକାଉଣ୍ଟରେ ଅଚାନକ ୯ କୋଟି,୯୯ ଲକ୍ଷ ୯୯୯ ଟଙ୍କା ଜମା ହୋଇଗଲା , ଏହା ଦେଖି ପିଲାଟି ପୁରା ଆଶ୍ଚର୍ଯ୍ୟ , ଦେଖୁ ଦେଖୁ ଏହି ପୁରା ଖବର ଇଲାକାରେ ବ୍ୟାପିଗଲା , ଏହାପରେ ସେହି ପିଲାର ଘରେ ଭିଡ ଜମିଯାଇଥିଲା , ଖବର ମୁତାବିକ ଏହି ପିଲାର ନାଁ ବିନୋଦ କୁମାର ସେ ଦିଲ୍ଲୀର ଜହାଂଗୀପୁରି ଇଲାକାରେ ରୁହନ୍ତି ,

11

ବିନୋଦ ମୋବାଇଲ୍ ସପ୍ ରେ କାମ କରୁଛନ୍ତି , ବିନୋଦ ନିଜ ବ୍ୟାଙ୍କ୍ ଏକାଉଣ୍ଟ ଜହାଂଗିରପୁରି ଏସ୍ ବି ଆଇ ବ୍ରାଞ୍ଚରେ ଖୋଲିଥିଲେ , ଯାହା ଏକ ସେଭିଙ୍ଗ୍ ଏକାଉଣ୍ଟ ଥିଲା , ବିନୋଦ ରବିବାର ଦ୍ୱିପହରକୁ ପ୍ରାୟ ୨ ଟା ବେଳେ ଏକ ମେସେଜ୍ ପାଇଲେ କି ତାଙ୍କ ଏକାଉଣ୍ଟରେ ୯ କୋଟି ୯୯ ଲକ୍ଷ ୯୯ ହଜାର ୯୯୯ ଟଙ୍କା ଜମା ହୋଇଯାଇଛି । ଏହି ମେସେଜ ପାଇବା ପରେ ବିନୋଦ ନିଜ ଉପରେ ବିଶ୍ୱାସ କରି ପାରିଲେନି , ସେ ଭାବିଲେ ତାଙ୍କର କେହି ସାଙ୍ଗ ତାଙ୍କ ସହ ମଜାକ କରୁଛି ବୋଲି

ଏହା ଦେଖି ବିନୋଦ ପୁରା ଚକିତ ହୋଇଯାଇଥିଲେ , ବିନୋଦ ଏହି କଥାକୁ ବିଶ୍ୱାସ କରିପାରୁନଥିଲେ , ସେ ଏତେ କିପରି ଟଙ୍କା ଜମା ନିଜ ଏକାଉଣ୍ଟରେ ପାଇଲେ , ବିନୋଦ କିଛି ବୁଝିପାରୁନଥିଲେ , ବିନୋଦ ଏହି କଥାର ସତ୍ୟତା ଜାଣିବା ପାଇଁ ବ୍ୟାଙ୍କ୍ ପହଞ୍ଚିକରି ନିଜ ଏକାଉଣ୍ଟ ବାଲାନ୍ସ ଚେକ୍ କରିବାକୁ ଚାହିଁଲେ , କିନ୍ତୁ ସେହି ଏକାଉଣ୍ଟ ବ୍ଲକ୍ ହୋଇଯାଇଥିଲା , ପଇସା କିପରି ଜମା ହେଲା ଏହି ବିଷୟରେ ବ୍ୟାଙ୍କ୍ ବାଲା କିଛି ଠିକ୍ ଭାବରେ କହି ନଥିଲେ । ଆକାଉଣ୍ଟକୁ ରି ଉପନ କରି ବା ପରେ ସେଥିରୁ ସମସ୍ତ ପଇସା ପୁଣି ଗାୟବ ହୋଇ ଯାଇଥିଲା ,

111

ବିନୋଦ ମିନି ଷ୍ଟେଟମେଣ୍ଟ ମାରିବା ପରେ , ସବୁ କଥାର ସମାଧାନ ହେଲା , ମିନିଷ୍ଟେଟମେଣ୍ଟ ରେ 9 କୋଟି ଟଙ୍କା ଜମା ହୋଇଥିବା ଦର୍ଶା ଜାଇଥିଲା ଏବଂ ତାର ଠିକ 10 ମିନଟ ପରେ ସେହି ଟଙ୍କା ପୁଣି ଆକାଉଣ୍ଡରୁ କଟି ଜାଇଥିଲା , ଶେଷରେ ବ୍ୟଙ୍କ ବାଲା ବିନୋଦକୁ କହିଥିଲେ କି କୌଣସି ଭୁଲ ବସତ ତାଙ୍କ ଆକାଉଣ୍ଟରେ ଏହି ପଇସା ଜମା ହୋଇଥିଲା ଏବଂ ଏହା ପରେ ବ୍ୟାଙ୍କା ବାଲ ସେହି ଭୁଲକୁ ସୁଧାରି ପଇସା କାଟେ ନେଇଗଲେ

ତେବେ ବନ୍ଧୁଗମ ଯଦି ଏମିତି କେବେ ଆପଣଙ୍କ ସହ ଘଟେ ତେବେ ଆପଣ କଣ କରିବେ ଆମକୁ ନିଶ୍ଚୟ ଜଣାନ୍ତୁ , ଏହି ଭଳି ଖବର ସବୁଠୁ ପ୍ରଥମେ ସବୁବେଳେ ପଢିବା ପାଇଁ ଏବେ ହିଁ  ଲାଇକ ଅଫସନରେ କ୍ଲିକ କରନ୍ତୁ

Leave a Reply

Your email address will not be published. Required fields are marked *