ଗାଧୋଇବା ସମୟରେ ଏହି ଗୋଟିଏ ଭୁଲ କରନ୍ତୁ ନାହିଁ ନଚେତ ହୋଇଯିବ ସର୍ବନାଶ ; ସାଧୁବାଣୀ

ନମସ୍କାର ବନ୍ଧୁମାନେ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ମଣିଷ ନିଜ କୁ ସଫା ସୁତରା ରଖିବାପାଇଁ ପ୍ରତ୍ୟକ ଦିନ ନିତ୍ୟକର୍ମ କରିଥାଏ।ଆଉ ଯାହାଦ୍ୱାରା ସେ ନିଜକୁ ପବିତ୍ର ଅନୁଭବ କରିଥାଏ।ଆଉ କଥାରେ ଅଛି ନିଜକୁ ପ୍ରତିଦିନ ସଫା ସୁତରା ଓ ଫ୍ରେସ ଅନୁଭବ କରିବା ପାଇଁ ଓ ପୂଜା ପାଠ କରିବା ପାଇଁ ଲୋକମାନେ ପ୍ରତ୍ୟକ ଦିନ ଗାଧୁଆ ପାଧୁଆ କରିଥାନ୍ତି।

ଆଉ ନିୟମ ଅନୁସାରେ ଅଗାଧୁଆ ହୋଇ କୌଣସି ଧର୍ମ କାର୍ଯ୍ୟ କରିବ ଅନୁଚିତ କିମ୍ବା କୌଣସି ପୂଜା ପାଠ ମଧ୍ୟ କରିବା ଅନୁଚିତ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି।ରାତିରେ ଶୋଇବା ପରେ ଆମ ଶରୀରର ନକାରାତ୍ମକ ଶକ୍ତି ଦ୍ୱାରା ପ୍ରଭାବିତ ହୋଇଥାଏ ଓ ଆମେ ଏହି ନକାରାତ୍ମକ ପ୍ରଭାବକୁ ଦୁରେଇ ଦେବା ପାଇଁ ସବୁଦିନ ସକାଳୁ ଉଠି ବା ପରେ ଭଲ ଭାବରେ ଗାଧେଇ ଠାକୁର ପୂଜା କିମ୍ବା ଅନ୍ୟାନ୍ୟ କାମ କରିଥାଉ।

bath

ଏମିତି ନକରିବା ଦ୍ୱାରା ଭଗବାନଙ୍କ କୋପ ଦୃଷ୍ଟି ଆମ ଉପରେ ପଡିଥାଏ।ବୈଜ୍ଞାନିକ କାରଣ ଅନୁସାରେ ରାତିରେ ଶୋଇବା ବେଳେ ଆମ ଶରୀରରୁ ଝାଳ ଆକାରରେ ଅନେକ ଜୀବାଣୁ ଓ କୀଟାଣୁ ଶରୀରରୁ ବାହାରକୁ ଆସିଥାନ୍ତି।ସେଥିପାଇଁ ଆମେ ସକାଳୁ ଉଠି ଗାଧେଇବା ଉଚିତ ଯଦି ଆମେ ସକାଳୁ ଉଠି ନଗାଧ ଉଚେ ତାହେଲେ ଆମ ଶରୀରରେ ବିଭିନ୍ନ ରୋଗ ପରିଲିଖିତ ହେବ। କଥାରେ ଅଛି ଯିଏ ସକାଳୁ ଉଠି ସୂର୍ଯୋଦୟ ପୂର୍ବରୁ ସ୍ନାନ କରିବା ଦ୍ୱାର ଭଗବାନ ସୁର୍ଯ୍ୟଙ୍କ କୃପା ଦୃଷ୍ଟି ଆମ ଉପରେ ପଡିଥାଏ।ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି ଗାଧେଇବା ସମୟରେ ମଧ୍ୟ କିଛି ନିୟମର ପାଳନ କରିବା ଉଚିତ ଆଉ ଯଦି ଆମେ ସେ ଭୁଲ ସବୁ କରୁ ତାହେଲେ ଆମକୁ ଯମ ଦଣ୍ଡ ଭୋଗିବାକୁ ପଡିଥାଏ ଆଉ ତା ସହିତ ଆମ ଶରୀର ଉପରେ ଅନେକ କୁ ପ୍ରଭାବ ମଧ୍ୟ ପଡିଥାଏ।ଆଜି ଆସନ୍ତୁ ଜାଣିବା ଡାକ୍ତରଙ୍କ ମତରେ କେଉଁ ସବୁ କାମ କଲେ ଆମ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ।

ଦୁନିଆରେ ପ୍ରାୟ ଲୋକ ଅଛନ୍ତି ଯେ ପ୍ରାୟ ସମୟ ଗାଧେଇବାକୁ ପସନ୍ଦ କରନ୍ତି। ସେମାନେ ପ୍ରାୟ ଦିନରେ ୨-୩ ଥର ଗାଧେଇବାକୁ ପସନ୍ଦ କରନ୍ତି ଏମିତି କରିବା ଦ୍ୱାରା ଶରୀର ଶୁସ୍କ ହେବା ସହିତ ଆମକୁ ବିଭିନ୍ନ ରୋଗ ମଧ୍ୟ ହେବାର ସମ୍ବାବନା ଥାଏ।ଡାକ୍ତରଙ୍କ ମତରେ ପ୍ରତ୍ୟକ ମଣିଷକୁ ମାତ୍ର ୧୦-୧୫ ମିନିଟ ଗାଧେଇବା ଉଚିତ।

bath women

ଶୀତ ଦିନରେ ନିୟମିତ ଥଣ୍ଡା ଓ ଗରମ ପାଣି ମିଶେଇ ଗାଧେଇବା ଦ୍ୱାରା ଆମ ଶରୀରର ତ୍ୱଚା ଓ ଚୁଟିର ସ୍ନାୟୁ ଗୁଡିକ ଦୁର୍ବଳ ହୋଇଯାଏ।ଅଧିକ ସମୟ ସାୱାର ତଳେ ରହି ଗାଧେଇଲେ ଆମ ଆଖି ଉପରେ ମଧ୍ୟ କୁ ପ୍ରଭାବ ପଡିଥାଏ।ଆଉ ସବୁ ଦିନ ସାବୁବନର ବ୍ୟବହାର ଆମ ଶରୀର ପାଇଁ ମଧ୍ୟ ହାନି କାରକ ହୋଇଥାଏ।ଏହାର ମୁଖ୍ୟ କାରଣ ହେଲା ସାବୁନରେ ଥିବା କ୍ଲନିଂ ଏଜେଣ୍ଟ ଆମ ତ୍ୱଚାକୁ ସୁସ୍କ କରିଦିଏ ଆଉ ଆମ ଶରୀରର ଚମକ ମଧ୍ୟ କମେଇ ଦିଏ।ଯାହାର ପ୍ରଭବ ସିଧା ଚର୍ମ ଉପରେ ପଡିଥାଏ।ସେଥିପାଇଁ ଚର୍ମ ରୋଗ ଓ ଚର୍ମରେ କୁଣ୍ଡେଇ ହେବା ଭଳି ସମସ୍ୟା ପରି ଲିଖିତ ହୁଏ।ଆଉ ଧ୍ୟାନ ରଖିବେ ସାମ୍ପୁକୁ କେବଳ କେଶରେ ଲଗେଇବେ ଓ ତ୍ୱଚାରେ ଲଗେଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକେଇ ଥାଏ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ।

Leave a Reply

Your email address will not be published. Required fields are marked *