ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଧୁ ଧର୍ମ ରେ ତୁଳସୀ କୁ ଏକ ସାମାନ୍ୟ ଗଛ ନୁହେଁ ବରଂ ଏକ ପବିତ୍ର ଗଛ ଭାବେ ବର୍ଣ୍ଣନା କରା ଜାଇଛି ତେଣୁ ଅଧିକାଶଂ ହିନ୍ଧୁ ଘରେ ତୁଳସୀ ଗଛ ଅବଶ୍ୟ ହିଁ ଲଗାଜାଇଥାଏ , ନିୟମିତ ଭାବେ ସକାଳେ ସଂନ୍ଧ୍ୟା ରେ ଏହା ପାଖରେ ଦ୍ୱୀପ ଲଗାଯାଏ , ତୁଳସୀ ଗଛ କେବଳ ପୂଜନିୟ ନୁହେଁ ବରଂ ଏହି ଥିରେ ଔଷଧିୟ ଗୁଣ ବି ଭରପୁର ରହିଛି । ତୁଳସୀ ଗଛ ପୂଜା କରିବାର ଫାଇଦା ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ଏହା ସହିତ ପୂଜା କରିବା ସମୟ ରେ ଏହି ସବୁ ଜିନିଷ ପ୍ରତି ନିଶ୍ଚିତ ଧ୍ୟନ ରଖିବେ ,
ହିନ୍ଧୁ ଧର୍ମ ରେ ସବୁ ଘରେ ତୁଳସୀ ଗଛ ଲଗେଇବା ଅନିବାର୍ଜ୍ୟ ଅଟେ କେବଳ ଏତିକି ନୁହେଁ ଯେଉଁ ବ୍ୟକ୍ତି ମାନେ ପ୍ରତି ଦିନ ତୁଳଶୀ ପତ୍ର ଖାଏ ସେହି ବ୍ୟକ୍ତି ଶରୀର ର ଅନେକ ପ୍ରକାରର ରୋଗ ରୁ ମୁକ୍ତି ମିଳେ ବିଶ୍ୱାସ ରହିଛି ଘର ର ଆଗରେ ତୁଳସୀ ଗଛ ଲଗେଇଲେ ଘର ର ବିଭିନ୍ନ ଅଷୋନ୍ତଷ ଏବଂ କଳହ ଆଦି ଦୂର ହୁଏ ମାତା ଲକ୍ଷ୍ମୀ ଙ୍କର କୃପା ପ୍ରାପ୍ତି ହୁଏ ।
ତେବେ ଆମେ ଆଜି ସେହି ତୁଳସୀ ଗଛ ର ବିଶେଷତ୍ୱ ଏବଂ ଲାଭ ବିଷୟ ରେ ଜାଣିବା ପ୍ରଥମେ ହେଲା ଗାଧୋଇବା ସମୟ ରେ ପାଣି ରେ ତୁଳସୀ ପତ୍ର ପକେଇ ଗାଧୋଇଲେ ଶହେ ତିର୍ଥ ଯିବା ସହିତ ସମାନ ଅଟେ ଯେଉଁ ଲୋକ ମାନେ ଏମିତି କରନ୍ତି ସେମାନେ ସବୁ ଯଜ୍ଞ୍ୟ ରେ ବସିବାର ଅଧିକାର ପାଆନ୍ତି ।
ଘରେ ଲଗା ଜାଇ ଥିବା ତୁଳତୀ ଗଛ ବାସ୍ତୁ ଦୋଷ କୁ ଦୂର କରିବାରେ ସକ୍ଷ୍ୟମ ହୋଇଥାଏ ଯେଉଁ ଘରେ ସବୁ ବେଳେ ତୁଳସୀ ପୂଜା ହୁଏ ସେହି ଘରେ ସୁଖ ସମୃଦ୍ଧି ସବୁ ବେଳେ ଲାଗି ରହେ ତୁଳସୀ ଗଛ ଘରେ ରଖିବା ଦ୍ୱାରା ଧନ ର ଅଭାବ ହୁଏ ନାହିଁ ।
ତୁଳସୀ ପତ୍ର ର ସେବନ କରିଲେ ସବୁ ଦେବାଦେବୀ ମାନଙ୍କର ଆଶ୍ରୀବାଦ ମିଳେ ଘର ର ଅଗଣା ରେ ତୁଳସୀ ଗଛ ଥିଲେ ଘର ଅଶାନ୍ତି ଦୂର ହୁଏ ଘର ପରିବାର ର ମାତା ଲକ୍ଷ୍ମୀ ଙ୍କ କୃପା ମିଳେ ପ୍ରତି ଦିନ ଦହି ସହିତ ତୁଳଶୀ ପତ୍ର ମିଶେଇ ଖାଇଲେ ବହୁତ ଶୁଭ ବୋଲି କୁହାଯାଏ ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।