ବନ୍ଧୁଗଣ ଭାଗ୍ୟ ଏକ ଏପରି ଜିନିଷ ହୋଇଥାଏ ଯାହା ଆପଣଙ୍କ ଜୀବନ ରକ୍ଷା ମଧ୍ୟ କରିପାରେ ଓ ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ଆପଣ କେବେ, କେଉଁଠାରେ, କେଉଁ ସମୟରେ ଥାଆନ୍ତି ଓ କୌଣସି ବଡ ଦୁର୍ଘଟଣା ଆପଣଙ୍କ ଠାରୁ କେତେ ଦୂରରେ କିମ୍ବା ପାଖରେ ଅଛି ଏହା ଭାଗ୍ୟର ଖେଳ ଅଟେ। ଏହି ପ୍ରକାର ଜୀବନରେ ସଫଳତା ଓ ପଇସା ଆୟ କରିବାରେ ମଧ୍ୟ ଭାଗ୍ୟ ମହତ୍ଵପୃନ୍ନ ଭୂମିକା ନିର୍ବାହ କରିଥାଏ। ଅନେକ ସମୟରେ କମ ଯୋଗ୍ୟତା ଥିବା ଲୋକଙ୍କୁ ମଧ୍ୟ ଭାଗ୍ୟର ସହାୟତା ବଳରେ ପଇସା ଓ ନାମ ଦୁହେଁ ମିଳିଯାଇଥାଏ। ଏମିତିରେ ଯଦି ଆପଣ ମଧ୍ୟ ନିଜର ଭାଗ୍ୟ ମଜବୁତ କରିବାକୁ ଚାହାନ୍ତି ତ ରାଶି ଅନୁଯାୟୀ ଲକି ନମ୍ବର ନିଶ୍ଚିତ ଦେଖିନିଅନ୍ତୁ । ଏହି ଲକି ନମ୍ବର ଆପଣଙ୍କୁ ଜୀବନର ସମସ୍ତ ମୋଡରେ ବହୁତ ସାହାଯ୍ୟ କରିବ ।
ଭାଗ୍ୟ ଲକି ନମ୍ୱର ଭାଗ3 – ଧନୁ , ମକର , କୁମ୍ଭ ଓ ମୀନ ।
ଯଦି ଆପଣ ଏହାର ଭାଗ 1 ରେ ମେଷ , ବୃଷ , ମିଥୁନ ଓ କର୍କଟ ରାଶିର ବ୍ୟକ୍ତିଙ୍କ ଲକି ନମ୍ୱର ବିଷୟରେ ପଢି ନାହାଁନ୍ତି , ତେବେ ଭାଗ 1 ନିଶ୍ଚୟ ପଢନ୍ତୁ । ଭାଗ୍ୟ ଲକି ନମ୍ୱର ଭାଗ 1 – ମେଷ , ବୁଷ , ମିଥୁନ ଓ କର୍କଟ ରାଶି । ସେହିପରି ଭାଗ 2 ରେ ମଧ୍ୟ ଆମେ ସିଂହ , କନ୍ୟା , ତୁଳା ଓ ବିଛା ରାଶିର ବ୍ୟକ୍ତିଙ୍କ ଲକି ନମ୍ୱର ବିଷୟରେ ସୁଚନା ଦେଇଛୁ । ଆପଣ ଏଠାରେ ତାହା ମଧ୍ୟ ପଢି ପାରିବେ । ସିଂହ , କନ୍ୟା , ତୁଳା ଓ ବିଛାରାଶିଙ୍କ ଲକି ନମ୍ୱର ।
ଧନୁ ରାଶି: ଧନୁ ରାଶିର ଲୋକ ନିଜର ସମସ୍ତ କାର୍ଯ୍ୟ 15 ଓ 5ତାରିଖରେ କରନ୍ତୁ। ଏହି ତାରିଖରେ କରାଯାଇଥିବା କାର୍ଯ୍ୟ ଆପଣଙ୍କୁ ଦୁଇଗୁଣ ସଫଳତା ଆଣିଦେବ । କାରଣ ଆପଣଙ୍କ ରାଶି ଚକ୍ରର ଦେବତା ହେଉଛନ୍ତି ବୃହସ୍ପତି । ତେଣୁ ସବୁବେଳେ ସବୁ ନମ୍ୱର ର ଶେଷରେ 5 ରହିଲେ ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ।
ମକର ରାଶି: ଏହି ରାଶିର ଲୋକଙ୍କ ନିମନ୍ତେ 2ନମ୍ବର ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାଏ। ଷ୍ଟୁଡେଣ୍ଟସ ଯଦି ଏହି ନମ୍ବରର ଲାଇନ ମାନେ ଧାଡିରେ ବସି ପାଠ ପଢନ୍ତି ତେବେ ତାଙ୍କୁ ଜୀବନରେ ସଫଳତା ଶୀଘ୍ର ମିଳିଥାଏ ।ତେବେ ଆପଣ ନିଜର ଗାଡି ନମ୍ୱର ପ୍ଲେଟ , କିମ୍ୱା ପୋଷାକ ଆଦି ରେ ଏହି ନମ୍ୱରର ବ୍ୟବହାର କଲେ ଜୀବନରେ ସଫଳତା ନିଶ୍ଚୟ ମିଳିବ ।
କୁମ୍ଭ ରାଶି: 17ନମ୍ବର ଏହି ରାଶିର ଲୋକଙ୍କ ନିମନ୍ତେ ସୁରକ୍ଷାର କାର୍ଯ୍ୟ କରିଥାଏ। ମାନେ ଏହି ନମ୍ବରକୁ କାଗଜରେ ଲେଖି ନିଜର ପାଖରେ ରଖିଲେ ଆପଣଙ୍କ ଦୁର୍ଘଟଣା ହେବାର ସମ୍ଭାବନା କମ ହୋଇଥାଏ ।ଏହା ସହିତ ଏହି ନମ୍ୱର କୁ ବ୍ୟବହାର କରି ଆପଣ ଆପଣଙ୍କର ନ ହେଉଥିବା କାମ ଅତି ସହଜରେ କରି ପାରିବେ ।
ମୀନ ରାଶି: ମୀନ ରାଶିର ଲୋକଙ୍କ ନିମନ୍ତେ 21 ଓ 7ନମ୍ବର ଭାଗ୍ୟ ମଜବୁତ କରିଥାଏ । ଏହି ଦିନ କିମ୍ବା ସମୟରେ କରାଯାଇଥିବା କାର୍ଯ୍ୟ ଆପଣଙ୍କୁ ବହୁତ ଫଳ ଦେବ । ଆପଣ ନିଜର ପସନ୍ଧର ଜିନିଷରେ ଏହି ନମ୍ୱରର ବ୍ୟବହାର କରି ପାରିବେ ।
ଏହା ଥିଲା ଚାରୋଟି ରାଶିର ଲକି ନମ୍ୱର ସମ୍ଭନ୍ଧୀୟ ତଥ୍ୟ । ଏହାର 3ଟି ଭାଗରେ ଆମେ ଅନ୍ୟ ରାଶି ବିଷୟରେ ସୁଚନା ଦେଇଛୁ । ଯଦି ଆପଣ ନିଜ ରାଶି ଓ ଲକି ନମ୍ୱର ବିଷୟରେ ସୁଚନା ଚାହାଁନ୍ତି , ତେବେ ଗୋଟିଏ ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ବିଷୟରେ ସୁଚନା ପ୍ରଦାନ କରିବୁ । କେବଳ ଲାଇକ କଲେ ହିଁ ସୁଚନା ମିଳିବ ।