Astro Predict – ରାଶି ହିସାବରେ ଜାଣନ୍ତୁ ଆପଣଙ୍କର ଲକି ନମ୍ବର କଣ । ମେଷ , ବୃଷ , ମିଥୁନ ଓ କର୍କଟ ରାଶିଙ୍କ ଲକି ନମ୍ୱର ।

mesa09

ବନ୍ଧୁଗଣ ଭାଗ୍ୟ ଏକ ଏପରି ଜିନିଷ ହୋଇଥାଏ ଯାହା ଆପଣଙ୍କ ଜୀବନ ରକ୍ଷା ମଧ୍ୟ କରିପାରେ ଓ ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ଆପଣ କେବେ, କେଉଁଠାରେ, କେଉଁ ସମୟରେ ଥାଆନ୍ତି ଓ କୌଣସି ବଡ ଦୁର୍ଘଟଣା ଆପଣଙ୍କ ଠାରୁ କେତେ ଦୂରରେ କିମ୍ବା ପାଖରେ ଅଛି ଏହା ଭାଗ୍ୟର ଖେଳ ଅଟେ। ଏହି ପ୍ରକାର ଜୀବନରେ ସଫଳତା ଓ ପଇସା ଆୟ କରିବାରେ ମଧ୍ୟ ଭାଗ୍ୟ ମହତ୍ଵପୃନ୍ନ ଭୂମିକା ନିର୍ବାହ କରିଥାଏ। ଅନେକ ସମୟରେ କମ ଯୋଗ୍ୟତା ଥିବା ଲୋକଙ୍କୁ ମଧ୍ୟ ଭାଗ୍ୟର ସହାୟତା ବଳରେ ପଇସା ଓ ନାମ ଦୁହେଁ ମିଳିଯାଇଥାଏ। ଏମିତିରେ ଯଦି ଆପଣ ମଧ୍ୟ ନିଜର ଭାଗ୍ୟ ମଜବୁତ କରିବାକୁ ଚାହାନ୍ତି ତ ରାଶି ଅନୁଯାୟୀ ଲକି ନମ୍ବର ନିଶ୍ଚିତ ଦେଖିନିଅନ୍ତୁ । ଏହି ଲକି ନମ୍ବର ଆପଣଙ୍କୁ ଜୀବନର ସମସ୍ତ ମୋଡରେ ବହୁତ ସାହାଯ୍ୟ କରିବ ।

ଭାଗ୍ୟ ଲକି ନମ୍ୱର ଭାଗ 1 – ମେଷ , ବୁଷ , ମିଥୁନ ଓ କର୍କଟ ରାଶି ।

ମେଷରାଶି: ଏହି ରାଶିର ଲୋକଙ୍କୁ ସବୁ କାର୍ଯ୍ୟରେ ଏକ ନମ୍ବର ରହିବାର ଇଚ୍ଛା ଥାଏ। ଏଥିପାଇଁ ଏମାନଙ୍କର ଲକି ନମ୍ବର ‘ଏକ’ ଅଟେ। ଯେବେ ମଧ୍ୟ ଆପଣ କୌଣସି କାର୍ଯ୍ୟ ପ୍ରାରମ୍ଭ କରିବେ ତେବେ ନିଜର ଶରୀରର କେଉଁ ଅଙ୍ଗ ଯେପରିକି ହାତ, ପାଦ, ପିଠି ଇତ୍ୟାଦି ମଧ୍ୟରୁ କୌଣସି ଏକ ସ୍ଥାନରେ 1ଲେଖନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କର ସେହି କାର୍ଯ୍ୟରେ ପ୍ରଥମ ସ୍ଥାନରେ ଆସିବାର ସମ୍ଭାବନା ବଢିଯିବ ।

rasi

ବୃଷଭ ରାଶି: ଏହି ରାଶିର ଜାତକଙ୍କ ନିମନ୍ତେ 2, 9 ଓ 11 ନମ୍ବର ଶୁଭ ହୋଇଥାଏ। ଆପଣ ଯେବେ ମଧ୍ୟ କୌଣସି ସ୍ଵତନ୍ତ୍ର କାର୍ଯ୍ୟ ପ୍ରାରମ୍ଭ କରିବେ ତେବେ ପ୍ରଚେଷ୍ଟା କରନ୍ତୁ ଯେ ଆପଣ ଏହାକୁ ସେହି ନମ୍ବର ଥିବା ତାରିଖରେ କରିବେ ।

ମିଥୁନ ରାଶି: 13ନମ୍ବର ଏହି ରାଶିଙ୍କ ନିମନ୍ତେ ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାଏ। ଯଦି ଆପଣ ଏହି ନମ୍ବରର ପ୍ରିଣ୍ଟ ଥିବା ଟିସାର୍ଟ ପିନ୍ଧିବେ ତେବେ ଆପଣଙ୍କ ସହିତ କେବେ କିଛି ଖରାପ ହେବ ନାହିଁ। ଏହି ନମ୍ବରର ଟିସାର୍ଟ ନମିଳିଲେ ଆପଣ ପେଁ ସହାୟତାରେ ଏହା ଉପରେ 13ନମ୍ବର ଅଙ୍କିତ କରିପାରିବେ। ଏହାକୁ ଆପଣ ସାର୍ଟର ଭିତର ଭାଗରେ ମଧ୍ୟ ଲେଖିପାରିବେ ଯଦ୍ୱାରା କେହି ଏହାକୁ ନଦେଖି ପାରିବେ ।

rasi

କର୍କଟ ରାଶି: ଏହି ରାଶି ଥିବା ଲୋକଙ୍କ ନିମନ୍ତେ 7 ଓ 10ନମ୍ବର ଭାଗ୍ୟର ବନ୍ଦ କବାଟ ଖୋଲିଥାଏ। ଏହି ନମ୍ବରକୁ କୌଣସି ପ୍ରକାର ନିଜର କାର୍ଯ୍ୟରେ ସାମିଲ କରିବାର ପ୍ରଚେଷ୍ଟା କରନ୍ତୁ। ଯେପରିକି ଏହି ନମ୍ବର ଥିବା ତାରିଖ କିମ୍ବା ସମୟରେ ହିଁ ନିଜର ଜରୁରୀ କାର୍ଯ୍ୟ ଶେଷ କରନ୍ତୁ।

ଏହା ଥିଲା ଚାରୋଟି ରାଶିର ଲକି ନମ୍ୱର ସମ୍ଭନ୍ଧୀୟ ତଥ୍ୟ । ଏହାର ଦ୍ୱୀତୀୟ ଭାଗରେ ଆମେ ଅନ୍ୟ ରାଶି ବିଷୟରେ ଜଣାଇବୁ । ଯଦି ଆପଣ ନିଜ ରାଶି ଓ ଲକି ନମ୍ୱର ବିଷୟରେ ସୁଚନା ଚାହାଁନ୍ତି , ତେବେ ଗୋଟିଏ ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ବିଷୟରେ ସୁଚନା ପ୍ରଦାନ କରିବୁ । କେବଳ ଲାଇକ କଲେ ହିଁ ସୁଚନା ମିଳିବ ।

 

Leave a Reply

Your email address will not be published. Required fields are marked *