ରାତିରେ ଦେ-ହ ବ୍ୟବ-ସାୟ କଲେ ଅଧିକ ପଇସା ରୋଜଗାର । ଏମିତି କହିଲେ ଜଣେ କିନ୍ନର…

Kinnar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖନ୍ତୁ କିନ୍ନର ମାନଙ୍କୁ ରଖିବା କିନ୍ନର ମାନଙ୍କ ସ୍ୱତନ୍ତ୍ର ଇଚ୍ଛା ପ୍ରକାଶ କରିବା ସେମାନଙ୍କ ନିଜସ୍ୱ ଅଧିକାର ସେମାନେ ଯଦି ଇଚ୍ଛା ପ୍ରକାଶ କରୁନାହାଁନ୍ତି କାମ କରିବା ପାଇଁ ତେବେ ଏହାର ମାନେ ନୁହେଁ ଯେ ବାକି ଯେଉଁ ଦଶ ପନ୍ଦର ଜଣ କିନ୍ନର କାମ କରୁଛନ୍ତି ସେମାନଙ୍କୁ ବି ଆମେ ହତାଦର କରିବା ତେବେ ଆପଣ ମାନେ ବିଗତ ଦିନ ମାନଙ୍କରେ ଦେଖିଥିବେ । ଡିଜାବିଲିଟି ହେଉ କିମ୍ବା ସ୍ୱାମୀ ପରିତକ୍ତା ହେଉ ବା କୈଣସି ଟ୍ରାନ୍ସ ଜେଣ୍ଡର କଥା କୁହନ୍ତୁ । ତେବେ ସେମାନେ କେବେ ବି କିନ୍ନର କମ୍ୟୁନିଟି ମଧ୍ୟରେ ଯାଉନାହାଁନ୍ତି ।

ତେବେ ପୁରୁଷ ମହିଳା ହୋଇଥିବା ମହିଳା ହୋଇଥିବା ବ୍ୟକ୍ତି ବିଶେଷ ଏବଂ ସବୁ ବ୍ୟକ୍ତି ନିଜର ସେ-କ୍ସ-ଆଲିଟି ଉପରେ ଆସି ଖୋଲି କରି କହିବେ ଯେ ମୁଁ ଜଣେ ଗେ ବୋଲି ତାହା କେବେ ବି ସମ୍ଭବ ନୁହେଁ ନା । ତେବେ ସେମାନେ କହୁଛନ୍ତି କିନ୍ନର ମାନଙ୍କୁ ଦିଆ ହେଉନାହିଁ । ତେବେ କିନ୍ନର ମାନେ ବହୁତ ଇଜି ଇନକମ୍ ର ପନ୍ଥା ଖୋଜି ନେଇଛନ୍ତି ।

Kinnar

ତେବେ ସେମାନଙ୍କୁ ଟ୍ରାଫିକ ରେ ଭିକ ମାଗିବା ହେଉ କିମ୍ବା ରାତିରେ ଦେ-ହ ବ୍ୟବ-ସାୟ କରିଲେ । ସେମାନଙ୍କର ଅଧିକ ପଇସା ଇନକମ୍ ହୁଏ ସେମାନଙ୍କୁ ସୁନା ଚେନ ଲୁଟିବା ହେଉ କିମ୍ବା କାହାର ପ୍ୟକେଟ ରୁ ପଇସା ଚୋରି କରିବା ହେଉ ରାତା ରାତି ବହୁତ ପଇସା ଆୟ କରି ସେମାନଙ୍କୁ ବହୁତ ମଜା ଲାଗେ ହେଲେ ପରିଶ୍ରମ କରି ଖଟିବା ପାଇଁ ବହୁତ କଷ୍ଟ ଲାଗେ ।

ହେଲେ ମୁଁ ଆଜି ଆପଣ ମାନଙ୍କ ଗଣମାଧ୍ୟମ ସାମ୍ନାରେ ସେମାନଙ୍କୁ ପ୍ରତିଶୃତି ଦେଉଛି । ଯେ ମୁଁ ସେମାନଙ୍କୁ ଗୋଟିଏ ମାସ ମଧ୍ୟରେ କାମ ଯୋଗେଇ ଦେବି ଆଉ ଯଦି ନଯୋଗେଇ ଦେବି ତେବେ ମୁଁ ମୋର ଆକ୍ଟିଜିମ୍ ଛାଡି ଦେବି । କାମ କରିବା ପାଇଁ ଯଦି ଇଚ୍ଛା ରହିଛି ତେବେ ଲିଷ୍ଟ କରି କି ଦେଉନ୍ତୁ କି ଆମେ 50 ଜଣ ପିଲା କାମ କରିବୁ କି 100 ପିଲା କାମ କରିବୁ । ଏବଂ ସେମାନଙ୍କ ରେସିଡେଣ଼୍ଟିଆଲ ଭୁବନେଶ୍ୱର ରେ ହୋଇଥିବା ଦରକାର ।

ତେବେ ଭୁବନେଶ୍ୱର ରେ ଯେଉଁ କିନ୍ନର ମାନଙ୍କ ଡକ୍ୟୁମେଣ୍ଟ ରହିଛି ସେମାନେ ଯଦି କାମ କରିବା ପାଇଁ ଚାହାଁନ୍ତି ତେବେ ମୁଁ ନିଜର ଅସ୍ତୁତ୍ୱ ସହ ଲଢିକରି ଯେମିତି ହେଲେ ସେମାନଙ୍କୁ କାମ ଯୋଗେଇ ଦେବି । ତେବେ ବର୍ତମାନ ସମୟ ରେ ଭୁବନେଶ୍ୱର ରେ ସେ-କ୍ସୁ-ଆଲ କୁ ବନ୍ଦ କରାହେଉଛି । ତେଣୁ ଏମାନଙ୍କୁ ଆମେ ସମାଜ ରେ କୈଣସି କାମ ଯୋଗେଇବା ପାଇଁ ଚେଷ୍ଟା କରୁଥିଲେ ବି ଏମାନେ ବିରୋଧ କରୁଛନ୍ତି କାରଣ ଏମାନେ ସେ-କ୍ସୁ-ଆଲିଟି ର କାର୍ଯ୍ୟ କରି ଅଧିକ ଟଙ୍କା କମଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *