ପ୍ୟାନ କାର୍ଡ ନୂଆ ନିୟମ ଆସିଲା ଦେଖନ୍ତୁ | ନହେଲେ ଦେବେ 10 ହଜାର ଫାଇନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ପ୍ରାୟ ଲୋକ ମାନଙ୍କ ପାଖରେ ପାନ କାର୍ଡ ନିଶ୍ଚିତ ଥିବ । ତେବେ ଏହି ପାନ କାର୍ଡ କୁ ନେଇ ଆସୁଛି ଆଉ କିଛି ନୂଆ ନିୟମ ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ ଅଟେ । ନହେଲେ ଆପଣଙ୍କୁ 10 ହଜାର ଟଙ୍କା ଯାଏ ଫାଇନ ଦେବାକୁ ପଡିବ ।

ବର୍ତମାନ ସମୟ ରେ ଭାରତୀୟ ମାନଙ୍କ ପାଇଁ ପାନକାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ଏହା ସାହାଯ୍ୟ ରେ ଅନେକ ଅର୍ଥନୈତିକ କାର୍ଯ୍ୟ କରିବାରେ ସମ୍ଭବ ହେଉଛି । ଏହା ସହ ଆୟକର ବିଭାଗର ର ସ୍ଥାୟୀ ଏକାଉଣ୍ଟ ନମ୍ବର ଅର୍ଥାତ ପାନ କାର୍ଡ ନମ୍ବର ପ୍ରତ୍ୟୋକ ବ୍ୟକ୍ତି ଙ୍କ ପାଇଁ ବାଧ୍ୟତା ମୂଳକ ଅଟେ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଖବର ଉପରେ ।

PAN card

ତେବେ ପାନକାର୍ଡ ବିଷୟ ରେ କିଛି ଗୁରୁତ୍ୱ ପୂର୍ଣ୍ଣ ସୂଚନା ରହିଛି ଜାହା ଆପଣ ମାନେ ଜାଣି ରଖିବା ଉଚିତ । ତେବେ ଗୁରୁତ୍ୱ ପୂର୍ଣ୍ଣ ବିଷୟ ମଧ୍ୟରୁ ଗୋଟିଏ ଜିନିଷ ହେଲା ପାନ ବିଷୟ ରେ ବହୁତ ଧ୍ୟନ ରଖାଜାଇ ଥାଏ । ତେବେ ପାନକାର୍ଡ କେବଳ ଭାରତ ରେ ହିଁ କାର୍ଯ୍ୟ କରିଥାଏ । ପ୍ରତ୍ୟୋକ ବ୍ୟକ୍ତି କେବଳ ଗୋଟିଏ ହିଁ ପାନକାର୍ଡ ବ୍ୟବହାର କରି ପାରିବେ । ଏହାର ନକଲ କିମ୍ବା ଏକ ରୁ ଅଧିକ ରହି ପାରିବ ନାହିଁ । ଏହା କଲେ ସଂମ୍ପୃକ୍ତ ବ୍ୟକ୍ତି ଙ୍କୁ ଜୋରିମାନା ଦେବାକୁ ପଡିଥାଏ ।

ଏକ ପାନକାର୍ଡ ରେ ଜଣେ ବ୍ୟକ୍ତିଙ୍କର ନାମ ଏବଂ ଜନ୍ମ ତାରିଖ ମଧ୍ୟ ରହିଥାଏ । ତେବେ ଆୟକର ବିଭାଗ ର ୱେବସାଇଟ www.incometax.gov.in ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ରୁ ଅଧିକ ପାନକାର୍ଡ ରଖି ପାରିବେ ନାହିଁ । ଯଦି କୈଣସି ବ୍ୟକ୍ତି ଙ୍କୁ ଏକ ପାନ ପ୍ରଦାନ କରାଯାଏ ତେବେ ଅନ୍ୟ ଏକ ପାନ ପାଇଁ ସେ ଆବେଦନ କରି ପାରିବେ ନାହିଁ ।

ଏହି ପରି ସ୍ଥିତିରେ ଆୟକର ଅଧିନିୟମ 1961 ଧାରା 272 B ଅନୁସାରେ ଏହି ବ୍ୟକ୍ତି ଉପରେ 10 ହଜାର ରୁ ଅଧିକ ଜୋରିମନା ଲଗାଜାଇ ପାରିବ । ତେବେ ଏହି ଜୋରିମାନା କୁ ଏଡାଇବା ପାଇଁ ଏକ ଉପାୟ ରହିଛି । ତେବେ ଆୟକର ବିଭାଗ କହିଛି ଯେ ଯଦି ଗୋଟିଏ ବ୍ୟକ୍ତି ଙ୍କୁ ଗୋଟିଏ ରୁ ଅଧିକ ପାନ ପ୍ରଦାନ ହୋଇଛି ତେବେ ସେ ତୁରନ୍ତ ଅତିରିକ୍ତ ପାନ କୁ ସମର୍ପଣ କରି ପାରିବେ । ଆଉ ଏମିତି ସେ ଜୋରିମନା ରୁ ବର୍ତ୍ତି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *