ଅନ୍ଧାର ବେଡରୁମରେ ସ୍ତ୍ରୀର ସାଥି ମଦନ, ସ୍ୱାମୀ ଦୁବାଇରେ ଏପଟେ ରାତିରେ ସ୍ତ୍ରୀ Madana ସହିତ… କାହାକୁ ଆଉ ବିଶ୍ୱାସ ନାହିଁ

Madana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ନାମ କାମ ଦେବ ଶେଣ୍ଢ । ଏବଂ ମୁଁ ଲେଖିବାର କାରଣ ହେଉଛି କି ମୋ ସ୍ତ୍ରୀ ର ପରକ୍ରି-ୟା ପ୍ରିତି ମୋ ସ୍ତ୍ରୀ ସଂନ୍ଧ୍ୟା ରାଣୀ ଦାସ ମୁଁ ଘରେ ନ ରହିବା ଅବସ୍ଥାରେ ଆମ ଗ୍ରାମର ମଦନ ସାହୁ ସାଙ୍ଗରେ ପ୍ରାୟ 4 ବର୍ଷ ଧରି ଫୋନ ମାଧ୍ୟମରେ ହ୍ୱାଟସପ୍ ମ୍ୟାସେଞୀର ଆଉ ଭଏସ କଲିଂ କରି ମୋ ସ୍ତ୍ରୀ ଘଣ୍ଟା ଘଣ୍ଟା କଥା ହୋଇଥିଲେ ଏବଂ ତାଙ୍କୁ ଘରକୁ ମଧ୍ୟ ଡାକି ମ୍ୟାଗି ଚଓମିନ ଖାଇବାକୁ ଦେଉଥିଲେ ଏବଂ ତାଙ୍କ ସାଙ୍ଗରେ ଶା-ରୀ-ରିକ ସଂ-ମ୍ପର୍କ ମଧ୍ୟ ରଖୁଥିଲା । ମୋ ସ୍ତ୍ରୀ ସହିତ ବାହାଘରର 12 ବର୍ଷ ହେଲାଣି ଆମର ଦୁଇଟି ପିଲା ମଧ୍ୟ ଅଛନ୍ତି ,

ମୁଁ 17 ବର୍ଷ ଧରି ଏକ ଘୋରଇ କମ୍ପାନୀରେ କାମ କରୁଥିଲି 2017 ମସିହା ଡିସେମ୍ବର 27 ତାରିଖରେ ମୁଁ ଦୁବାଇ ଯିବାପରେ ପରେ ମୋ ସ୍ତ୍ରୀ ମୋ ସାଥିରେ ସବୁବେଳେ ଝଗଡ଼ା କରୁଥିଲା ଏବଂ ଫୋନ କରିଲେ କଥାବାର୍ତ୍ତା ବହୁତ କମ କରୁଥିଲା ଏବଂ ସବୁବେଳେ କହିଥିଲା ଯେ ମୁଁ ବହୁତ ବ୍ୟସ୍ତ ଅଛି ମୋର କାମ ଅଛି ପରେ କରିବି ହେଲେ ସେ ଫୋନ ରେ ଅନ୍ୟ ପୁରୁଷ ସହିତ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲା । ରାତିରେ ପ୍ରାୟ ସମୟରେ ସେ ଅନଲାଇନ ରୁହନ୍ତି ମୁଁ ପଚାରିଲେ କୁହନ୍ତି ଯେ ଡାଟା ଅନ ଥିଲା ମୁଁ ଶୋଇ ପଡ଼ିଥିଲି । ହେଲେ ମୁଁ ଅନ୍ୟପଟରେ ଦୁବାଇରେ ଟେନସନ ରେ ରହୁଥିଲି ।

wi

ହେଲେ ମୁଁ କଣ କରିବି ମୁଁ ଜାଣିପାରୁ ନଥିଲି ଦିନେ ମୋ ମାଆ ଯାଇଛି ନଈ କୂଳକୁ ଗାଧେଇବାକୁ ସେ ପିଲା ଆମ ଘରକୁ ଆସିଲା ଅଧଘଣ୍ଟା ହେଇଗଲା ସେ ପିଲା ନ ଯିବା ପରେ ମୋ ମାଆ ପଳେଇ ଆସିଲା ମୋ ପୁଅ ଝିଅଙ୍କୁ ଦେଖିଲା ଆମ ନୂଆ ଘର ତାଙ୍କୁ ପଚାରିଲା ଏବଂ ପରେ ମୋ ମାଆ ପୁରୁଣା ଘରକୁ ଆସି ଦେଖେ ତ ଫାଳେ କବାଟ ବନ୍ଦ ଅଛି ଆଉ ମୋ ସ୍ତ୍ରୀ ପଡ଼ିଛି ଖଟ ଉପରେ ଆଉ ମଦନ ସାହୁ ତା ପାଖରେ ବସିଛି ମୋର ମାଆ ତାକୁ ଗାଳି ଗୁଲଜ କରି ପଠାଇେ ଦେଇଥିଲେ । ମୁଁ ମାର୍ଚ୍ଚ 1 ତାରିଖରେ ଦୁବାଇରୁ ଆସିଲି ମୋ ସ୍ତ୍ରୀ ତା ନାନୀ ଝିଅ ଘରକୁ ଯାଇଥିଲା ମୁଁ ଘରକୁ ଆସିବା ପରେ ବି ସେ ଆସିଲା ନାହିଁ ।

ମୁଁ ଦଣ୍ଡାକୁ ମାଛ ଧରା ଦେଖିବା ପାଇଁ ଜାଇଥିଲି ମୋ ସ୍ତ୍ରୀ ମତେ ଫୋନ କରି ପଚାରିଲା ଘରକୁ କେତେ ବେଳେ ଆସିବ । ମୁଁ କହିଲି 1 ଘଣ୍ଟା ପରେ ଯିବି ହେଲେ 15 ମିନିଟ ରେ ମୁଁ ସେଠାରୁ ଘରକୁ ଚାଲି ଆସିଲି ଆଉ ଝରକା ରେ ଦେଖିଲି ଯେ ସେ ମଦନ ସାହୁ ସହ କଥା ହେଉଥିଲା । ମୁଁ ଅଧ ଘଣ୍ଟା ଲୁଚି ଦେଖିବା ପରେ କବାଟ ବାଡେଇଲି ସେ 10 ମିନିଟ ପରେ କବାଟ ଖୋଲିଲା ସେଠାରେ ମୁଁ ପଚାରିଲି କବାଟ କାହିଁକି ଖୋଲି ନଥିଲ ସେ କହିଲା ମୁଁ ଶୋଇ ପଡ଼ିଥିଲି ମୁଁ କହିଲି ତୁମେ ଚାର୍ଟିଂ କରୁନଥିଲ କାହା ସହିତ ଚାର୍ଟିଂ କରୁଥିଲ ମୁଁ ବଡେଇଲା ପରେ ବି ସେ କିଛି ଉତ୍ତର ଦେଲା ନାହିଁ ।

ପରେ ପର ଦିନ ମୁଁ ଢେଙ୍କାନାଳ ଗଲି ସେ ନମ୍ବର କୁ ଟ୍ରୁ କଲର ରେ ପକେଇଲି ଦେଖେତ ମଦନ ସାହୁ ନଜର ଥିଲା । ଘରକୁ ଆସି ପଚାରିଲି ତାପରେ ସେ ମାନିଲା ସେ ତା ଘରକୁ ଚାଲିଗଲା ମୋ ବାପା ଯାଇଥିଲେ ତାକୁ ଆଣିଲେ ଯଦି ସେ ରହି ଥାନ୍ତା ସବୁ ସମସ୍ୟାର ସମାଧାନ ହୋଇ ଯାଇଥାନ୍ତା ହେଲେ ସେ ନ ରହି ଆମ ଘର ଛାଡି ପଳାଇଲା ସେ ମଦନ ସାହୁ କୁ ହୃଦୟରୁ ଭଲ ପାଉଛି ତା ବିନା ସେ ବଞ୍ଚି ପାରିବ ନାହିଁ ମୋ ସ୍ତ୍ରୀ ନିଜେ କହିଲା ।

ha

ଯଦି ମୋ ସ୍ତ୍ରୀ ସାବିତ୍ରୀ ପୂର୍ବଦିନ ନ ଆସେ ତେବେ ସକାଳ ହେଲେ ସେ ତା ସ୍ୱାମୀକୁ ହରାଇବ ମୁଁ ସତ୍ୟ କରୁଛି ସାବିତ୍ରୀରେ ସେ ବିଧବା ହେବ। ତେବେ ଏହା ଥିଲା ସେହି ଚିଠିଟି ଯାହା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଖିଆ ଗାଁରେ ଘଟିଥିଲା ସ୍ତ୍ରୀର ପ୍ରେମ ସ-ମ୍ପର୍କକୁ ଜାଣି ସ୍ଵାମୀ କରିଥିଲା ଆ-ତ୍ମ-ହ-ତ୍ୟା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *