ଡାକ ବିଭାଗରେ ୯୮,୦୮୩ ଟି ପଦବୀ ପାଇଁ ବାହାରିଲା ନିଯୁକ୍ତି , ଶୀଘ୍ର କରନ୍ତୁ ଆବେଦନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶରେ ସରକାରୀ ଚାକିରୀ ର ପାଇବା ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରିୟ ବିଭାଗରେ ନିଯୁକ୍ତି ଏବେବି ଜାରି ରହିଛି । ଯଦି ଆପଣ ମାନେ ଏକ ସରକାରୀ ଚାକିରୀ ଖୋଜୁଛନ୍ତି । ତେବେ ଡାକ ବିଭାଗ ରେ 98,083 ଟି ପଦବୀ ପାଇଁ ବାହାରିଲା ନିଯୁକ୍ତି ଶୀଘ୍ର କରନ୍ତୁ ଆବେଦନ ଦେଶରେ ସରକାରୀ ଚାକିରୀ ପାଉଥିବା ଲୋକ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଦେଶରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରିୟ ବିଭାଗ ରେ ନିଯୁକ୍ତି ଏବେବି ଜାରି ରହିଛି ତେବେ ଯଦି ଆପଣ ବି ଏକ ସରକାରୀ ଚାକିରୀ ଖୋଜୁଛନ୍ତି ତେବେ ଡାକ ବିଭାଗ ର ଚାକିରୀ ବିଷୟ ରେ ଆମେ ଆପଣ ମାନଙ୍କୁ କହୁଛୁ ଯେଉଁଠାରେ ଆପଣ ମାନେ ଆବେଦନ ମାଧ୍ୟମରେ ଉଭୟ ସର୍ବତ୍ତୋମ ଦରମା ଏବଂ ପଦବୀ ପାଇ ପାରିବେ ।

ତେବେ ଡାକବିଭାଗ ପକ୍ଷ ରୁ ଜାରି ଏହି ନିଯୁକ୍ତି ମାଧ୍ୟମ ରେ ମୋଟ 98,083 ଟି ପଦବୀ ତେବେ ଏହି ନିଯୁକ୍ତି ଦେଶରେ 23 ଗୋଟି ସର୍କଲ ପାଇଁ ବାହାରିଛି । ତେବେ ଆପଣ ମାନେ ବି ଏହି ପୋଷ୍ଟ ପାଇଁ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର 2022 ର 5.00 ପର୍ଯ୍ୟନ୍ତ ସ୍ଥିର ହୋଇଛି । ତେବେ ଏହାକୁ ଆପଣ ମାନେ ଅଫଲାଇନ ମାଧ୍ୟମରେ ଆବଦନ କରି ପାରିବେ ।

ପ୍ରାଥି ମାନଙ୍କୁ ସ୍ପିଡ୍ ପୋଷ୍ଟ କିମ୍ବା ପଞୀକୃତ ପୋଷ୍ଟ ଦ୍ୱାରା ଆବେଦନ କରିବାକୁ ପଡିବ । ତେବେ ଭାରତୀୟ ପୋଷ୍ଟମ୍ୟାନ ଏବଂ ପୋଷ୍ଟଗାର୍ଡ ସମେତ ଅନ୍ୟାନ ପଦବୀ ରେ ନିଯୁକ୍ତି ତଥା ଆଗ୍ରହୀ ପ୍ରାର୍ଥି ମାନେ ଏହାର ଅଫିସିଆଲ ୱେବସାଇଟ ମାଧ୍ୟମରେ ଜାଇ ଆବେଦନ କରି ପାରିବେ ।

post man

ଭାରତୀୟ ଡାକ ବିଭାଗ ପୋଷ୍ଟମ୍ୟାନ ଡାକଘରେ ମେଲ୍ ଗାର୍ଡ ସମେତ ଅନ୍ୟାନ୍ୟ ପଦବୀରେ ବମ୍ପର ନିଯୁକ୍ତି ନେଇଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଇଣ୍ଡିଆ ପୋଷ୍ଟ ୱେବସାଇଟ୍ indiapost.gov.in ରୁ ବିଜ୍ଞପ୍ତି ଯାଞ୍ଚ କରି ନିଯୁକ୍ତି ସୂଚନା ପାଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *