ଆସିଲା ବିଜୁ ପକ୍କା ଘର ଯୋଜନା,ଆପଣଙ୍କ ନାମ ଆସିଛି ନ ନାହିଁ କିପରି ଜାଣିବେ,ସରପଞ୍ଚ ଙ୍କୁ ନ ପଚାରି Yojaana ବିଷୟରେ ନିଜେ ଏପରି ଜାଣିରଖନ୍ତୁ…

Biju Pakka Ghar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଜୁପକ୍କା ଘର ଯୋଜନାକୁ ନେଇ ଆସିଲା ବଡ ଖବର । ଓଡ଼ିଶାରେ ଆସିଲା ସଂମ୍ପର୍ଣ୍ଣ ବଜେଟ 2022-2023 । ଏହାର କିଛି ଦିନରେ କାମଚଳା ବଜେଟ ଘୋଷଣା କରା ଯାଇଥିଲା । ଏବେ ବିଧାନ ସଭାରେ ଓଡିଶାର ସଂମ୍ପର୍ଣ୍ଣ ବଜେଟ 2022-2023 ଉପସ୍ଥାପନ ହୋଇଛି । ଏଥିରେ କିଛି ବିଭାଗକୁ ଅଧିକ ମଧ୍ୟ ଗୁରୁତ୍ୱ ଦିଆ ହୋଇଛି ।

ଯେମିତିକି କୃଷକଙ୍କୁ ଚାଷ ବାବଦରେ କାଳିଆ ଯୋଜନା ଦ୍ୱାରା 50,000 ଟଙ୍କାର ଋଣ ଦେବା । ଏବଂ ଏହା ସହ ବିଜୁ ପକ୍କା ଘର ଯୋଜନା ଦ୍ୱାରା ସମସ୍ତ ହିତାଧିକାରୀ ମାନଙ୍କୁ ମିଳିବ ବିଜୁ ପକ୍କା ଘର । ଏହି ନୂଆ ଆର୍ଥିକ ବର୍ଷ 2022-2023 ବର୍ଷରେ ଏନେଇ ମଞୀରୁ ମିଳିବ । ତେବେ ଏହି ବଜେଟ 2022-2023 ଆର୍ଥିକ ବର୍ଷକୁ ନେଇ ବଜେଟ ପ୍ରସ୍ତୁତ କରିଥିଲେ । ଅର୍ଥ ମନ୍ତ୍ରୀ ନିରଂଞୀନ ପୂଜାରୀ । ୨ ଲକ୍ଷ କୋଟି ଟଙ୍କାର ଏହି ବଜେଟରେ ଚାଷୀ ଭାଇ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ଏବଂ ଏହା ସହିତ ବିଜୁ ପକ୍କା ଘର ଯୋଜନାକୁ ଅଧିକ ଗୁରୁତ୍ୱ ମଧ୍ୟ ଦିଆ ଯାଇଛି ।

pm

ଆରମ୍ଭରେ ବଜେଟରେ ଭାଷଣ ଦେଇ ଅର୍ଥମନ୍ତ୍ରୀ ନିରଞୀନ ପୂଜାରୀ କହିଛନ୍ତି କି ମହିଳା ମାନଙ୍କ ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ହେଉଛି । ବିଜୁ ପକ୍କା ଘର ଯୋଜନା ନେଇ ଆସିଛି ଏକ ବଡ ଅପଡେଟ । ବଜେଟରେ ସ୍ୱାସ୍ଥ୍ୟର ବିକାଶ ଲାଗି 12,624 କୋଟି ଟଙ୍କା ଉଦ୍ୟାନ କୃଷି ପାଇଁ 312 କୋଟି ଟଙ୍କା ଜଳ ସେଚନ ପାଇଁ 24,039 କୋଟି ଟଙ୍କା BSKY ଯୋଜନାକୁ 26,64 କୋଟି ଦୁଇ ଲକ୍ଷ୍ୟ 80,000 ଟଙ୍କା ।

ତଥା 2022 ରେ ଏହା 12 ଗୁଣ ହୋଇଜାଇଥିବା ବେଳେ ବଜେଟ 2022 ବର୍ଷରେ 17 ଗୁଣ ବଢ଼ିଛି । ସେହିପରି କୁକୁଡ଼ା ଚାଷ ପାଇଁ 102 କୋଟି ଟଙ୍କା ତଥା କାଳିଆ ଯୋଜନା ଦ୍ୱାରା 50,000 କୋଟ ଟଙ୍କାର ଋଣ ମଧ୍ୟାହ୍ନ ଭୋଜନ ପାଇଁ 851 କୋଟି ଟଙ୍କାର ଉପସ୍ଥାପିତ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *