ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚୀନ କୁ ଏବେ ମୁଇଫା ଭୟ । ବର୍ତମାନ ସମୟ ରେ ଉପକୂଳ ଆଡକୁ ମାଡି ଆସୁଛି ସମୁଦ୍ରିକ ଝଡ ମୁଇଫା । ସାଥିରେ ଆଣୁଛି ପ୍ରବଳ ବର୍ଷା ତୀବ୍ର ବେଗରେ ପବନ ପୂର୍ବ ଚୀନ ରେ ହୀଟ କରିବ । ଏହା ବର୍ଷ ର ଦ୍ୱାଦଶ ଟାଇଫୋନ । ଚୀନର ଜନ ବହୁଳ ନଗରୀ ସାଂଘାଇକୁ ମାଡ଼ି ଆସୁଛି ବିପଦ ପୂର୍ବ ଚୀନ ସାଗରରେ ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି ଟାଇଫନ୍ ଘଣ୍ଟା ପ୍ରତି 120 ମାଇଲ ବା 193 କିଲୋମିଟର ବେଗରେ ମାଡି ଆସୁଛି ।
ଶକ୍ତିଶାଳୀ ଟାଇଫନ୍ ମୁଇଫା ଚୀନର ପୂର୍ବ ତଟରେ ଥିବା ବନ୍ଦରରେ ସବୁକିଛି ଠପ ପଡି ଯାଇଛି ଗୋଟିଏ ଜାଗାରେ ଠିଆ ହୋଇଛନ୍ତି ଶହ ଶହ ଜାହାଜ ଆଗକୁ ଆସିବ ବଡ଼ ବିପଦ । ଉଠିପାରେ 5 ମିଟର ଉପରକୁ ଜୁଆର ସଂଘାଇ ନିଗମବୋଟ ର ଏହି ଦୃଶ୍ୟ ମୁଇଫାର ପ୍ରଭାବ ଆରମ୍ଭ ଆରମ୍ଭ ହୋଇସାରିଛି ଆଉ କିଛି ସମୟ ପରେ ସ୍ଥଳ ଭାଗ ଛୁଇଁବ ଏହି ଟାଇଫନ ମୁଇଫା ୟାଙ୍ଗଟେଜ୍ ନଦୀର ତ୍ରିକୋଣିୟ ଭୂମିରେ ଲ୍ୟାଣ୍ଡଫଲ କରିବା ପାଇଁ ଯାଉଛି ।
ତେବେ ଏହା ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ ମୁଇଫା ଏହାର ପ୍ରଭାବରେ ଏହି ଶକ୍ତିଶାଳୀ ସାମୁଦ୍ରିକ ଝଡ ମୁଇଫା ପ୍ରଭାବ ରେ ସଂଙ୍ଘାଇରେ ପ୍ରବଳ ବେଗରେ ପବନ ସହିତ ମୂଷଳ ବେଗରେ ପବନ ଆରମ୍ଭ ହୋଇଛି । ପ୍ରବଳ ବେଗରେ ପବନ ଏବଂ ଉଚ୍ଚ ଜୁଆର ଟୁଇନ୍କୋର୍ଡ ସିଟି ନିଗମ ଓଝଉଶାଲ ବନ୍ଦରରେ ଜାହାଜ ଚଳାଚଳ କୁ ସ୍ତଗିତ ରଖାଯାଇଛି । ନିଗମ ଓଝଉଶାଲ ଦୀପ ଓ ଝିଏମ୍ସି ପ୍ରଦେଶରେ LGP ଆମଦାନୀ ଟର୍ପିନାଲକୁ ମଧ୍ୟ ବନ୍ଦ କରାଯାଇଛି ସାଂଘାଇରୁ ଉଡାଣ ଭରିବାକୁ ଥିବା 600 ରୁ ଅଧିକ ବିମାନ ଚଳାଚଳ କୁ ସାମୁହିକ ଭାବେ ବନ୍ଧ କରାଜାଇଛି ।
ତେବେ ବନ୍ଧୁଗଣ ୟାଙ୍ଗଟେଜ୍ ନଦୀର ତ୍ରିକୋଣିୟ ଭୂମିର ସମସ୍ତ ରେଳ ଚଳାଚଳ ବାତିଲ ହୋଇଛି ଜେଂଜିଆଙ୍ଗ ସମସ୍ତ ସ୍କୁଲ ବନ୍ଦ କରାଜାଇଛି । ତେବେ ପଶ୍ଚିମ ପ୍ରଶାନ୍ତ ମହାସାଗର ରେ ଗୋଟିଏ ନୁହେଁ ବରଂ ତିନୋଟି ସାମୁଦ୍ରିକ ଝଡ ସେହିଥି ମଧ୍ୟରୁ ଗୋଟିଏ ଟାଇଫୋନ ମୁଇଫା ଚୀନ ପୂର୍ବତଟ ପାଇଁ ସୃଷ୍ଟି କରିଛି । ବିପଦ ମୁଇଫା ଅଧିକ ପରିମାଣ ରେ ଘନିଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତକାଲି ଦକ୍ଷିଣ ଝଉଶାଲ ନିକଟରେ ପହଁଚିବ ତେବେ ୱେଲିଂ ଏବଂ ଝାଉସାଲ ସହର ମଧ୍ୟରେ ଟାଇଫୋନ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।