ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଙ୍କ ଦ୍ୱାରା ରଚିତ ତାଙ୍କର ନୀତି ଶାସ୍ତ୍ର ବିଷୟ ରେ ଜଣାଇବୁ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଚାଣକ୍ୟ ଜଣେ ବହୁତ ବିଜ୍ଞ ମହାନ ପୁରୁଷ ଥିଲେ , ତେବେ ତାଙ୍କର ଦ୍ୱାରା ରଚିତ ଚାଣକ୍ୟ ନିତୀ ଶାସ୍ତ୍ର କୁ ଯେଉଁ ମଣିଷ ତାର ଜୀବନ ରେ ମାନିଥାଏ ସେହି ବ୍ୟକ୍ତି କେବେ ହେଲେ କୈଣସି ପ୍ରକାର ର ଅସୁବିଧା ରେ ପଡିନଥାଏ ।
ତେବେ ଆଜି ଆମେ ଆପଣ ଙ୍କୁ ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା 3 ଟି କଥା କହିବୁ ଯାହାକୁ ଆପଣ ମାନେ କେବେ ହେଲେ କରିବା ଅନୁଚିତ ହୋଇଥାଏ , ତେବେ ସେହି 3 ଟି କଥା କଣ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ବନ୍ଧୁଗଣ ଚାଣକ୍ୟ କହିଛନ୍ତି କି ଆପଣ ମାନେ ଭୁଲ ରେ ଏହି ଭଳି 3 ପ୍ରକାର ର ଲୋକ ମାନଙ୍କ ଠାରୁ କେବେ ହେଲେ ସାହାର୍ଯ୍ୟ ଲଡା କରନ୍ତୁ ନାହିଁ ।
ତେବେ ପ୍ରଥମ ରେ ହେଉଛି କେବେ ହେଲେ ବେଇମାନ କିମ୍ବା ଦୁଷ୍ଟ ଲୋକଙ୍କ ଠାରୁ ସାହାର୍ଯ୍ୟ ଲୋଡା କରିବା ତେବେ ଯଦି ଆପଣ ମାନେ ଏଭଳି ଲୋକ ମାନଙ୍କ ଠାରୁ କେବେବି ମିତ୍ରତା କିମ୍ବା ଶତୃତା କରିବା ଉଚିତ ନିହେଁ , ଏମାନେ ବହୁତ ଖରାପ ପ୍ରକାର ର ଲୋକ ହୋଇଥାନ୍ତି , ଏମାନଙ୍କ ସହ ବନ୍ଧୁତା ସ୍ଥାପନା କରିବା ର ଅର୍ଥ ନିଜ ଗୋଡ ରେ କୁଢାଡି ମାରିବା , ଏମିତି ଲୋକ ଙ୍କ ଠାରୁ ସାହାର୍ଯୟ ଲୋଡା କଲେ ଆପଣ ଉପକୃତ ହୋଇ ପାରନ୍ତି କିନ୍ତୁ ପରବର୍ତ୍ତୀ ସମୟ ରେ ଆପଣ ବହୁତ ଅସୁବିଧା ର ସାମନା କରି ପାରନ୍ତି , ତେଣୁ ଏମିତି ଲୋକ ଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଆବଶ୍ୟକ ।
ତେବେ ଦ୍ୱିତୀୟ ରେ ହେଉଛି ଭୁଲ ମଣିଷ ସହ ପ୍ରେମ କରିବା ତେବେ ଆପଣ ମନେ ରଖନ୍ତୁ କି ଏଭଳି ଲୋକ ଙ୍କ ପାଇଁ ଆପଣ ଆପଣଙ୍କର ଜୀବନ ରେ ସେହି ବ୍ୟକ୍ତି କୁ ପାଇବା ପାଇଁ କିଛି ବି କରିଥାନ୍ତି ଏବଂ ଏମାନେ ପରବର୍ତ୍ତୀ ସମୟ ରେ ଆପଣ ଙ୍କୁ ଏମାନେ ଧୋକା ଦେଇଥାନ୍ତି ତେଣୁ ଏମିତି ଲୋକ ଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଆବଶ୍ୟକ ।
ତେବେ ତୃତିୟ ରେ ହେଉଛି ମିଠା ମିଠା କଥା କହୁଥିବା ଲୋକ ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଏକ ଦିଆସିଲି ର କାଠି ଯେମିତି କିଛି ସମୟ ଜଳି ଆଲୋକ ଦେଇଥାଏ ସେହିଭଳଇ ମଧୁର କଥା କହୁଥିବା ଲୋକ ଆପଣ ଙ୍କୁ କିଛି ସମୟ ପାଇଁ ଖୁସି ପ୍ରଦାନ କରିବ ତେବେ ଆପଣ ଏମିତି ଲୋକ ଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଆବଶ୍ୟକ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।