Chanakya Niti । ଯେଉଁ ସ୍ତ୍ରୀ ପାଖରେ ରହିଥାଏ ଏହି ଖାସ ଗୁଣ ସେ ସାକ୍ଷାତ ମାତା ଲକ୍ଷ୍ମୀ ରୂପ ହୋଇଥାଏ ।

Chanakya Niti

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଚାଣକ୍ୟ ଙ୍କ ଦ୍ୱାରା ରଚା ଯାଇଥିବା ତାଙ୍କର ନୀତି ଶାସ୍ତ୍ର ସମସ୍ତ ପ୍ରକାର ର ବିଷୟ ରେ ବର୍ଣ୍ଣନା କରାଯାଇଛି ଯାହାକୁ ଅନୁ ସରଣ କରିବା ଦ୍ୱାରା ଜଣେ ବ୍ୟକ୍ତି ତାର ଜୀବନ ରେ କେବେ ହେଲେ କୈଣସି ପ୍ରକାର ମାନ ହାନୀ କିମ୍ବା କୈଣସି ପ୍ରକାର ର ସମସ୍ୟା ତାର ଜୀବନ ରେ ଆସି ନଥାଏ କିମ୍ବା ତାର ଜୀବନ ରେ କେବେ ହେଲେ ଧନ ର ଅଭାବ ମଧ୍ୟ ହୋଇ ନଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଚାଣକ୍ୟ ଙ୍କ ଦ୍ୱାରା ରଚିତ କିଛି କଥା କହିବୁ ଯାହା ଦ୍ୱାରା ଆପଣ ମାନଙ୍କ ଘରକୁ ଆସିବାକୁ ଥିବା ମହିଳା ମାନଙ୍କ ବିଷୟ ରେ ତେବେ ଆପଣ ମାନେ ଙ୍କୁ କହି ରଖୁଛୁ କି ଆମର ଶାସ୍ତ୍ର ରେ ନାରି ମାନଙ୍କ ର ଗୁଣ ବିଷୟ ରେ କେହି ବି ସଠିକ ଭାବରେ ବର୍ଣ୍ଣନା କରାଯାଇ ନାହିଁ , ତେବେ ଏପରି କି କୁହାଯାଏ ଯେମିତିକି ସମୁଦ୍ର ର ଗଭିରତା କେହି ମାପି ପାରନ୍ତି ନାହିଁ ଠିକ ସେହିଭଳି ଏକ ମହିଳା ର ତାର ଗୁଣ ବି ସେହି ପରି ଭାବରେ ଗଭୀର ହୋଇଥାଏ ।

ତେବେ ଏପରି କିଛି ମହିଳା ମାନଙ୍କ ର ସ୍ୱଭାବ ରହିଛି ଯାହା ଦ୍ୱାରା ସେହି ମହିଳା ମାନେ ଯେଇଁ ପୁରୁଷ କୁ ବିବାହ କରନ୍ତି , ସେମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି , ତେବେ ଆସନ୍ତୁ ଜାଣିବା ସେହି ମହିଳା ମାନଙ୍କ ବିଷୟ ରେ ।

Chanakya

ତେବେ ବନ୍ଧୁଗଣେ ପ୍ରଥମେ ରେ ଏହା କୁହାଯାଇଛି ଏକ ଉତ୍ତମ ସ୍ତ୍ରୀ ହେବା ସହ ଜଣେ ନାରୀ ଭଲ ରୋଷେଇ କରି ପାରୁଥିବା ଦରକାର । ଏହା କୁହାଯାଏ କି ଯିଏ ଭଲ ରୋଷେଇ କରେ ସେ ଅନ୍ୟ ମାନଙ୍କ ମନ ରେ ଶାନ୍ତି ପ୍ରଦାନ କରିଥାଏ ।

ତେବେ ଦ୍ୱିତୀୟ ରେ ହେଉଛି ଜଣେ ନାରୀ ତାର ପରିବାର ସହ ତାର ସ୍ୱାମୀ ଙ୍କୁ ବହୁତ ପ୍ରେମ କରେ ଏବଂ ତାର ଜୀବନ ର ସମସ୍ତ ସୁଖ ଦୁଃଖ ସମୟ ରେ ସାଥ ଦେଇଥାଏ ସେପରି ନାରୀ ମାନଙ୍କୁ ଆପଣ ଯଦି ଆପଣ ଙ୍କ ଜୀବନ ରେ ପାଆନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

girls

ତେବେ ଏହା ପରେ ଜଣେ ନାରୀ ଯଦି ଆମର ସଂସ୍କୃତି ଅନୁସାରେ ସମସ୍ତ ସଂସ୍କାର କୁ ମାନିଥାଏ ତେବେ ଏଭଲି ନାରୀ ମାନେ ତାଙ୍କର ପରିବାର ର ମାନ ସମ୍ମାନ କୁ କେବେ ହେଲେ ହାନୀ କରିବାକୁ ଦିଅନ୍ତି ନାହିଁ । ତେବେ ବନ୍ଧୁଗଣ ଏପରି ଗୁଣ ରହିଥିବା ନାରୀ ମାନେ ଯେଉଁ ପୁରୁଷ ମାନଙ୍କୁ ବିବାହ କରନ୍ତି ସେମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *