ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ଏପରି କିଛି 25 ଟି ସଂଙ୍କେତ ବିଷୟ ରେ ବର୍ଣ୍ଣାନା କରାଯାଇଛି ଯାହା କି ଏହି ସଂଙ୍କେତ ଯଦି ଆପଣ ମାନଙ୍କୁ ମିଳେ ତେବେ ଆପଣ ଙ୍କ ର ଭାଗ୍ୟ ଚମକିବ ବୋଲି ଜାଣିନିଅନ୍ତୁ , ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ସଂଙ୍କେତ ବିଷୟ ରେ କହିବୁ ଯାହାକି ଆପଣ ମାନେ ଏହି ସଂଙ୍କେତ ମିଳିବା ଦ୍ୱାରା ଆପଣ ମାନେ ଭାଗ୍ୟଶାଳୀ ହେବାର ଯୋଗ ବନୁଛି ବୋଲି ଜାଣନ୍ତୁ ,
ତେବେ ବନ୍ଧୁଗଣ ପ୍ରଥମ ସଂଙ୍କେତ ଟି ହେଉଛି ଘୁଷୁରି ତେବେ ଆପଣ ଯଦି ଏହାକୁ ଦେଖନ୍ତି ତାହାଲେ ଏହା ଶୁଭ କାର୍ଯ୍ୟ ର ପ୍ରତିକ ହୋଇଥାଏ ତେବେ । ଏହା ପରେ ଦ୍ୱିତୀୟ ରେ ହେଉଛି କଇଁଛ ତେବେ ବନ୍ଧୁଗଣ ଆପଣ ଯଦି କଇଁଛ ର ଯେ କୈଣସି ରୂପ କୁ ଦେଖନ୍ତି ତେବେ ଏହା ଆପଣ ଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂଙ୍କେତ ହୋଇଥାଏ । ତେବେ ତୃତୀୟ ରେ ହେଉଛି ମଧୁର ସଙ୍ଗୀତ ତେବେ ଯଦି ଆପଣ ସକାଳ ସମୟ ରେ ଏହି ମଧୁର ସଙ୍ଗୀତ ଶୁଣନ୍ତି ତେବେ ଆମର ଶାସ୍ତ୍ର ଅନୁସାରେ ମାନା ଯାଏ ଯେ ସେହି ଦିନ ଟି ଆପଣ ଙ୍କ ର ଅତି ଖୁସି ରେ ବିତିବ ।
ତେବେ ଚତୁର୍ଥ ରେ ହେଉଛି ଯଦି ଆପଣ କୈଣସି ଜାଗା ହେଉ ବା କୈଣସି କ୍ଷେତ୍ର ରୁ ଅଚାନକ ଟଙ୍କା ପାଆନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର କୃପା ରହିଛି ଯାହା ଦ୍ୱାରା ଆପଣ ଆଗକୁ ଆହୁରି ଅଧିକ ଟଙ୍କା ପାଇବେ । ତେବେ ଏହା ପରେ ପଞ୍ଚମ ରେ ହେଉଛି ଝିଣ୍ଟିକା ତେବେ ଯଦି ଆପଣ ଏହି ଝିଣ୍ଟିକା ର ନାମ ଶୁଣନ୍ତି କିମ୍ବା ଏହାକୁ ଦେଖନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ଙ୍କ ର ଖରାପ ଦିନ ର ଅନ୍ତ ଏବେ ହେବାକୁ ଯାଉଛି ।
ତେବେ ଷଷ୍ଠ ରେ ହେଉଛି ଯଦି ଆପଣ ଡଲଫିନ କୁ ଦେଖନ୍ତି ତାହାଲେ ଆପଣ ଜାଣି ରଖନ୍ତୁ କି ଆପଣ ଙ୍କୁ ଏକ ଭଲ ବନ୍ଧୁ ମିଳିବାକୁ ଯାଉଛି । ତେବେ ଏହା ପରେ ସପ୍ତମ ରେ ହେଉଛି ଯଦି ଆପଣ ଙ୍କ ର ହାତ କୁଣ୍ଡାଇ ହୁଏ ତେବେ ଏହା ବିଷୟ ରେ ଆପଣ ମାନେ ଜାଣିଥିବେ କି ହାତ କୁଣ୍ଡେଇ ହେଲେ ଆପଣ ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର କୃପା ରହିଛି ଏବଂ ଆପଣ ଙ୍କୁ ଟଙ୍କା ମିଳିବାର ଯୋଗ ବନୁଛି । ତେବେ ଏହା ପରେ ଅଷ୍ଟମ ରେ ହେଉଛି ବର୍ଷା ସମୟ ରେ ଆକାସ ରେ ସୂର୍ଯ୍ୟ ଚମକୁଥିବାର ଦେଖିଲେ ଏହା ଆପଣ ଙ୍କ ପାଇଁ ଆପଣ ମାନଙ୍କ ର ଭାଗ୍ୟ ଚମକିବାର ସୈଭାଗ୍ୟ ମାନା ଯାଏ ।
ତେବେ ଏହା ପରେ ନବମ ରେ ଯଦି ଆପଣ ସମୁଦ୍ର କୋଳ ରେ ମୋତି କୁ ଦେଖନ୍ତି ତାହାଲେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ ଦଶମ ରେ ହେଉଛି ସୁନ୍ଦର ବଗିଚା ଦେଖିବା ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ ଏକାଦଶ ରେ ଯଦି ଆପଣ ଙ୍କ ଘରକୁ କୁକୁର ଆସିଥାଏ ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ଙ୍କ ଘରକୁ ଧନ ଆସିବାର ଅଛି । ତେବେ ଏହା ପରେ ଦ୍ୱାଦଶ ରେ ହେଉଛି ଯଦି ଆପଣ ରାସ୍ତା ରେ ଚାଲିବା ସମୟ ରେ ଆପଣ ଙ୍କୁ ଟଙ୍କା ମିଳେ ତେବେ ଏହାକୁ ଆପଣ ସାଇତି ରଖନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କ ର ଭାଗ୍ୟ ପରିବର୍ତ୍ତନ ହେବ ।
ତେବେ ଏହା ପରେ ତ୍ରୟୋଦଶ ରେ ହେଉଛି ଯଦି ଆପଣ ଭୁଲ ରେ ବସ୍ତ୍ର କୁ ଓଲଟା ପିନ୍ଧି ଦିଅନ୍ତି ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ 14 ରେ ହେଉଛି ଯଦି ଆପଣ ଆକାଶ ରେ ଭାଙ୍ଗୁଥିବା ତାରାକୁ ଦେଖନ୍ତି ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ 15 ରେ ହେଉଛି ଯଦି ଆପଣ ବୁଢୀଆଣି ଜାଲ ଦେବାର ଦେଖନ୍ତି ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ ।
ତେବେ ଏହା ପରେ 16 ରେ ହେଉଛି ଯଦି ଆପଣଙ୍କ ଉପରେ ଯଦି ଏକ ଚଢେଇ ମଳ ତ୍ୟାଗ କରେ ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ 17 ରେ ହେଉଛି ଯଦି ଆପଣ ଙ୍କ ଘରେ ବାଦୁଡି ଆସି ଘର କରେ ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ 18 ରେ ହେଉଛି ଯଦି ଆପଣ ରାସ୍ତା ରେ ଯାଉଥିବା ସମୟ ରେ ଯଦି ନବବିବାହିତା ଦମ୍ପତି କୁ ଦେଖନ୍ତି ତେବେ ଏହା ଶୁଭ ସଂଙ୍କେତ ହୋଇଥାଏ ।
ତେବେ ଏହା ପରେ 19 ରେ ହେଉଛି ଯଦି ଆପଣ ଘରୁ ବାହାରୁ ବାହାରୁ ଆଖୁ ଦେଖନ୍ତି ତେବେ ଆପଣ ଙ୍କୁ ଟଙ୍କା ମିଳିବା ବୋଲି ଜାଣି ରଖନ୍ତୁ । ତେବେ ଏହା ପରେ 20 ରେ ହେଉଛି ଯଦି ଆପଣ ସକାଳ ସମୟ ରେ ଦହି କିମ୍ବା କ୍ଷୀର ଦେଖନ୍ତି ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ 21 ରେ ହେଉଛି ଯଦି ଆପଣ ସ୍ୱପ୍ନ ରେ ସବୁଜ କ୍ଷେତ ଦେଖୁଛନ୍ତି ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ 22 ରେ ହେଉଛି ଯଦି ଆପଣ ସ୍ୱପ୍ନ ରେ ଧଳା କିମ୍ବା ସୁନା ର ସାପ କୁ ଦେଖନ୍ତି ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ ।
ତେବେ ଏହା ପରେ 23 ରେ ହେଇଛି ଯଦି ଆପଣ ଯାତ୍ରା କରୁଥିବା ସମୟ ରେ ମାଙ୍କଡ କିମ୍ବା କୁକୁର ଦେଖନ୍ତି ତେବେ ଆପଣ ଜାଣି ଯାଆନ୍ତୁ କି ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ 24 ରେ ହେଉଛି ଯଦି ଆପଣ ସକାଳ ସମୟ ରେ ନଡିଆ ର ଦେଖନ୍ତି ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ଏହା ପରେ ଶେଷରେ 25 ରେ ହେଉଛି ଧଳା ଗାଇ ଦେଖନ୍ତି ତାହାଲେ ଜାଣି ରଖନ୍ତୁ ମାତା ଲକ୍ଷ୍ମୀ ଙ୍କ ଘରକୁ ଆସିବାକୁ ଯାଉଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।