ଶେଷରେ ଏକାଠି ହେଲେ ବାବୁସାନ ତୃପ୍ତି । ସପିଙ୍ଗ ମଲରେ ଦେଇଦେଲେ ଚୁ-ମା

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଏବେ ଘରକୁ ଫେରିଛନ୍ତି ବାବୁସାନ ଙ୍କ ପତ୍ନୀ ତୃପ୍ତି , ତେବେ ଗତ କାଲି ରାତି ରେ ବାବୁସାନ ତୃପ୍ତି ଙ୍କୁ ବାବୁସାନ ତାଙ୍କ ଶଶୁର ଙ୍କ ଘରୁ ଯାଇ ତୃପ୍ତି ଙ୍କୁ ବାବୁସାନ ତାଙ୍କ ଘରକୁ ଫେରାଇ ଆଣିଛନ୍ତି ,

ତେବେ ତୃପ୍ତି ଙ୍କ ରାଗ କୁ ଶାନ୍ତ କରିବା ପାଇଁ ବାବୁସାନ ତାଙ୍କର ପତ୍ନୀ ଙ୍କୁ ଗତ କାଲି ଘରକୁ ଫେରାଇ ଆଣିବା ପରେ ତାଙ୍କ ସହ ବାହାରକୁ ଡିନର କରିବା ପାଇଁ ବାହାର କୁ ଏକ ହୋଟେଲ କୁ ଖାଇବା ପାଇଁ ନେଇଯାଇଥିଲେ ଏବଂ ଏହା ସହ ବାବୁସାନ , ତାଙ୍କର ପତ୍ନୀ ତୃପ୍ତି ଙ୍କୁ ମଧ୍ୟ ସପିଙ୍ଗ କରିବାକୁ ମଧ୍ୟ ସପିଙ୍ଗ ମୋଲ କୁ ନେଇଯାଇଥିଲେ ତେବେ ଏହାର ଫୋଟ ବାବୁସାନ ତାଙ୍କର ସୋସିଆଲ ମିଡିଆ ରେ ସେୟାର କରିଛନ୍ତି ,

babu

ତେବେ ଏହି ଦୁଇ ଜଣଙ୍କୁ ଏବେ ଖୁସି ଥିବାର ଜଣା ପଡୁଛି , ତେବେ ନିକଟ ଅତିତ ରେ ଯେଉଁ ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କ ସହ ଚୋରା ପିରତି ଚାଲିଥିଲା ଯାହାକି ଏହି ସମ୍ପର୍କ 2 ବର୍ଷ ଧରି ଏମାନଙ୍କ ମଧ୍ୟ ରେ ରହିଥିଲା , ତେବେ ଏନେଇ ତୃପ୍ତି ଜାଣିବା ପରେ ଏ ସମ୍ପର୍କ ରେ ବାବୁସାନ ଙ୍କୁ ବହୁତ ଥର ବାରଣ ମଧ୍ୟ କରିଥିଲେ , ହେଲେ ବାବୁସାନ , ତୃପ୍ତି ଙ୍କ କଥା କୁ ମାନି ନଥିଲେ ,

ତେବେ ପରେ ଏହା ଅଧିକ ହୋଇଯାଇଥିଲା ଯାହା ଫଳରେ ବାବୁସାନ ଏବଂ ପ୍ରକୃତି ମିଶ୍ର ଗତ ମାସ ଜୁଲାଇ 23 ତାରିଖ ଦିନ ଚେନ୍ନାଇ ଯାଇଥାନ୍ତେ ଏବଂ ସେଠାରେ ତାଙ୍କ ଦ୍ୱାରା କରାଯାଇଥିବା ଓଡିଆ ଫିଲ୍ମ ପ୍ରେମମ୍ ର ପ୍ରୋମଶନ ପାଇଁ ଯାଇଥାନ୍ତେ ଏବଂ ସେଠାରେ ଫିଲ୍ମ ର ପ୍ରୋମଶନ କରିବା ସହ ସେଠାରେ ଏକାନ୍ତର ରେ ସମୟ ବିତାଇଥାନ୍ତେ ,

ତେଣୁ ଏ ସମ୍ପର୍କ ରେ ତୃପ୍ତି ଜାଣିବା ହେବା ପରେ ସେମାନଙ୍କୁ ରାସ୍ତା ରେ ଅଟକାଇ ସେମାନଙ୍କୁ ବାଡେଇ ଥିଲେ , ଏହା ପରେ ବାବୁସାନ ଚେନ୍ନାଇ ଚାଲି ଯାଇଥିଲେ , ତେବେ ବାବୁସାନ ଚେନ୍ନାଇ ରୁ ଫେରିବା ପରେ ବାବୁସାନ ଙ୍କ ପାଖରେ ପରିବର୍ତ୍ତନ ଆସି ଥିବାର ଦେଖା ଦେଇଛି , ତେବେ ଏହି ସବୁ କାରଣ ରୁ ତୃପ୍ତି ରାଗି ଯାଇ ତାଙ୍କ ଘରକୁ ଚାଲି ଯାଇଥିଲେ , ତାବେ କାଲି ବାବୁସାନ , ତୃପ୍ତି ଙ୍କୁ ତାଙ୍କ ଘରକୁ ଫେରାଇ ଆଣିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *