ବିବାହିତ ମହିଳାଙ୍କୁ ଭୁଲରେ ବି ଦିଅନ୍ତୁ ନାହିଁ । ଏହି 2ଟି ଜିନିଷ…

2 things

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅନ୍ୟ ମାନଙ୍କ ସହ ନିଜର ଜିନିଷ ସେୟାର କରିବା ରେ ଗୋଟିଏ ଅଲଗା ପ୍ରକାର ଖୁସି ମିଳିଥାଏ ।

ତେବେ କଣ ଆପଣ ଜାଣିଛନ୍ତି କି ଆପଣ ଙ୍କ ର ବିବାହ ସମୟ ରେ ଯେଉଁ ଜିନିଷ ସବୁ ବ୍ୟବହାର କରାଯାଏ ତାହାକୁ କେବେ ହେଲେ କାହା ସହ ସେୟାର କରିବା ଉଚିତ ହୋଇ ନଥାଏ ଏବଂ ଆପଣ ମାନେ ଯଦି ଏହି ସବୁ ଜିନିଷ କୁ ଆପଣ ମାନେ ଆପଣ ଙ୍କ ର ବନ୍ଧୁ ହେଉ ବା ଅନ୍ୟ ଯେ କେହି ବି ହେଉ ଯଦି ଆପଣ ଏହି ସବୁ ଜିନିଷ କୁ କାହା ସହ ସେୟାର କରନ୍ତି ତେବେ ଏହାର ପରିଣାମ ଆପଣ ଙ୍କୁ ବହୁତ ଭୟଙ୍କ ର ଭୋଗିବାକୁ ପଡିବ ।

ତେବେ କଣ ଆପଣ ମାନେ ଜାଣନ୍ତି କି ସେହି ସବୁ ଜିନିଷ କଣ କଣ , ତେବେ ଆଜି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଜରିଆରେ ଜଣାଇବୁ ସେହି ସବୁ ଜିନିଷ ବିଷୟ ରେ ଯାହା କି ଆପଣ ମାନେ କେବେବି ଭୁଲ ରେ କାହା ସହ ବି ସେୟାର କରିବେ ନାହିଁ , ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟ ରେ

Sindur

ତେବେ ପ୍ରଥମ ରେ ହେଉଛି ଆପଣ ଙ୍କ ର ମଥା ର ସିନ୍ଦୁର ତେବେ ଆପଣ ଆପଣ ଙ୍କ ର ମଥା ର ସିନ୍ଦୁର କୁ କେବେ ବି କାହା କୁ ଦେବା ଉଚିତ ନୁହେଁ କାରଣ ଏହା କରିବା ଦ୍ୱାରା ଆପଣ ଙ୍କ ର ସ୍ୱାମୀ ର ଯେଉଁ ଆପଣ ଙ୍କ ପ୍ରତି ଭଲ ପାଇବା ରହିଥାଏ ତାହା ଆପଣ ଙ୍କ ପ୍ରତି ଧିରେ ଧିରେ କମିଥାଏ ।

ଯଦି ଆପଣ କାହାକୁ ବି ସିନ୍ଦୁର ଦେବାକୁ ଚାହାନ୍ତି ତେବେ ଆପଣ ଆପଣ ବଜାର ରୁ ଏକ ନୂତନ ସିନ୍ଦୁର ଆଣି ତାଙ୍କୁ ଦେଇ ପାରିବେ ଏବଂ ଆପଣ ଯେଉଁ ସିନ୍ଦୁର ବ୍ୟବହାର କରୁଛନ୍ତି ତାହାକୁ କେବେ ହେଲେ କାହା ସହ ସେୟାର କରିବା କଥା ନୁହେଁ ।

Mehendi

ତେବେ ଦ୍ୱିତୀୟ ରେ ହେଉଛି ହାତର ମେହେନ୍ଦି , ତେବେ କୁହାଯାଏ କି ହାତ ର ମେହେନ୍ଦି ଯେତେ ଗାଢ ହୁଏ ଏବଂ ଏହା ଯଦି ହାତରେ ଅଧିକ ଦିନ ଧରି ରୁହେ ତେବେ ଆପଣ ଙ୍କ ର ସ୍ୱାମୀ ର ଭଲ ପାଇବା ଆପଣ ଙ୍କ ପ୍ରତି ସେତେ ଅଧିକ ହୋଇଥାଏ ।

ତେବେ ଆପଣ ଙ୍କ ର ମେହେନ୍ଦି କେବେ ହେଲେ କାହା ସହ ସେୟାର କରିବା କଥା ନିହଁ । ଏହା କରିବା ଦ୍ୱାରା ଆପଣ ଙ୍କ ର ସ୍ୱାମୀ ଙ୍କ ର ଭଲ ପାଇବା ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥାଏ । ତେବେ ଆପଣ ମାନେ ଏହି ଦୁଇଟି ଜିନିଷ କୁ କେବେ ହେଲେ କାହା ସହ ସେୟାର କରିବା କଥା ନୁହଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *