ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଥରେ ଯଦି ଆପଣ ମାନଙ୍କୁ କେବେ ଥଣ୍ଡା କାଶ ଭଳି ସମସ୍ୟା ହୋଇଥାଏ । ତେବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ବହୁତ କଷ୍ଟ ଅନୁଭଭୂତ ହୋଇଥାଏ । ଏମିତି ପରିସ୍ଥିତି ରେ ଆପଣ ମାନେ ବହୁତ ପ୍ରକାରର ଘୋରଇ ଉପଚାର ର ପ୍ରୟଗ କରିଥାନ୍ତି ଏବଂ ମେଡିସିନ ସେବନ ମଧ୍ୟ କରିଥାନ୍ତି , କିନ୍ତୁ ସେଥିରେ ଆପଣଙ୍କୁ ବିଶେଷ ଆରାମ ମିଳି ନଥାଏ ।
ଆଜି ମୁଁ ଆପଣଙ୍କୁ ଏମିତି ଘୋରଇ ଉପଚାର ବିଷୟରେ ବନାଇବା ସିଖାଇବି ଯାହାର ସେବନ ଥଣ୍ଡା,କାଶ ଭଳି ସମସ୍ୟା ତୁରନ୍ତ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣି ନେବା ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣି ପାରିବେ ।
ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ରସୁଣ । ରସୁଣ ଆପଣଙ୍କ ଥଣ୍ଡା, କାଶ ଭଳି ସମସ୍ୟାକୁ ଦୂର କରିଥାଏ । ଏହା ବହୁତ ଗରମ ହୋଇଥାଏ । ଏହି ରସୁଣ ପାଖୁଡାର ସବୁ ଚୋପା କାଢି ନିଅନ୍ତୁ ।
ଏବେ ଏହାକୁ ଭଲଭାହରେ ଭାଜି ନିଅନ୍ତୁ , ଏକ ପ୍ୟାନ୍ ଗରମ କରି ସେଥିରେ ରସୁଣ ଗୁଡିକ ଭାଜନ୍ତୁ , ଏହି ରସୁଣ ଗୁଡିକ ସେ ପର୍ଯ୍ୟନ୍ତ ଭାଜନ୍ତୁ ଯେ ପର୍ଯ୍ୟନ୍ତ ଏହା କଳା ନପଡିଛି ସଂପୂର୍ଣ୍ଣ ଭାବରେ କଳା ପଡିଗଲେ ଏହାକୁ ଏକ ପାତ୍ରକୁ କାଢି ନିଅନ୍ତୁ , ଏହା ଥଣ୍ଡା ହୋଇ ସାରିବାପରେ ଏହାକୁ ଗୁଣ୍ଡ ବନେଇ ନେବା । ଏହାର ଏକ ଫାଇନ୍ ପାଉଣ୍ତର ପ୍ରସ୍ତୁତ କରନ୍ତୁ ।
ଏହାପରେ ଆପଣଙ୍କୁ ଦ୍ବିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ମହୁ । ମହୁ ଆପଣଙ୍କୁ ବହୁତ ସହଜରେ ଆପଣଙ୍କୁ ମାର୍କେଟରୁ ମିଳିଯିବ , ସର୍ବଦା ଆପଣ ପ୍ରାକୃତିକ ମହୁର ପ୍ରୟୋଗ କରନ୍ତୁ , ଥଣ୍ଡା ଏବଂ କଫ ଭଳି ସମସ୍ୟାରୁ ମହୁ ଆମ ଶରୀର ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ମହୁ ମଧ୍ୟ ଆମ ଶରୀର ପାଇଁ ବହୁତ ଅଧିକ ଗରମ ହୋଇଥାଏ । ଏହା ଆପଣଙ୍କ ଥଣ୍ଡା, କାଶ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ ।
ଆପଣ ଏହି ଗୁଣ୍ଡରେ ୫୦ ଗ୍ରାମ ମହୁକୁ ସଂପୂର୍ଣ୍ଣ ମିଶେଇ ଦିଅନ୍ତୁ । ବଡ ବ୍ୟକ୍ତିମାନେ ଯଦି ଏହାର ସେବନ କରନ୍ତି ତେବେ ଏତିକି ମାତ୍ରାରେ ସେବନ କରିପାରିବେ । ଯଦି ଛୋଟ ପିଲାମାନେ ଏହାର ସେବନ କରନ୍ତି ତେବେ ଏହାକୁ କେବଳ ଆଙ୍ଗୁଳି ଟିପରେ ନିଅନ୍ତୁ , ୬ ବର୍ଷରୁ ଅଧିକ ପିଲାମାନଙ୍କୁ ଏହାକୁ ଏପରି ଦେଇପାରିବେ । ଏହା ଆପଣଙ୍କ କାଶ, କଫ ଭଳି ସମସ୍ୟାକୁ ଦୂର କରିଥାଏ । ଆପଣ ଏହାକୁ ଷ୍ଟୋର କରି ରଖିପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।