ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଜେଲ ର ଖାଦ୍ୟ ବି ସୁସ୍ୟାଦୁ ହୋଇପାରେ ଥାଳିରେ ପରଷା ହେଉଛି ସୁସ୍ୱାଦୁ ଭୋଜନ ଯାହାକୁ ମିଳିଛି 5ଷ୍ଟାର ର ମାନ୍ୟତା । ପିଲା ବେଳେ ଖେଲିବା ସମୟ ରେ ସମସ୍ତେ ଏହି ଧାଡି ଟି ନିଶ୍ଚୟ ଶୁଣିଥିବେ ଅବତ ଜେଲ ଜାନା ପଡେଗା ଜେଲ କି ରୋଟି ଖାନା ପଡେଗା ଏହି ଧାଡି ର ମାନେ ପିଲା ବେଳେ ଆମ ପାଇଁ ଯାହା ଥିଲା ଏବେବି ସେହିଆ ମାନେ ଜେଲ ଗଲା ପରେ ସବୁଠୁ ବଡ ଦଣ୍ଡ ହେଉଛି ଜେଲ ର ଖାଦ୍ୟ ।
ଆମ ମନ ରେ ଥାଏ ଯେ ଜେଲ ର ଖାଦ୍ୟ ଏତେ ଖରାପ ଯେ ତାହା ତଣ୍ଟି ରେ ଗଳେ ନାହିଁ । ହେଲେ ମୁଁ ଯଦି ଆପଣ ମାନଙ୍କୁ କହିବି ଜେଲ ରେ ମିଳୁଛି 5 ଷ୍ଟାର ହୋଟେଲ ଭଳି ସ୍ୱାଦିଷ୍ଟ ଭୋଜନ ତାହାଲେ ଆପଣ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ କିନ୍ତୁ, ଏହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ଆସିବ ଯେ କଏଦି ମାନଙ୍କ ପାଇଁ ଏଭଳି ଖାଦ୍ୟ କାହିଁକି ଦିଆଯାଉଛି । କିନ୍ତୁ ଜେଲ ର ଅଧିକାରିଙ୍କ କହିବା ଅନୁଯାଇ ଏଭଳି ଖାଦ୍ୟ ମାନବିକତା ଦୃଷ୍ଟି ରୁ ଦିଆଯାଉଛି ।
ମଣିଷ ଯେତେ ବଡ ଅପରାଧ କରିଥିଲେ ବି ଅନ୍ୟ ଉପାୟ ରେ ତାକୁ ଦଣ୍ଡ ଦିଆଯିବ କିନ୍ତୁ ଖାଦ୍ୟ ରେ ଅମାନିବକତା ଦେଖାଇ ହେବନି । ଉତ୍ତର ପ୍ରଦେଶ ର ଭାର୍ଗବାଦ ଅନ୍ତର୍ଗତ ଖତେଇଗଡ ଜିଲ୍ଲା କାରାଗାର ରେ ଥିବା 1100 କଏଦି ଙ୍କୁ ପରେବେଶଣ କରାଯାଉଥିବା ଭୋଜନ ଏତେ ସ୍ୱାଦିଷ୍ଟ ଯେ ଖାଦ୍ୟ ବିଭାଗ ତରଫ ରୁ ଏହାକୁ 5 ଷ୍ଚାର ମାନ୍ୟତା ଦେଇଛି । ଏହି ଖାଦ୍ୟ ବିଭାଗ ତରଫ ରୁ ପ୍ରଦାନ କରାଯାଇଥିବା ସାର୍ଟିଫିକେଟ ରେ ଉଲ୍ଲେଖ ଅଛି ଫୁଡ ସେଫଟି ଏଣ୍ଡ ସ୍ଟାଣ୍ଡରାର୍ଡ ଅଫ ଅଥରୋଟି ଅଫ ଇଣ୍ଡିଆ ନିର୍ଦ୍ଧାରିତ ମାର୍ଗ ଦର୍ଶିକା ଭାର୍ଗବାଦ ର ଫତେଇ ଗଡ ଜିଲ୍ଲା କାରାଗାର କୁ ଇଟ ରାଇଟ କ୍ୟାପ ର ମାନ୍ୟତା ପ୍ରଦାନ କରାଗଲା ।
ସେହି ପ୍ରମାଣ ରେ ପର୍ଯତାରକା ମାନ୍ୟତା ଏବଂ ଚମତ୍କାର ବୋଲି ଉଲ୍ଲେଖ କରାଯାଇଛି । ଏହି ଆସନ୍ତା 2024 ଅଗଷ୍ଟ 18 ତାରିଖ ପର୍ଯ୍ୟନ୍ତ ସମୟ ର ଅବଧି ରହିବ । ଦେଶ ସ୍ୱାଧୀନତା ର 75 ତମ ସ୍ୱାଧୀନତା ବାର୍ଷିକି ପୁରତ୍ତି ଅବସର ରେ କାରାଗାର ପାଇଁ ଉପରୁକ୍ତ ଅବସର ରେ ବର୍ଣ୍ଣନା କରି ଭାର୍ଗବାଦ ଜିଲ୍ଲା ର କାରାଗାର ର ଅଦକ୍ଷ ଆକେଳେଶ କୁମାର ଗଣ ମାଧ୍ୟମ କୁ କହିଛନ୍ତି , ତୃତୀୟ ପକ୍ଷ ଅଡିଟ ପରେ ଆମେ ଏହି ପ୍ରମାଣ ପତ୍ର ପାଇଛୁ ।
ଆମେ ଏହି ପ୍ରମାଣ ପତ୍ର ମିଳିବା ଆଗରୁ ଆମ ଜେଲ କର୍ମ ଚାରୀ ଙ୍କ ମଧ୍ୟରୁ କେତେ ଜଣ ଙ୍କୁ ଅନଲାଇନ ତାଲିମ ଜିଆଯାଇଥିଲା ପ୍ରମାଣ ପତ୍ର ମିଳିବା ପୂର୍ବରୁ ପରିଚ୍ଛନତା ଖାଦ୍ୟ ର ମାନ ଖାଦ୍ୟ ବିଭାଗ ତରଫରୁ ଅନୁମଦିତ ହୋକାନ ରୁ ଚାଉଳ ଗହମ କିଣା ଯିବ ଏବଂ ଜେଲ କର୍ମ ଚାରୀ ମାନଙ୍କ ର ପୋଷାକ ପରିଧାନ କୁ ବିଚାର କରାଯାଇଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।