ଲିଟର ପିଛା ୩ ଟଙ୍କା ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ

Petrol

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ ଆନ୍ତର୍ଜାତିୟ ବଜାର ରେ ଅଶୋଧିତ ତୈଳ ମୂଲ୍ୟ 7 ମାସରେ ସର୍ବନିମ୍ନ ସ୍ତର ରେ ପହଁଚିଛି । ତେବେ ଅଶୋଧିତ ତୈଳ ମୂଲ୍ୟ ବର୍ତମାନ ସମୟ ରେ ବ୍ୟାରେଲ ପିଛା 92 ଟଙ୍କା ରହିଛି । ଏବଂ ଏହି ମୂଲ୍ୟ ରେ ଆହୁରି ମଧ୍ୟ ହ୍ରାସ ହେବାର ବିଶେଷଜ୍ଞ୍ୟ ମାନେ ପୂର୍ବାନୁମାନ କରିଛନ୍ତି ।

ଏହି ଭଳି ପରିସ୍ଥିତି ରେ ଆଗାମୀ ଦିନ ରେ ପେଟ୍ରୋଲ ଏବଂ ଡଜେଲ ର ମୂଲ୍ୟ ଲିଟର ପିଛା 3 ଟଙ୍କା ପର୍ଯ୍ୟନ୍ତ ହ୍ରସ କରାଜାଇ ପାରେ । ଏହା ପୂର୍ବରୁ ଫେବୃଆରୀ ରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ପାଖା ପାଖି 90 ଡଲାର ଥିଲା । ଯାହା ଜୁନ ମାସରେ ବ୍ୟାରେଲ ପିଛା 125 ଟଙ୍କା ରେ ପହଁଚିଥିଲା । ଉପସଭାପତି ଆଇଆଇଏଫଏଲ୍ ସିକ୍ୟୁରିଟି ଅନୁଜ ଗୁପ୍ତାଙ୍କ ଅନୁସାରେ ଆଗାମୀ ଦିନରେ ଅଶୋଧିତ ବ୍ୟାରେଲ ପିଛା 85 ଡଲାରକୁ ଆସିପାରେ ।

Petrol

ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 2 ରୁ 3 ଟଙ୍କା ହ୍ରାସ ହୋଇପାରେ । ସଭାପତି ରେ ତଥା କୋଗ୍ରୁପ୍ ହେଡ୍ ରେଟିଂ ଏଜେନ୍ସି ଆଇକ୍ରା ପ୍ରଶାନ୍ତ ବରିଷ୍ଟ ଙ୍କ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ର ମୂଲ୍ୟ ଲିଟର ପିଛା 55 ରୁ 60 ପଇସା ଯାଏ ବୃଦ୍ଧି ପାଇବ ।

ଯେତେ ବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା 1 ଡଲାର ମହଙ୍ଗା ହେବ ସେହି ପରି ଯଦି 1 ଡଲାର ହ୍ରାସ ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ର ମୂଲ୍ୟ ମଧ୍ୟ ଲିଟର ପିଛା 55 ରୁ 60 ପଇସା ହ୍ରାସ ପାଇବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *