PM କିଷାନ ଯୋଜନା କୁ ନେଇ ଆସିଲା ବଡ ଖବର । ଏହି ସବୁ କାମ କରି ଦିଅନ୍ତୁ ପାଇବେ 2000 ଟଙ୍କା ।

PM Kisan Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମନିଧି ଯୋଜନା ବେନିଫିସିଆରୀ 2022 ରେ ଆପଣ ମାନଙ୍କୁ 12 ତମ କିସ୍ତି ଅର୍ଥାତ 2000 ଟଙ୍କା ଏହି ତାରିଖରେ ଆସିବା ପାଇଁ ଯାଉଛି । ଏହା ସହିତ କିଶାନ ଯୋଜନା ରେ ଆସିଛି ଆଉ ଏକ ଖୁସୀ ଖବର ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ ଅଟେ । ଯଦି ଆପଣ ମାନଙ୍କର କିଶାନ ଯୋଜନା ଲିଷ୍ଟ ରେ ନାମ ରହିଛି ତେବେ ପଢନ୍ତୁ ଆସିଜାଇଛି କିଛି ବଡ ଅପଡେଟ ।

ଏବେ ଏବେ ନୂଆ ଖାଇ ଅବସର ରେ କାଳିଆ ଯୋଜନା ର ଟଙ୍କା ବଣ୍ଟା ଜାଇଛି । ତେବେ ଏହି ମଧ୍ୟରେ କିଶାନ ଯୋଜନା ର ଟଙ୍କା ଆପଣ ମାନଙ୍କ ଏକାଉଣ୍ଟ କୁ ଆସିବା ପାଇଁ ଯାଉଛି । ହେଲେ ଏହି କଥା ଆପଣ ମାନେ ଜାଣିଥିବେ ଯେଉଁ ମାନେ EKYC କରିଛନ୍ତି । ଆପଣ ମାନଙ୍କ ପାଇଁ ବଡ ଖୁସୀ ଖବର ଜାହାକି EKYC କରିବାର ଶେଷ ତାରିଖ ରହିଥିବା ଅଗଷ୍ଟ ମାସ 31 ତାରିଖ କୁ ଘୁଞ୍ଚେଇ ଦିଆଜାଇଛି ।

pm

ତେବେ ଏବେ ଆପଣ ମାନେ ଚାହିଁଲେ ୱେବସାଉଟ ଯୋଗ ଚେକ୍ କରି ପାରିବେ । ସେହିଥିରେ ଡେଟ ମଧ୍ୟ ଦିଆଜାଇ ନାହିଁ ବା ଡେଟ୍ କୁ ହଟେଇ ଦିଆଜାଇଛି । ଆପଣ ମାନେ ଚାହିଁଲେ ଆପଣ ମାନଙ୍କ ପାଇଁ ବଡ ସୁବର୍ଣ୍ଣ ସୁଯୋଗ ଆପଣ ମାନେ ଏହି ପିଏମ୍ ସମ୍ମନିଧି ଯୋଜନା ର ୱେବସାଇଟ କିମ୍ବା ଜନ ସେବା କେନ୍ଦ୍ର କୁ ଜାଇ EKYC କରି ପାରିବେ ।

ଜାହା ଜରିଆରେ ଆପଣ ମାନଙ୍କ ଖାତାକୁ ଆସି ପାରିବ 12 ତମ କିସ୍ତି 2000 ଟଙ୍କା । ତେବେ କେଉଁ ମାନଙ୍କୁ ମିଳିବ ନୂଆ ଲିଷ୍ଟ ଦେଖିବା ପାଇଁ ଚାହୁଁଥିଲେ ଆପଣ ମାନେ ଏହାର ଅଫିସିଆଲ ୱେବ ପୋର୍ଟାଲ କୁ ଜାଇ ଅପଡେଟ ମଧ୍ୟ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *