ସ୍ଵାମୀ ଓ ସ୍ତ୍ରୀଙ୍କର ଏହି ଭୁଲ ପାଇଁ ଜନ୍ମ ହୁଅନ୍ତି ଯାଆଁଳା ପିଲା (Twin Baby)

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ଏହି ଭଳି କିଛି ଭୁଲ ପାଇଁ ଜନ୍ମ ହୁଏ ଜାଆଁଳା ଛୁଆ । ତେବେ ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ଜାଆଁଳା ଛୁଆ ମାନଙ୍କୁ ଦେଖିଥାନ୍ତି । ଆଜିର ସମୟ ରେ ଜାଆଁଳା ପିଲା ଜନ୍ମ ହେବା ସ୍ୱଭାବିକ କଥା ଅଟେ । ମାତ୍ର ଏହି ଜାଆଁଳା ପିଲା କେତେକ କ୍ଷେତ୍ର ରେ ଦେଖିବା ପାଇଁ ଏକାଭଳି ହୋଇଥିବା ବେଳେ ଆଉ କେତେ କ୍ଷେତ୍ର ରେ ସେମାନେ ଭିନ୍ନ ଭିନ୍ନ ହୋଇଥାନ୍ତି ।

ତେବେ ଆପଣ ମାନେ କଣ ଜାଣନ୍ତି କଣ ପାଇଁ ଜାଆଁଳା ପିଲା ଜନ୍ମ ହୋଇଥାନ୍ତି ? ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଯାଉଛୁ । ଗର୍ଭବତୀ ମହିଳା ମାନେ ଗର୍ଭଧାରଣ ପୂର୍ବରୁ ଅଥବା ଗର୍ଭଭାରଣ ସମୟ ରେ କେଉଁ ସବୁ ଭୁଲ କରନ୍ତି ଯେଉଁଥି ପାଇଁ ସେମାନଙ୍କର ଜାଆଁଳା ପିଲା ଜନ୍ମ ହୋଇଥାଏ । ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ।

Twin Baby

1. ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆମ ମାନଙ୍କ ଗାଁଉଲି ମତ ରେ ରହିଛି ଯଦି ମହିଳା ମାନେ ଗର୍ଭବତୀ ସମୟ ରେ ବା ହେବାକୁ ଜାଉ ଥିବା ବେଳେ ସେମାନେ ଯଦି ଜାଆଁଳା ଫଳ ର ସେବନ କରନ୍ତି । ତେବେ ସେମିତି କ୍ଷେତ୍ର ରେ ସେମାନଙ୍କ ଜାଆଁଳା ପିଲା ହୋଇ ଥାଏ । ହେଲେ ଏହି ବିଷୟ ରେ ବୈଜ୍ଞ୍ୟାନିକ ମାନେ ବହୁତ ପ୍ରକାରର ମତ ଦେଇଛନ୍ତି ।

2. ଯେଉଁ ମହିଳା ମାନେ ଅଧିକ ମାତ୍ରା ରେ ଗର୍ଭନୀରୋଧକ ବଟିକା ସେବନ କରନ୍ତି ସେମାନଙ୍କ ଠାରେ ଏମିତି ଲକ୍ଷଣ ଦେଖା ଦେଇ ଥାଏ । ବହୁତ ସମୟ ରେ ଲୋକ ମାନେ ନିଜର ଗର୍ଭପାତ କେରଇ ଥାନ୍ତି । ତେବେ ସେମିତି କ୍ଷେତ୍ର ରେ ଶୁକ୍ରାଣୁ ର ବିଭାଜନ ହେବାର ସମ୍ଭାବନା ବହୁତ ପରିମାଣ ରେ ରହି ଥାଏ ।

Twin

3. ସେହି ପରି ବେଳେ ଯେଉଁ ମହିଳା ମାନେ ଅଧିକାଶଁ ମାତ୍ରା ରେ ନନ୍ ଭେଜ୍ ର ସେବନ କରନ୍ତି ସେମାନଙ୍କ କ୍ଷେତ୍ର ରେ ଏମିତି ହେବାର ସମ୍ଭାବନା ବଢି ଥାଏ ।

4. ଯଦି ପୂର୍ବ ରୁ ପରିବାର ରେ ଜାଆଁଳା ସନ୍ତାନ ଜନ୍ମ ଗ୍ରହଣ କରି ଥାଏ । ତେବେ ସେମିତି ବେଳେ ଆଗାମୀ ସମୟ ରେ ବି ଏମିତି ଜନ୍ମ ହେବାର ବହୁତ ସମ୍ଭାବନା ରହିଛି । ସେହି ପରି ଭାବେ ଯେଉଁ ମହିଳା ମାନେ ଆଗରୁ ଦୁଇଟି ରୁ ତିନୋଟି ପିଲା ଜନ୍ମ କରି ଥିବେ ତେବେ ସେମିତି ମଧ୍ୟ ରେ ବି ଏପରି ହେବାର ପୂରା ସମ୍ଭାବନା ରହି ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ,ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *