ଏହି ପୁରୁଣା ୧ ଟଙ୍କିଆ Coin ଆଉ ନୋଟ ବଦଳରେ ଆପଣଙ୍କୁ ମିଳିବ ୭ ଲକ୍ଷ ଟଙ୍କା,କିପରି ଓ କେଉଁ ଜାଗାରେ ବିକିବେ ଜାଣିବା ଦରକାର…ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି ପୁରୁଣା ନୋଟ ସଂଗ୍ରହ କରିବା ପାଇଁ ଇଚ୍ଛୁକ ରହିଛନ୍ତି ତେବେ ଆପଣ ମାନଙ୍କ ପାଇଁ ଆସିଜାଇଛି ଖୁସୀ ଖବର । କାରଣ ଏହି ପୁରୁଣା 1 ଟଙ୍କିଆ ନୋଟ ବଦଳରେ ମିଳିବ 7 ଲକ୍ଷ ଟଙ୍କା । ତେବେ ଆସନ୍ତୁ ଜାଣିନେବା ଏହା କେମିତି ସମ୍ଭବ ହେବ । ଯେଉଁ ମାନଙ୍କୁ ପୂର୍ବରୁ ପୁରୁଣା ନୋଟ ସଂଗ୍ରହ କରିବା ଶୈଉକ୍ ଥିଲା । ସେମାନଙ୍କ ପାଇଁ ଆସି ଜାଇଛି ଖୁସୀର ଖବର । ଆପଣ ମାନେ ଘରେ ବସି ଏହି ନୋଟ କୁ ବୀକ୍ରି କରି ପାରିବେ । ଏବଂ ଏହିଥିରୁ ମଧ୍ୟ ଆପଣ ମାନେ ଅନେକ ଟଙ୍କା ରୋଜଗାର କରି ପାରିବେ । ଏହିଥି ପାଇଁ ପ୍ରାୟ ଆପଣ ମାନଙ୍କୁ 7 ଲକ୍ଷ ଟଙ୍କା ମିଳି ପାରିବ ।

ଆଜକୁ ପ୍ରାୟ 26 ବର୍ଷ ହେଲା ଭାରତ ସରକାର ଙ୍କ ତରଫ ରୁ 1 ଟଙ୍କିଆ ନୋଟ ର ପ୍ରଚଳନ କୁ ସଂମ୍ପର୍ଣ୍ଣ ଭାବେ ବନ୍ଦ କରି ଦିଆଜାଇ ଥିଲା । ପରେ 2015 ମସିହା ରେ ଜାନୁଆରୀ ମାସରେ ଏହି ନୋଟ ଗୁଡିକୁ ନୂତନ ରଙ୍ଗରେ ବଜାର କୁ ଛଡା ଜାଇ ଥିଲା । ଏବଂ ଏହି ନୋଟ ମଧ୍ୟ ବହୁତ କାରବାର ଏବଂ ଲେଣଦେଣ ରେ ବ୍ୟବହାର କରାଜାଇ ଥିଲା । ଆପଣ ମାନଙ୍କ ପାଖରେ ଚଳିତ ଅର୍ଥାତ ବ୍ରିଟିସ ସମୟ ର ମାନେ 1935 ମସିହା ର ପ୍ରଚଳିତ ଥିବା ନୋଟ ରହିଛି ତେବେ ଆପଣ ମାନଙ୍କୁ ମିଳି ପାରିବ 7 ଲକ୍ଷ ଟଙ୍କା ।

1 note

ହେଲେ ଏହିଥିରେ ଜେ ଡବ୍ଲ୍ୟୁ କେଲିଙ୍କର ଦସ୍ତଖତ ରହିବା ଆବଶ୍ୟକ। ସେହି ପରି ଆପଣ ମାନଙ୍କୁ 1957 ମସିହା ଏକ ଟଙ୍କିଆ ନୋଟ ବଦଳରେ ଆପଣ ମାନଙ୍କୁ 57 ହଜାର ଟଙ୍କା ମିଳି ପାରିବ । ଏବଂ ଆପଣ ମାନଙ୍କୁ 1966 ମସିହା ରେ ଏକ ନୋଟ ବଦଳ ରେ 45 ହଜାର ଟଙ୍କା ଆପଣ ମାନଙ୍କୁ ମିଳି ପାରିବ । ହେଲେ ଏହିଥିରେ ଅର୍ଥ ମନ୍ତ୍ରାଳୟର ପୂର୍ବତନ ସଚିବ ଧୀରୁ ଭାଇ ଏମ ପଟେଲଙ୍କ ଦସ୍ତଖତ ରହିଥିବା ଆବଶ୍ୟକ ।

ତେବେ 1977 ମସିହା ରୁ 1989 ମସିହା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ମୋର ରିଞୀ ଦିସାଇ ଙ୍କ ଅଧିନ ରେ ଧୀରୁ ଭାଇ ଅର୍ଥ ମନ୍ତ୍ରାଳୟ ରେ କାର୍ଯ୍ୟ କରିଥିଲେ । ତେବେ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧି ଙ୍କୁ ହରେଇ ସେହି ସମୟ ରେ ଶାସନ ଭାର ଗ୍ରହଣ କରିଥିଲେ । ଏହି ସରକାର ସେହି ସମୟ ରେ ପ୍ରଥମେ ଅଣ କଂଗ୍ରେସ ସରକାର ଥିଲା ଜାହାକି ଶାସନ କରିଥିଲା ।

ତେବେ ଯଦି ଆପଣ ମାନଙ୍କ ପାଖରେ ଏହି ସମୟ ରେ ନୋଟ ରହିଛି ତେବେ ଆପଣ ମାନେ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ କୟେନ୍ ସ୍ୱଇଚ କୁ ଜାଇ ନିଜର ମୋବାଇଲ ନମ୍ବର ଏବଂ ଅନ୍ୟବିବରଣି ଦେଇ ଆପଣ ମାନେ ସେଠାରେ ରେଜିଷ୍ଟର କରି ଆପଣ ମାନେ ନିଜର ନୋଟ ର ଫୋଟ ସହିତ ସଂମ୍ପର୍ଣ୍ଣ ବିବରଣି ଆପଲୋର୍ଡ କରିଲେ ଆପଣ ମାନେ ନିଶ୍ଚିତ ଭାବେ ଏହି ସୁବିଧା ପ୍ରାପ୍ତ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *