ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହଳଦୀ ର କିଛି ଚମତ୍କାରୀ ଉପାୟ ବିଷୟ ରେ ଜଣାଇବୁ ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ହଳଦୀ ଏକ ଏମିତି ଜିନିଷ ଯାହାକୁ ଆମେ ଆମର ଦୈନଦିନ ଜୀବନ ରେ ବ୍ୟବହାର କରିଥାଉ ଏବଂ ଏହା ବିନା ଆମର ଖାଦ୍ୟ ରୋଷେଇ କରିବା କଷ୍ଟ କର ହୋଇଥାଏ ।
ତେବେ ଦେଖିବାକୁ ଗଲେ ଏହି ହଳଦୀ ର କିଛି ଏମିତି ବିଶେଷ ଗୁଣ ରହିଛି ଯାହା ଦ୍ୱାରା ଆମର ଶରୀର କୁ ଅନେକ ପ୍ରକାର ର ରୋଗ ଠାରୁ ଉପକୃତ ମିଳିଥାଏ ଏବଂ ଏହାକୁ ଆପଣ ଙ୍କ ର ଜରୁରି ଅନୁସାରେ ବ୍ୟବହୃତ କଲେ ଏହା ଆପଣ ଙ୍କ ର ଶରୀର ପାଇଁ ଭଲ ହୋଇଥାଏ ଏବଂ ଏହା ବ୍ୟତିତ ଯଦି ଆପଣ ମାନେ ଏହାର ସେବନ ଅଧିକ ମାତ୍ରା ରେ ବ୍ୟବହାର କଲେ ଏହା ଆପଣ ଙ୍କ ର ଶରୀର କୁ କ୍ଷତି ପହଞ୍ଚାଇ ପାରେ ।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ହଳଦୀ ର ଉପକାରିତା ଏବଂ ଅପକାରିତା ବିଷୟ ରେ ଜଣାଇବୁ ତେବେ ସମ୍ପୁର୍ଣ୍ଣ ସୁଚନା ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ବନ୍ଧୁଗଣ ଭାରତୀୟ ବ୍ୟଞ୍ଜନ ରେ ପ୍ରତ୍ୟେକ ଖାଦ୍ୟ ରେ ହଳଦୀ ପଡିଥାଏ । ତାହା ଖାଦ୍ୟକୁ ରଙ୍ଗ କରିବା ସହ ଏଥିରେ ଭରି ରହିଛି ଅନେକ ଗୁଣ ସେଥିପାଇଁ ଆମ ଖାଦ୍ୟ ସହ ଆମ ପରମ୍ପରା ରେ ମଧ୍ୟ ଜୋଡି ହୋଇ ରହିଛି ।
ହଳଦୀ ପ୍ରତ୍ୟେକ ରୋଷେଇ ଘରେ ଉପଲବ୍ଧ ଏହି ହଳଦୀ ବିପଦଜନକ ହଳଦୀ ରେ ଆଣ୍ଟି ଅକ୍ସିଜେନ ର ପରିମାଣ ଅଧିକ ଯନ୍ତ୍ରଣା ଦୂର କରିବା ଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହାର ଭୂମିକା ଖୁବ ଗୁରୁତ୍ୱ ପୁର୍ଣ୍ଣ ଏହି ଦୃଷ୍ଟି ରୁ ଏହା ଶରୀର ପାଇଁ ଖୁବ ଦରକାରୀ ।
ତେବେ ଆବଶ୍ୟକ ଠାରୁ ଅଧିକ ହଳଦୀ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଅତ୍ୟଧିକ ହଳଦୀ ଖାଇଲେ କିଡିନି ଓ ଲିଭର ଉପରେ ପ୍ରଭାବ ପଡିଥାଏ ଏଥିରେ ଥିବା କରିକ୍ୟୁମିନ ତତ୍ୱ ଯୋଗୁଁ ହଳଦୀ କୁ ସୁପର ଫୁଡ ବୋଲି କୁହାଯାଇଛି ମାତ୍ର ଏହାର ପରିମାଣ ଅଧିକ ହେଲେ ଡାଇରିଆ ବଦହଜମି ଆଦି ସମସ୍ୟା ଦେଖା ଦିଏ ।
ସେହିପରି ହଳଦୀ ରେ ଆକ୍ସଲେଟ ର ପରିମାଣ ଅଧିକ ଥିବାରୁ କିଡିନେ ରେ ଷ୍ଟୋନ ହେବର ସମ୍ଭାବନା ରହିଥାଏ ଅବସ୍ୟ ଆବଶ୍ୟକ ମୁତାବକ ହଳଦୀ ଖାଇବା ଯକୃତ ପାଇଁ ହୀତ କର । ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଅନୁସାରେ ଦିନକୁ 2000 ମିଲି ଗ୍ରାମ ଅଧିକ ହଳଦୀ ଖାଇବା ଅନୁଚିତ । ତେବେ ଦିନକୁ 500 ମିଲି ଗ୍ରାମ ର ହଳଦୀ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତ କର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।2