ମୁଁ ସିଦ୍ଧାନ୍ତଙ୍କ ସ୍ତ୍ରୀ । ଏମିତି କଣ କହିଦେଲେ ଏହି ଝିଅ

Sidhanta Mohapatro

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଡ ଖବର ସାମନା କୁ ଆସିଛି ଓଲିଉଡ ର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ ଗୋଟିଏ ଝିଅ ଏବଂ ସ୍ତ୍ରୀ ବୋଲି ସୂଚନା ଦେଇଥିବା ଜଣା ପଡିଛି । ତେବେ ଏହି ଝିଅଟି କିଏ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଏମିତି କାହିଁକି କହିଲେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ 90ଦଶକ ର ଓଲିଉଡ ର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ କିଏ ବା ନଜାଣେ ନିଜର ଜୀବନ ର ଜୀବନ୍ତ ଅଭିନୟ ପାଇଁ ସାରା ଓଡିଶା ରେ ଆଜି ସେ ଘରେ ଘରେ ପରିଚିତ ତାଙ୍କୁ ଆଜି ବି ମନେ ରଖିଛନ୍ତି ଓଡିଆ ଦର୍ଶକ ମାନେ । ତେବେ ଏହି ଝିଅଟି ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟ ରେ ଏମିତି ଯାହା କହିଲେ ସେ ହେଉଛନ୍ତି ଅଭିନେତ୍ରୀ ଜଣକ ତୋର ମୋର କଟି ସିନେମା ରେ ଅଭିନେତ୍ରୀ ଦେବିକା ପ୍ରିୟଦର୍ଶିନି କହିଲେ ଏମିତି କିଛି ।

Sidhanta

ଆପଣ ନିହାତି ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଙ୍କ ର ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ଏହି ଚଳଚ୍ଚିତ୍ର ର କାହାଣୀ ଟି ଏକ ଭିନ୍ନ ପ୍ରକାର ର ଆସିଛି ଯାହାକି ଦର୍ସକ ମାନଙ୍କୁ ବହୁତ ଉତ୍ସାହିତ ଆଣିବ ଦେଖିବା ପାଇଁ । ଡାକ୍ତର ଦୀପିକା ପ୍ରିୟଦର୍ଶିନୀ ଯିଏ ପେଶା ରେ ଜଣେ ଡାକ୍ତର ସେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଙ୍କ ର ସ୍ତ୍ରୀ ସିନେମା ତୋର ମୋର କଟି ସିନେମା ରେ ଦୁହେଁ ସ୍ୱାମୀ ଏବଂ ସ୍ତ୍ରୀ ର ଭୂମିକା ରେ ଅଭିନୟ କରୁଥିବା ର ନଜର ରେ ଆସିଛନ୍ତି ,

ଡାକ୍ତର ଦେବୀକା ପ୍ରିୟଦର୍ଶିନୀ ଯିଏ ପେଶା ରେ ଜଣେ ଡାକ୍ତର ହେଲେ ମଧ୍ୟ ସେ ଅଭିନୟ କରନ୍ତି , ଏହି ସିନେମା ର ସୁଟିଙ୍ଗ ହୋଇସାରିଛି ଯାହା କି ଏହି ଫିଲ୍ଣ ଟି କୋରାପୁଟ ରେ ହୋଇଛି ଏବଂ ଏହି ସିନେମା ଟି ଝିଲିକ ପ୍ରଡକ୍ସନ ର ତୋର ମୋର କଟି ଏହି ସିନେମା ର ହିରୋ ହେଉଛନ୍ତି ଶୈଳେନ୍ଦ୍ର ସାମନ୍ତରାୟ ।

ତେବେ ଅଭିନେତ୍ରୀ ଦେବୀକା ସିଦ୍ଧାନ୍ତ ଙ୍କ ର ସ୍ତ୍ରୀ ଭାବରେ ବିବେଚିତ କରୁଥିବା ଏହା କୈଣସି ରିଏଲ ଲାଇଫ ର କଥା ନୁହେଁ ଏହା ହେଉଛି ରିଲ ଲାଇଫ ର ଏବଂ ଏହି ସିନେମା ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ର ସ୍ତ୍ରୀ ଭାବରେ ଅଭିନୟ କରୁଛନ୍ତି ଡାକ୍ତର ଦିପୀକା ପ୍ରିୟଦର୍ଶିନୀ ଏହି ସିନେମା ରେ ବବି ମିଶ୍ର ବି ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *