ଘର ପାଇବା ପାଇଁ କରି ଦିଅନ୍ତୁ ଏହି କାମ । ଘର ହେଉଛି ବଣ୍ଟା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ ଆସୁଛି କିଛି ବଡ ସୂଚନା । ଏବେ ଏବେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ ଆସୁଛି ଆଉ କିଛି ନୂଆ ସୂଚନା ଜାହା ମଧ୍ୟ ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ ଅଟେ । ଖୁବ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ୱାର୍କର୍ଡ । ଆପଣ ମାନଙ୍କ ଖାତାକୁ ଆସିବ ଟଙ୍କା ଆପଣ ମାନେ ମଧ୍ୟ ପ୍ରସ୍ତୁତ କରି ପାରିବେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନରେ ଘର । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଖବର ଉପରେ ।

ରାଜ୍ୟ ରେ କାଳିଆ ଯୋଜନା ରେ ଟଙ୍କା ମିଳିବା ପରେ ଆସନ୍ତା 10 ତାରିଖ ସୁଧା ପିଏମ୍ କିଶାନ ଯୋଜନା ଅଧିନ ରେ ଆସିବା ପାଇଁ ଯାଉଛି 2000 ଟଙ୍କା । ତେବେ ଏହି ମଧ୍ୟରେ ଆସୁଛି ପିଏମ୍ ଆୱାସ ଯୋଜନା ରେ ଅଧିନ ରେ ବଡ ଖବର ଯଦି ଆପଣ ମାନେ ମଧ୍ୟ ଲିଷ୍ଟ ଅପଡେଟ ପାଇବା ପାଇଁ ଚାହୁଁଛନ୍ତି ତେବେ ଜାହାର ଲିଙ୍କ୍ ଆମେ ଡେସକ୍ୟୁବସନ ରେ ଦେଇଛୁ ଆପଣ ମାନେ ଚେକ୍ କରି ପାରିବେ ।

pm

ଏହା ସହିତ ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ଏହି ସେପ୍ଟେମ୍ବର ମାସ ଶେଷ ସପ୍ତାହ ସୁଧା ପ୍ରସ୍ତୁତି ହୋଇଯିବ ୱାର୍କଡ ଯେଉଁ ମାନଙ୍କ ଲିଷ୍ଚରେ ନାମ ଥିବ ସେମାନଙ୍କ ଖାତାକୁ ଆସିବାକୁ ଯାଉଛି ଟଙ୍କା । ଜାହାକି ନୂଆ ଆର୍ଥିକ ବର୍ଷ 2022 -23 ରେ ଖୁବ ଶୀଘ୍ର ଆବଣ୍ଟିତ ହେବାକୁ ଯାଉଛି ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଆୱାସ ଯୋଜନା ରେ ଘର ।

ଏହା ସହ କିଛି ଦିନ ପୂର୍ବରୁ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ଘୋଷଣା କରି ଜଣେଇ ଥିଲେ । ଏହି ପିଏମ୍ ଆୱାସ ଯୋଜନା କୁ ଆସନ୍ତା 2024 ପର୍ଯ୍ୟନ୍ତ ଜାରି ରଖିବାକୁ ତେବେ ଏହି 2022 ରେ ରାଜ୍ୟରେ ଖୁବ ଶୀଘ୍ର ଆବଣ୍ଟିତ ହେବାକୁ ଯାଉଛି ପିଏମ୍ ଆୱାସ ଯୋଜନା ଅଧିନରେ ଘର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *