ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଜାଜପୁର ପାଲଟିଜାଇଛି ଦେ-ହଜୀବି ମାନଙ୍କ ବ୍ୟପାର ସ୍ଥଳୀ । ତେବେ ଏଠାରେ ଦିନ ହେଉ କିମ୍ବା ରାତି ସବୁ ବେଳେ ଚାଲିଛି ଦେହ ଜୀବି ଙ୍କ ଆଡ୍ରା ସ୍ଥଳୀ । ହୋଟେଲ ଏବଂ ଲଜ୍ ମଧ୍ୟରେ ଚାଲିଛି ଦେ-ହ ବ୍ୟାପାର । ତେବେ ବନ୍ଧୁଗଣ ଜାଜପୁର ଜିଲ୍ଲା ପାଣିକୋଇି ଛକ 16 ନମ୍ବର ଜାତୀୟ ରାଜପଥ କଡ ରେ ରହିଥିବା ଏକ ହୋଟେଲ ରୁ ସେ-କ୍ସ ରାକେଟ ଠାବ କରିଥିଲା ପାଣି କୋଇଲି ପୋଲିସ ।
ତେବେ ସେଠାରେ ଜଣେ ଜଣେ ଦେ-ହଜିବୀ ଙ୍କୁ ଉଦ୍ଧାର କରାଜାଇ ଥିବା ବେଳେ ସେହିଥିରେ ସଂମୃକ୍ତ ରହିଥିବା ଅଭିଯୁକ୍ତ ମାନଙ୍କୁ ଗିରୋଫ କରି କୋର୍ଟ ଚାଲାଣ କରିଛି ପାଣି କୋଇଲୀ ପୋଲିସ । ତେବେ ସୂଚନା ମୁତାବକ ଗତ କାଲି ରାତି ଜିଲ୍ଲା ଆରୋକ୍ଷ ଅଧ୍ୟକ୍ଷ ରାହୁଲ ପିଆନଙ୍କ ନିର୍ଦ୍ଦସ କ୍ରମେ ଏହି ହୋଟେଲକୁ ବ୍ୟାସ ନଗର ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲୀକ ଏବଂ ପାଣିକୋଇଲୀ ଥାନା ଅଧିକାରୀ ଚିନ୍ମୟୀ ବେହେରା ପହଁଚି ସିଲ କରିଥିବା ଜଣା ପଡିଛି ।
ତେବେ ସୂଚନା ମୁତାବକ 16 ନଂ ଜାତୀୟ ରାଜପଥ ରେ ଥିବା ଏହି ହୋଟେଲ ରେ ଦେ-ହ ବ୍ୟବସାୟ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ତେବେ ପୋଲିସ ଏହି ହୋଟେଲ ରେ ଚଢାଉ କରି ଜଣେ ଦେ-ହ ଜିବୀଙ୍କୁ ଉଦ୍ଧାର କରିବା ସହ 4 ଜଣକୁ କାବୁ କରି ଥାନାକୁ ନେଇଥିଲା। ପରେ ଏହି ଘଟଣାର ଅଧିକ ତଦନ୍ତ କରି ହୋଟେଲର ମାଲିକ ଓ ମ୍ୟାନେଜର ସମେତ ମୋଟ 6 ଜଣକୁ ଗିରଫ କରିଥିଲା । ଆଜି ସେମାନଙ୍କର ମେଡିକାଲ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଛି
ତେବେ ବିଶେଷ ସୂତ୍ର ରୁ ଖବର ପାଇ ପାଣିକୋଇଲୀ ପୋଲିସ ହୋଟେଲ ଉପରେ ଚଢାଉ କରିଥିଲେ । ସେହିଥିରେ ଦେ-ହ ବ୍ୟବସାୟ ରେ ଅନ୍ତର୍ଭୁକ୍ତ ରହିଥିବା 6 ଜଣ ଲୋକଙ୍କୁ ଆମେ ଗିରୋଫ କରିଛୁ । ସେହି କେସ୍ ରେ ଯିଏ ଭିକ୍ଟମ୍ ଅଟନ୍ତି ସେ ଆମେ ତାଙ୍କୁ ରେସ୍କ୍ୟୁ କରିଛୁ । ଆଉ ତାଙ୍କୁ ହୋମ୍ କୁ ପଠାଜାଇଛି ଆଉ ଯେଉଁ ସବୁ ଆରେଷ୍ଟ ହୋଇଛନ୍ତି । ଆମେ ସେମାନଙ୍କ ଉପରେ ଆକ୍ସନ ନେଉଛୁ ସେମାନଙ୍କୁ ବହୁତ ଜଲ୍ଦି କୋର୍ଟ ଚାଲାଣ କରିବା ପାଇଁ ଯାଉଛୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।