ଆପଣଙ୍କୁ କୋଟିପତି କରିବ (ମୁଠାଏ ସୋରିଷ) | କରନ୍ତୁ ଏହି ଉପାୟ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଆପଣ ମାନଙ୍କ ଦୃଭାଗ୍ୟକୁ ସ୍ୱଭାଗ୍ୟରେ ପରିଣତ କରିବାକୁ ଚାହୁଁଥାନ୍ତି , ତେବେ ଆପଣଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ରରେ ରହିଅଛି କିଛି ସରଳ ଏବଂ ସମତ୍କାର ଉପାୟ ମାନ ଯାହାକି ଆପଣଙ୍କର ରୋଷେଇ ଘରେ ସର୍ବଦା ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି , ତେବେ ସେହି ରୋଷଇ ସାମଗ୍ରୀ ସୋରିଷ ।

ଆପଣ ମାନେ ଦେଖିଥିବେ ପୂଜାପାଠ ତନ୍ତ୍ର ପୁଜା , ବାସ୍ତୁ ପୂଜା ଇତ୍ୟାଦି ରେ ସାଧକ ବା ପୂଜାରି ମାନେ ସୋରିଷ ମାଗିଥାନ୍ତି ବା ସୋରିଷର କିଛି ଉପାୟ ମଧ୍ୟ କରାଯାଇଥାଏ । କାରଣ ସୋରିଷ ଏପରି ଏକ ଦିବ୍ୟ ଏବଂ ତମତ୍କାରୀ ସଷ୍ୟ ଅଟେ ଯାହାକି ଘରର ବାସ୍ତୁ ଦୋଶକୁ ଏବଂ ମଣିଷର ଗ୍ରହ ଦୋଶକୁ ଖଣ୍ଡନ କରି ମଣିଷ କୁ ଧନୀ ମଧ୍ୟ କରିଦେଇଥାଏ । ଏବଂ ସମସ୍ତ ଦୁଃଖକୁ ଦୂର କରି ଘରେ ସୁଖ ସମ୍ଭୃଦ୍ଧି ବୃଦ୍ଧି କରାଇଥାଏ । ତେବେ ଆସନ୍ତି ଜାଣିନେବା ସୋରିଷକୁ ନେଇ କିଛି ସରଳ ଏବଂ ଚମତ୍କାରୀ ଉପାୟ ମାନ ବିଷୟରେ ।

Mustard

ତେବେ ବନ୍ଧୁଗଣ ଆପଣଙ୍କ ଘରେ ଜଦି କେହି ଛୋଟ ପିଲା ରହିଥାନ୍ତି , ସେମାନଙ୍କର ସ୍ୱାସ୍ଥ୍ୟ ସର୍ବଦା ଖରାପ ରହୁଥାଏ ଯେମିତିକି ସେମାନେ ସର୍ବଦା କାନ୍ଦୁଥାନ୍ତି, ଚିଡଚିଡା ହେଉଥାନ୍ତି, ତେବେ ଜାଣନ୍ତୁ ସେହି ପିଲା ଉପରେ କାହାର ଦୃଷ୍ଟି ପଡିଯାଇଛି । ସେହି ଦୃଷ୍ଟିକୁ ଛଡେଇବା ପାଇଁ ବାମ ହାତରେ ସାତଟି ସୋରିଷ ରଖନ୍ତୁ । ଆଉ ତାହା ଉପରେ ଏକ ଚାମଚ ଲୁଣ ରଖନ୍ତୁ ଏବଂ ଗୋଟିଏ କିମ୍ବା ଦୁଇଟି ଶୁଖିଲା ନାଲି ଲଙ୍କା ରଖନ୍ତୁ । ଆଉ ତାହାକୁ ଏକତ୍ର କରି ମୁଠିରେ ଧରି ସେହି ପିଲାକୁ ମୁଣ୍ଡ ଉପରେ ସାତଥର ବୁଲାଇ ଦିଅନ୍ତୁ । ଏହାପରେ ସେହି ସବୁ ସାମଗ୍ରୀକୁ ନେଇ ଜଳନ୍ତା ନିଆଁରେ ପକାଇ ଦିଅନ୍ତୁ । ଏଥିପାଇଁ ଆମ୍ବ କାଠର ନିଆଁ ଶ୍ରେଷ୍ଠ ହୋଇଥାଏ । ଏହାର ଅଭାବରେ ଅନ୍ୟ କାଠ ମଧ୍ୟ ଆପଣ ନେଇ ପାରିବେ।

ଯଦି ପରିବାରରେ କେହି ବ୍ୟକ୍ତି ସବୁବେଳେ ବିରକ୍ତ ହେଉଥାଏ ବା ସବୁବେଳେ କ୍ରୋଧ କରୁଥାନ୍ତି ତେବେ ଆପଣ ଏହି ପୂର୍ବ ଉପାୟକୁ କରି ସେହି ବ୍ୟକ୍ତିକୁ ଶାନ୍ତ କରାଇପାରିବେ । ଯଦି ଆପଣଙ୍କ ର କୌଣସି କାର୍ଯ୍ୟ ଅଟକି ରହିଥାଏ ତାହାଲେ ଗୁରୁବାର ଦିନ ସୋରିଷର ଦାନ କରନ୍ତୁ , ଦେଖିବେ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଜୀବନରେ ଉନ୍ନତି ମଧ୍ୟ ହେବ ।

Mustard

ଆପଣଙ୍କ ର ଯଦି ଶନିଯଶା ମହାଯଶା ପଡିଥାଏ ଆର୍ଥିକ ଶଙ୍କଟରେ ଆପଣ ଗତି କରୁଥାନ୍ତି , ତେବେ ଆପଣ ପ୍ରତ୍ୟେକ ଶନିବାର ଦିନ ମୋଠାଏ ସୋରିଷକୁ ନେଇ କୌଣସି ନଦୀ ଜଳ ସ୍ରୋତ ରେ ପ୍ରଭାବିତ କରିଦିଅନ୍ତୁ , ଦେଖିବେ ଆପଣ ଖୁବ୍ ଶୀଘ୍ର ଆପଣ ଶନିଯଶା ରୁ ମହାଯଶା ରୁ ମୁକ୍ତି ମିଳିଯିବ । ପ୍ରତ୍ୟେକ ଧନ ଶଙ୍କଟରୁ ମଧ୍ୟ ମୁକ୍ତି ମିଳିଯିବ । ଆପଣଙ୍କ ଘରେ ମଧ୍ୟ ସୁଖ ସମ୍ଭୃନ୍ଧି ବୃନ୍ଧି ପାଇବାକୁ ଲାଗିବ ।

ଯଦି ଆପଣ ଦାରିଦ୍ର୍ୟତା ଆଡକୁ ଗତି କରୁଚନ୍ତି , ଧନର ଅଭାବ ବଢି ଚାଲୁଛି , ଦୁଃଖ ର ଅଭାବ ବଢିବାରେ ଲାଗିଛି , କରଜରେ ବୁଡି ରହୁଛନ୍ତି ତେବେ ଆପଣ ଗୋଟିଏ କପଡାରେ ମୋଠାଏ ସୋରିଷ ରଖି ତାହା ଉପରେ କିଛି ଧାନ ଏବଂ ମୁଗ ଆଉ କିଛି ଗହମ , ମାଣ୍ଡିଆ , କିଛି କଳାରାଶିକୁ ରଖି ଏକତ୍ର ବାନ୍ଧି ପୁଟୁଳି ପ୍ରସ୍ତୁତ କରନ୍ତୁ , ଆପଣଙ୍କ ଘରେ ଯେତେ କଠୋରୀ ଅଛି ଅଲଗା ଅଲଗା କରି ପୁଟୁଳି ପ୍ରସ୍ତୁତ କରିପାରିବେ । ଏବଂ ସେହି ପୁଟୁଳି ଗୁଡିକୁ ନେଇ ଗୋଟିଏ ପଟେ ଉତ୍ତର କିମ୍ବା ପୂର୍ବ କିମ୍ବା ଉତ୍ତର ପୂର୍ବ ବା ଏୌଶାନ୍ୟ କୋଣରେ ରଖିଦେବେ ଦେଖିବେ ସେହିଦିନ ଠାରୁ ସମସ୍ତ ଧନର ସମସ୍ୟା ଗୁଡିକ ଦୂର ହୋଇଯିବ ଘରେ ସୁଖ ସମ୍ଭୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *