ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସୁପ୍ରିମକୋର୍ଟ ଙ୍କ ବଡ ନିର୍ଦ୍ଧେଶ ମାଗଣା ଯୋଜନା କୁ ନେଇ । ତେବେ ବନ୍ଧୁଗଣ ସୁପ୍ରିମକୋର୍ଟ ଙ୍କ ମାଗଣା ଯୋଜନା କୁ ନେଇ କଣ ରହିଛି ରାୟ ଆସନ୍ତୁ ଜାଣି ନେବା ସଂମ୍ପର୍ଣ୍ଣ ଭାବେ । ତେବେ ବନ୍ଧୁଗଣ ମାଗଣା ରାସନ ବ୍ୟବସ୍ଥା ରେ ଆସିଜାଇଛି ଏକ ମୁଣ୍ଡ ବ୍ୟଥା ରେ କାରଣ ତେବେ ଏହି ମାଗଣା ଯୋଜନା ରେ ସୁପ୍ରିମକୋର୍ଟ ଜାରି କରିଛି ଏକ କଡା ନିର୍ଦ୍ଦେଶ ।
ତେବେ ମାଗଣା ଯୋଜନା କୁ ନେଇ ନିର୍ଦ୍ଧେଶ ଦେଇଛି ସୁପ୍ରିମକୋର୍ଟ । ତେବେ ମାଗଣା ଯୋଜନା କୁ ବିରୋଧ କରି ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ରଜନୈତିକ ଦଳ ମାନଙ୍କୁ ନିର୍ବାଚନ ପ୍ରତିଶୃତି ଉପରେ ରୋକ ଲଗେଇ ପାରିବେ ନାହିଁ । ଏହି ପ୍ରତିଶୃତି ଗୁଡିକ ଦଳକୁ କ୍ଷେମାତା କୁ ଆଣିବ ତାହା ଉପରେ ଉପରେ କୌଣସି ଗ୍ୟାରେଣ୍ଟି ଦିଆଯାଏ ନାହିଁ ।
କୋର୍ଟ କିନ୍ତୁ ଏହି କଥା କହିଛନ୍ତି କି ସରକାରୀ ଅର୍ଥ କେଉଁଠି ଏବଂ କିଭଳି ବିନିଯୋଗ ହେଉଛି ସେ ଉପରେ ଯେ କେହିବି ପ୍ରଶ୍ନ ଉଠାଇ ପାରିବେ । ତେବେ ଶନିବାର ସୁଧା କୋର୍ଟ ଏକ ପ୍ରଶଂଙ୍ଗ ଉପରେ ରାଜନୈତିକ ଦଳ ଉପରେ ନିଜ ନିଜର ମତାମତ ରଖିବା ପାଇଁ କୋର୍ଟ କହିଛନ୍ତି ତେବେ ଆଗାମୀ ସୁଣାଣି ସୋମବାର ଦିନ ହେବାକୁ ଯାଉଛି ।
ତେବେ ଏହି ମାଗଣା ଯୋଜନା କୁ ନେଇ BJP ସରକାର ଏବଂ ଆମ ଆଦମି ସରକାର ପରସ୍ଫର ମୁହାଁ ମୁହିଁ ହୋଇଛନ୍ତି । ତେବେ ଆବେଦନ କାରୀ ଙ୍କ ଦାବି ଥିଲା ଯେ ଦଳ ଗୁଡିକ ସେମାନଙ୍କ ଦଳ କୁ ପ୍ରତିଶୃତି ଦେବା ବନ୍ଦ କରିବା ଉଚିତ ପ୍ରଧାନ ବିଚାର ପତି ଜଷ୍ଟିସ ଏନ୍ ଭି ରମଣା ଜଷ୍ଟିସ ଜେ କେ ମହେଶ୍ଵରୀ ଏବଂ ଜଷ୍ଟିସ ହିମା କୋହିଲିଙ୍କର କାଣ୍ଡ ପିଟାସ୍ ଆଣିବେ ଏହା ଉପରେ ବିତର୍କ ଆଲୋଚନା ହେବା ଜରୁରୀ ଅଟେ ।
ତେବେ ସରକାରୀ ସ୍କିମ ହେଉଛି ଲୋକ ମାନଙ୍କର ଅଧିକାର । ଜାହାକୁ ମାଗଣଆ ଉପହାର କହିଲେ ଠିକ୍ ହେବ ନାହିଁ । ସବୁଠୁ ଚିନ୍ତା ଜନକ ବିଷୟ ହେଲା କି ସରକାରୀ ଅର୍ଥ କୁ କେମିତି ଖର୍ଚ୍ଚ କରାଜାଇ ପାରିବ । କିଛି ଲୋକ କହୁଛନ୍ତି ଟଙ୍କା ବର୍ବାଦ ହେଉଛି ସରକାର କହୁଛନ୍ତି ଲୋକ କଲ୍ୟାଣ ପାଇଁ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏହି ପ୍ରସଙ୍ଗ ଅଧିକ ଜଟିଳ ହେବାରେ ଲାଗିନି ତେଣୁ ଖଣ୍ଡପୀଠ ଏହି ମାମଲା ରେ ଅନ୍ତର୍ଭୁକ୍ତ ସମସ୍ତ ପକ୍ଷ ଙ୍କ ମତାମତ ମାଗୁଛନ୍ତି ଉକ୍ତ ପ୍ରଶଂଙ୍ଗରେ ଆଲୋଚନା ପରେ ପରବର୍ତି ନିସ୍ପତି ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।