ରାତିରେ ଆମେ Deha ବ୍ୟବ-ସାୟ କଲେ ଅଧିକ ପଇସା ରୋଜଗାର ହେଉଛି, ନିଜ କଷ୍ଟ କହିଲେ ଜଣେ କିନ୍ନର…

kinar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କିଛି ଦିନ ପୂର୍ବେ କିନ୍ନର ମାନେ କରିଥିବା ଆନ୍ଦୋଳନ ବିଷୟ ରେ ଆପଣ ମାନେ ବହୁତ ଭଲ କରି ଜାଣିଥିବେ । ତେବେ ବର୍ତମାନ ସମୟ ରେ ବି ପୁଣି ଥରେ କିନ୍ନର ମାନେ ଅଫିସ ଘେରଉ କରି ପୁଣି ଥରେ ଆନ୍ଦୋଳନ କରିଛନ୍ତି । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ଆସନ୍ତୁ ଜାଣିନେବା ।

ତେବେ ବନ୍ଧୁଗଣ କିନ୍ନର ମାନେ ପୋଷ୍ଟର ଧରି BM ଅଫିସ୍ ଆଗରେ ବସି ଧାରଣ ଦେଇଛନ୍ତି । ଆଉ ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଏବଂ ମିଛ ପ୍ରତିଶୃତି ଦେବାକୁ ମନା କରିଛନ୍ତି । ତେବେ ସେମାନେ ମେଘ୍ନା ନାୟକ ଜଣେ ମହିଳା ଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି । ତେବେ ଏହି କିନ୍ନର ମାନଙ୍କୁ ମିଛ ପ୍ରତିଶୃତି ଦେଉଛନ୍ତି । ଆଉ ସେମାନଙ୍କୁ ଚାକିରୀ ଦେବାକୁ କହି କୌଣସି କାର୍ଯ୍ୟ ନାହାଁନ୍ତି ସେଥିପାଇଁ ଏହି କିନ୍ନରମାନେ ଧାରଣାରେ ବସିଛନ୍ତି।

kinar

ତେବେ ମେଘ୍ନା ତଥା ଯେଉଁ ମହିଳାଙ୍କ ଉପରେ ଏହି ଅଭିଯୋଗ କରାଯାଇଛି ସେ କହିଛନ୍ତି ଯେ ଏହି କିନ୍ନର ମାନଙ୍କ କାମ ହେଉଛି ରାତିରେ ଦେହ ବେପାର କରିବା କିନ୍ତୁ ସରକାର ଏହି ସେ-କ୍ସ୍ ୱାର୍କକୁ ଭୁବନେଶ୍ୱର କଟକରେ ବନ୍ଦ୍ କରିବାକୁ ଚାହୁଁଛନ୍ତି ସେଥିପାଇଁ ରାତିରେ ମଧ୍ୟ ପୋଲିସ୍ ପେଟ୍ରୋଲିଂ କରାଯାଉଛି । ଆଉ ଏମାନେ କଠିନ ପରିଶ୍ରମ କରି କାମ କରିବାକୁ ଚାହୁଁନାହାଁନ୍ତି। ଜାହା ଫଳ ରେ ଏମାନେ ଧାରଣା ରେ ବସିଛନ୍ତି ।

ଯାହା ଫଳ ରେ ଏମାନେ ମନ ନକରି ରାତିରେ ଦେହ ବ୍ୟପାର କରି ପାରିବେ । ଆଉ ଏମାନଙ୍କୁ ପରିଶ୍ରମ କା କରିବାକୁ ପଡିବ ନାହିଁ । ତେବେ ମେଘ୍ନା ଏହା କହିଛନ୍ତି ଭୁବନେଶ୍ୱର କିନ୍ନର ମାନେ ଏକଜୁଟ ହୋଇ କିଛି କାମ କରିବାକୁ ତାଙ୍କ ପାଖକୁ ଲିଷ୍ଟ ଦିଅନ୍ତି । ତା ହେଲେ ସେ ସରକାର ଙ୍କ ପାଖରୁ ଛଡି କରି ଏମନଙ୍କୁ ଚାକିରୀ ଦେବେ । ତେବେ ଏହି କିନ୍ନର ମାନେ ସହଜ କାମ କରିବାକୁ ଚାହାଁନ୍ତି ପରିଶ୍ରମ କାମ ନୁହେଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *