ସରକାର କରିଦେଲେ ବଡ ଘୋଷଣା – 3 ଲକ୍ଷ ଟଙ୍କା ପାଇବା ପାଇଁ କରନ୍ତୁ ଏହି କାମ ।

3 lakh rupees

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ଚାଷୀ ମାନଙ୍କ ପାଇଁ ବହୁତ ଗୁଡିଏ ଯୋଜନା ରହିଛି । ତେବେ ଏହି ମଧ୍ୟରେ ଜାରି ହୋଇଛି ଆଉ ଏକ ନୂଆ ଯୋଜନା ଜାହା ଚାଷୀ ମାନଙ୍କ ପାଇଁ ବହୁତ ବଡ ଉପହାର ଅଟେ । ଯଦି ଆପଣ ମାନେ ଜଣେ ଚାଷୀ ପଶୁ ପାଳନ କରୁଛନ୍ତି ତେବେ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ଆପଣ ମାନଙ୍କୁ 3 ଲକ୍ଷ ଟଙ୍କା ଯାଏ ମିଳିବ । ଏହି ନେଇ କେନ୍ଦ୍ର ସରକାର ଏହାକୁ ନେଇ କିଛି ନୂଆ ଯୋଜନା ଆରମ୍ଭ କରିଛନ୍ତି । ଜାହାର ନାମ ରହିଛି ପଶୁ କିଶାନ କାର୍ଡ ।

ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ଉପରେ । ଏଥିରେ କଣ ମିଳିବ ଆପଣ ମାନଙ୍କୁ ଫାଇଦା । ତେବେ ବନ୍ଧୁଗଣ ଚାଷୀ ମାନଙ୍କ ପାଇଁ ଆସିଛି ବଡ ଖୁସୀ ଖବର ଯଦି ଆପଣ ମାନେ ଜଣେ ଚାଷୀ ଏବଂ ପଶୁ ପାଳନ କରୁଛନ୍ତି ତେବେ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ 3 ଲକ୍ଷ ଟଙ୍କା ପାଇଦା ମିଳିବ । ତେବେ କେନ୍ଦ୍ର ସରକାର ଉଭୟ କୃଷକ ଙ୍କ ଆୟ ବଢେଇବାକୁ ଅନେକ ଯୋଜନା ଆଣିଛନ୍ତି । ଜାହା ଅଧିନ ରେ ଆପଣ ମାନଙ୍କୁ ଆର୍ଥିକ ସହାୟତା ଯୋଗେଇ ଦିଆଯିବ ।

pashu kisan card

ସେହି ପରି କେନ୍ଦ୍ର ସରକାର ଙ୍କ ବହୁତ ଲାଭ ଦାୟକ ଯୋଜନା ରହିଛି ଏହା ସହିତ ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମନିଧି ଯୋଜନା ଏମିତି କି କିଶାନ କ୍ରେଡିଟ କାର୍ଡ ବ୍ୟତିତ ପଶୁ ପାଳନ କରୁଥିବା ଚାଷୀ ଙ୍କୁ ସରକାର କ୍ରେଡିଟ କାର୍ଡ ର ସୁବିଧା ପ୍ରଦାନ କରୁଛନ୍ତି ।

ଏହି କାର୍ଡ ର ନାମ ହେଲା ପଶୁ କିଶାନ କ୍ରେଡିଟ କାର୍ଡ । ଜାହା ଅଧିନ ରେ ଆପଣ ମାନେ 3 ଲକ୍ଷ ଟଙ୍କାର ଫାଇଦା ଉଠେଇ ପାରିବେ । ଗାଈ , ବଳଦ , ଛେଳି ପାଳିବା ମାଛ ଚାଷ ଭଳି କାର୍ଯ୍ୟରେ ନିୟଜିତ ଥିବା ବ୍ୟକ୍ତି ଙ୍କୁ ସରକାର ଏହି କାର୍ଡ ପ୍ରଦାନ କରୁଛନ୍ତି ।

ଏହି ଯୋଜନା ଅଧିନ ରେ ରାଜ୍ୟର ପଶୁ ପାଳନ କୁ ପ୍ରତ୍ସାହିତ କରିବାକୁ ଚାହୁଁଛନ୍ତି ଜାହା ଦ୍ୱାରା ଦୁଗ୍ଧ , ଦୁଗ୍ଧ ଜାତୀୟ ଦ୍ରବ୍ୟ ଏବଂ ମାଂସ ର ଅଭାବ ସମଗ୍ର ଦେଶରେ ପୂରଣ ହୋଇପାରିବ । ଆଉ ଯଦି ଆପଣ ବନେବା ପାଇଁ ଚାହୁଁଥିବେ ତେବେ ଆପଣ ବନେଇ ପାରିବେ । ଏହିଥିରେ ସର୍ବାଧିକ 3 ଲକ୍ଷ ପର୍ଯ୍ୟନ୍ତ ଋଣ ଆପଣ ମାନେ ଉଠେଇ ପାରିବେ । ତେବେ ଏହି କ୍ଷେତ୍ର ପାଇଁ ଏହା ହେଲା ସର୍ବାଧିକ ଲୋନ ସୀମା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *