PM କିଷାନ ଯୋଜନା କୁ ନେଇ ଆସିଲା ବଡ ଖବର ଏହି ତାରିଖ ରେ ମିଳିବାକୁ ଯାଉଛି 12ତମ କିସ୍ତିର ଟଙ୍କା ।

PM Kisan

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମର ପ୍ରଧାନମ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଆମର କିଷାନ ଭାଇ ମାନଙ୍କୁ ଯାହାକି 2000 ଟଙ୍କା ଲେଖାଇ ଆମର ଚାଷୀ ଭାଇ ମାନଙ୍କୁ ପିଏମ କିଷାନ ଯୋଜନା ରେ ଯୋଗାଇ ଦିଆଯାଉଛି ଏବଂ ଏହା 12 ଟି କିସ୍ତି ରେ ମୋଟ 12000 ଚଙ୍କା ଏବଂ ଏହା 6 ଟି କିସ୍ତି ରେ ଦିଯାଯିବ ।

ତେବେ ଏ ନେଇ ଏକ ବଡ ସୂଚନା ଆସିଛି । ତେବେ 2022 ପିଏମ କିଷାନ ସମନ୍ଧି ଯୋଜନା ଅଧିନରେ 2000 ଟଙ୍କା ଅର୍ଥାତ 12 ତ୍ତମ କିସ୍ତି ଖୁବ ଶିଘ୍ର ଆସିବାକୁ ଯାଉଛି ଏହି ତାରିଖ ରେ ତେବେ ଏ ନେଇ କିଷାନ ଯୋଜନା ରେ ଆସିଛି କିଛି ନୂଆ ସୂଚନା ତେବେ ଏହି ସୂଚନା ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

pm

ତେବେ କାଳିଆ ଯୋଜନା ଅଧିନରେ ନୂଆ ଖାଇ ଅବସର ରେ ଟଙ୍କା ମିଳିବା ପରେ ଏବେ କିଷାନ ଯୋଜନା ଅଧିନରେ ଖୁବ ଶିଘ୍ର ଆସିବାକୁ ଯାଉଛି 2000 ଟଙ୍କା ଆଉ ଏ କଥା ଆପଣ ମାନେ ସମସ୍ତେ ଜାଣିଥିବେ କି କିଷାନ ଯୋଜନା ରେ ଇ କେୟାସି କରିବାକୁ ପଡୁଥିବ ତେବେ ଯଦି ଆପଣ ମାନେ ଇ କେୟାସି କରି ଦେଇଛନ୍ତି ଆପଣ ଙ୍କ ଖାତାକୁ ଆସିବ 2000 ଟଙ୍କା ।

ତେବେ ଯେଉଁ ମାନେ ହିଁ ଇ କେୟାସି କରି ନାହାନ୍ତି ତେବେ ସେମାନଙ୍କ ପାଇଁ ମଧ୍ୟ ସୁବର୍ଣ୍ଣ ସୁଯୋଗ । ତେବେ ଏହି ଇ କେୟାସି ତାରିଖ କୁ ମଧ୍ୟ ଉଠାଇ ଦିଆ ଯାଇଛି ଆପଣ ଯେ କୈଣସି ମୁହୂର୍ତ୍ତ ରେ ଆପଣ ଚାହିଁଲେ କିଷାନ ଯୋଜନା ର ୱେବସାଇଟ ଏମିତିକି ସିଏସି ଅର୍ଥାତ ଜନ ସେବା କେନ୍ଦ୍ର ରେ ଯାଇ ଆପଣ ମଧ୍ୟ ଇ କେୟାସି କରାଇ ନିଅନ୍ତୁ ।

ତେବେ ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର 10 ତାରିଖ ସୁଦ୍ଧା କିଷାନ ଯୋଦନା ଅଧିନରେ 12 ତ୍ତମ କିସ୍ତି ଅର୍ଥାତ 2000 ଟଙ୍କା ଆପଣ ଙ୍କ ଖାତାକୁ ଆସିବାକୁ ଯାଉଛି ତେବେ ଲିଷ୍ଟ ଦେଖିବା ପାଇଁ ଚାହୁଁଥିଲେ ଆପଣ ମାନେ ଏହାର ଅଫିସିଆଲ ୱେବସାଇଟ ରେ ଚେକ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *