ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଘଟଣା ସଂମ୍ପର୍କ କହିବୁ ଜାହା ସୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଗାଡିର ଆଗ ପଟରେ ହାତ ରଖି ମୋଡେଲ କରି ଛିଡା ହୋଇଛନ୍ତି । ଆଉ ଦେହ ସାରା ରାସ୍ତାର କାଦୁଅ ପାଣି ଲାଗିଛି । ମୁହଁରେ ବି ଏମିତି କିଛି କାଦୁଅ ଲାଗିଛି । ଏବଂ ଜାହା କହୁଛନ୍ତି ତାହା ସୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ସେ କହିଛନ୍ତି କି ମୁଁ ସମ୍ବଲପୁରୀ ନନୀ ମୁଁ ନିଜେ ଲେଖିଛି ମୁଁ ନିଜେ ଗୀତ ଗାଇଛି ଏବଂ ମୁଁ ସବୁ ନିଜେ କରିଛି ।
ଦେଖିଲେ ଯେମିତି ଲାଗୁଛି ଜିବନ ରେ ବହୁତ କିଛି ଘଟିଜାଇଛି । ଆଉ ମାନଶୀକ ଭାରସ୍ୟାମ ମଧ୍ୟ ହରେଇ ବସିଛନ୍ତି । ବହୁତ ସ୍ୱପ୍ନ ତାଙ୍କର ହଜିଜାଇଛି । ଆଉ କଥା କହିବା ଷ୍ଟାଇଲ ତାଙ୍କର ସେମିତି ରହିଛି । ଆଉ ବହୁତ ସ୍ୱପ୍ନ ତାଙ୍କର ହଜି ଜାଇଛି ହେଲେ କଥା କହିବା ଷ୍ଟାଇଲ ସେମାନଙ୍କର ସେମିତି ରହିଛି । ତେବେ ଏମିତି କୁହାଜାଉଛି ଯେ ସେ କୁଆଡେ ପାଗଳୀ ହୋଇଜାଇଛନ୍ତି । ତାଙ୍କର ରାସ୍ତା ର କାଦୁଅ ସବୁ ଦେହରେ ଲାଗି ଗଲାଣି ହେଲେ ବି ଘଣ୍ଟା ଘଣ୍ଟା ଧରି ସେ ଏମିତି ରାସ୍ତାରେ ଗଡପଡ ହେଉଛନ୍ତି ।
ତେବେ ଚର୍ଚ୍ଚା ହେଉଛି କି ଯୁବତୀ ଜଣଙ୍କ ପ୍ରେମ କରିଥିଲେ । ଆଉ ପ୍ରେମରେ ଧୋକା ପାଇବା ପରେ ସେ ମାନଶୀକ ଭାରସ୍ୟାମ ହରେଇ ବସିଛନ୍ତି । ଆଉ ଏବେ ପାଗେଳୀ ହୋଇଜାଇଛନ୍ତି । ତେବେ ଏହି କଥା କେତେ ସତ ତାହା ବର୍ତମାନ ସମୟ ରେ ଜଣା ପଡିନାହିଁ । ହି ଯୁବତୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇଲା ପରେ ତାଙ୍କ ଦେଖା ଶୁଣା କରିବା ପାଇଁ ଏବେ ଏହି ଦୁନିଆଁ ରେ କେହି ନାହାଁନ୍ତି ।
ସେଥିପାଇଁ ତ ଏବେ ସେ ମନ ଇଚ୍ଛା ବୁଲୁଛନ୍ତି ଆଉ ରାସ୍ତା ରେ ଗଡ଼ତଡ଼ ହେଉଛନ୍ତି । ଆଉ ଆପଣ ମାନେ ଏହି ଭିଡ଼ିଓ ମାଧ୍ୟମ ରେ ହିଁ ଦେଖି ପାରିବେ କି ସେ କିଭଳି ଭାବେ ଏବେ ମାନସିକ ଭାରସାମ୍ୟ ହରାଇ ପାଗଳୀ ହୋଇ ତାଙ୍କ ଜୀବନ ରେ କେମିତି ବଞ୍ଚୁଛନ୍ତି । ତେବେ ଏହି ଘଟଣା ଅନୁଗୁଳ ଜିଲ୍ଲା ତାଳଚେର ର 149 ନମ୍ବର ଜାତୀୟ ରାଜପଥ ନିକଟ ରେ ଦେଖିବା ପାଇଁ ମିଳିଛି ।
ତେବେ ବହୁତ ସମୟ ଧରି ଏମିତି ବିତିବା ପରେ ସମାଜ ସେବି ବାପି ମହାନ୍ତି ଝିଅଟିକୁ ଉଦ୍ଧାର କରିବା ସହିତ ପୋଲିସ କୁ ଡକେଇ ଆଶା ଆମ୍ବଲେନ୍ସ ରେ ଚିକିତ୍ସା ପାଇଁ ପଠେଇଛନ୍ତି । ତେବେ ଏମିତି କ୍ଷେତ୍ର ରେ ବର୍ତମାନ ସମୟ ରେ ସମାଜ ସେବୀ ବାପି ମହାନ୍ତି କୁ ସ୍ଥାନିୟ ଲୋକ ମାନେ ବହୁତ ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।