ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଅଭିନେତା ରଣବୀର କୋପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଙ୍କ ବହୁ ପ୍ରତିକ୍ଷୀତ ଚଳଚିତ୍ର ବ୍ରହ୍ମାସ୍ତ୍ର ଗତ କାଲି ରିଲିଜ ହୋଇଛି । ତେବେ ବନ୍ଧୁଗଣ ଚଳଚିତ୍ର କୁ ଲୋକ ମାନେ ବୟକଟ କରିଥିଲେ ବି ଚଳଚିତ୍ର ଟି ସେତେଟା ଖରାପ ପଦର୍ଶନ କରିନାହିଁ ।
ତେବେ ଆପଣ ମାନଙ୍କୁ ଜଣେଇ ଦେଉଛୁ କି ବ୍ରହ୍ମାସ୍ତ୍ର ର ଦୁଇ ଦିନରେ ବକ୍ସ ଅଫିସ୍ ରିପୋର୍ଟ ସାମ୍ନାକୁ ଆସିଛି । ତେବେ 2 ଦିନ ରେ ଏହି ଫିଲ୍ମ ଟି 160 କୋଟି ଟଙ୍କା ଆୟ କରିଥିବାର ଜଣା ପଡିଛି । ବର୍ତମାନ ଯଦି ରିପୋର୍ଟ କୁ ବିଶ୍ୱାସ କରାଯାଏ ତେବେ ଏହି ଚଳଚିତ୍ରଟି ୟସ୍ ଙ୍କ KGF -2 ଏବଂ ହ୍ରିତିକ ରୋସନ ଙ୍କ ଫିଲ୍ମ War କୁ ପଛରେ ପକେଇଛି ।
ତେବେ ବନ୍ଧୁଗଣ ଏହା ସବୁ ଆୟ କୁ ମିଶେଇ କରି ନୁହେଁ ବରଂ ପିଭିଆର ର ଗୋଟିଏ ଦିନର ସଂଗ୍ରହ କୁ ଏମିତି ଦାବି ହୋଇଛି । ତେବେ ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁସାରେ ବ୍ରହ୍ମାସ୍ତ୍ର ଗୋଟିଏ ଦିନ ପିଭିଆର ରେ 9.50 କୋଟି ଟଙ୍କା ରୋଜଗାର କରିଥିବା ବେଳେ ସେହି ପରି KGF -2 ଗୋଟିଏ ଦିନରେ 9.33 କୋଟି ଏବଂ ସେହି ପରି War ମଧ୍ୟ 8.85 କୋଟି ଟଙ୍କା ଆୟ କରିଥିଲା ।
ତେବେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ କି ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଧେଶିତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ର ମୋଟ ବଜେଟ 410 କୋଟି ଟଙ୍କା ରହିଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ , ମୈନି ରୟ, ଟଲିଉଡ ର ତାରକା ନାଗାର୍ଜୁନ ଏବଂ ଏପରିକି ଶାହରୁଖ ଖାନଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ ଅନ୍ଧକାର ଏବଂ ଆଲୋକରେ ରହିଛି ଓ ଯେଉଁଟାକି ବ୍ରହ୍ମାସ୍ତ୍ର ପାଇଁ ତାକୁ ତିନି ଭାଗରେ ବିଭକ୍ତ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।