ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ହୋଷ୍ଟେଲ ରେ ରୋଷେଇଆ ଭାବେ କାର୍ଯ୍ୟ କରୁଥିଲେ । ସେହି ହୋଷ୍ଟେଲ ର ନାବାଳିକା ଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲିଥିଲେ । ଖାସ କରି ଝିଅଙ୍କ ନାମରେ ଆକାଉଣ୍ଟ ଖୋଲି ପରିବାର ଲୋକେ ଏବଂ ସାଙ୍ଗ ସାଥି ଙ୍କୁ ଅଶୀ-ଳ୍ଲ ମେସେଜ୍ କରିଥିଲେ । ସେମାନଙ୍କୁ ଫୋଟ ମଧ୍ୟ ଏଡିଟ କରି ପଠେଇଥିଲେ । 24 ତାରିଖ ରେ ଯେତେବେଳେ ଅଭିଯୋଗ ହୋଇଥିଲା । ସେହି ସମୟ ରେ ସାଇବର ଥାନା ପୋଲିସ ଏହାର ତଦନ୍ତ କରି ପଟିଆ ଅଞ୍ଚଳ ରୁ ଢେଙ୍କାନାଳ ପରିକ୍ଷୀତ ରୁ ଗିରୋଫ କରିଛି । ଉକ୍ତ ଯୁବକ ମିଡିଆ ସାମ୍ନାରେ କହିଥିଲେ ମୁଁ ମେସେଜ କରିନାହିଁ କି ଆଇଡି ମଧ୍ୟ ଖୋଲିନାହିଁ ।
ତେବେ ସୁନିତା ବାହେରା ନିଜେ ଏମିତି କହିଛନ୍ତି । ମିଡିଆ ଭାଇ ଯେତେ ବେଳେ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କେମିତି କେଉଁ ଝିଅ ସଂସ୍ପର୍ଶ ରେ ଆସିଲେ ସେତେ ବେଳେ ସେ ଉତ୍ତର ଦେଇଥିଲେ ଯେ ମୁଁ ସେ ପଲ୍ଲୀ ଉନ୍ନୟନ ସେବା ସମିତି ରୋଷେଇଆ କାମ କରେ । ସେଠାରେ ମୁଁ 2020 ମସିହା ରୁ କାମ କରିଥିଲି । ମୁଁ ହୋଷ୍ଟେଲ ରେ ରୋଷେଇ କରୁଥିବା ସମୟ ରେ ଝିଅ ମାନେ ମୋ ଫୋନ ନେଇ ତାଙ୍କ ଘର ଲୋକଙ୍କ ସହିତ କଥା ହୁଅନ୍ତି । ସେମାନେ ମୋ ନମ୍ବର ନେଇଥିଲେ ଜଣେ ଝିଅ ମୋ ଫୋନ ନିଏ ମୋ ଫୋନ ଚଲାଏ ତାର ଘର ଗଙ୍ଗାପାଟଣା । ମୁଁ ତାଙ୍କୁ ଭଲ ପାଇଥିଲି । ଏବଂ ସେ ବି ମତେ ଭଲ ପାଉଥିଲେ ।
ତେବେ ମିଡିଆ ଭାଇ ପଚାରିଲେ ତମେ ତ ବିବାହିତ ତେବେ ପୁଣି କଣ ଭଲ ପାଇବା । ତମେ ତାଙ୍କୁ କେମିତି କହିଲ ଭଲ ପାଉଛ ବୋଲି । ସେତେ ବେଳେ ସେ କହିଥିଲେ ଯେ ତାଙ୍କୁ ବାହା ହେବା କଥା କହିଥିଲି । ଜଣେ ପିଲା ଥିବା କହିଥିଲି କିନ୍ତୁ ସେ ମୋତେ ଭଲ ପାଇବା କଥା କହିଥିଲେ।ଏହାପରେ ସେ ମୋତେ ଭଲ ପାଉଥିଲେ ଏବଂ ମୁଁ ମଧ୍ୟ ତାଙ୍କୁ ଭଲ ପାଉଥିଲି ।
ପ୍ରଥମେ ତାଙ୍କୁ ମୁଁ ହଷ୍ଟେଲରେ ଦେଖିଥିଲି। କିନ୍ତୁ ମୁଁ ଅଶୀ-ଳ୍ଲ ଫଟୋ କାହାକୁ ପଠାଇ ନାହିଁ। ତାଙ୍କ ସହ ବହୁତ ବୁଲା ବୁଲି କରିଛି। ତାଙ୍କ ଘରେ ମୁଁ ଭଡାରେ ରହୁଥିଲି। ତାଙ୍କ ମା ମୋତେ ସେଥିପାଇଁ ପଇସା ମଧ୍ୟ ମାଗୁଥିଲେ । ହେଲେ ଯେତେବେଳେ ତାଙ୍କ ମାଙ୍କ ଦେହ ଖରାପ ହୋଇଥିଲା ସେତେବେଳେ ସେ ମୋତେ ପଇସା ମାଗିଥିଲେ କିନ୍ତୁ ମୁଁ ଦେଇ ନଥିଲି।
ସୂଚନା ଅନୁସାରେ ଅଭିଯୁକ୍ତ ପରିକ୍ଷୀତ ଙ୍କୁ ପୋଲିସ ଗିରୋଫ କରି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି । ତେବେ ପରୀକ୍ଷୀତ ଙ୍କ କହିବା ଅନୁସାରେ ତାଙ୍କୁ ସେହି ଝିଅ ଆଗ ପ୍ରେମ ନିବେଦନ କରିଥିଲା । ଆଉ ସେତେ ବେଳେ ତାଙ୍କୁ ପଇସା ମଧ୍ୟ ମାଗୁଥିଲା । ହେଲେ ପୋଲିସ ର କହିବା ଅନୁସାରେ ପରିକ୍ଷୀତ ସେହି ହୋଷ୍ଟେଲ ର ନାବାଳିକା ଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲିଥିଲେ । ଖାସ କରି ଝିଅଙ୍କ ନାମରେ ଆକାଉଣ୍ଟ ଖୋଲି ପରିବାର ଲୋକେ ଏବଂ ସାଙ୍ଗ ସାଥି ଙ୍କୁ ଅଶୀ-ଳ୍ଲ ମେସେଜ୍ କରି ହଇରାଣ କରୁଥିଲେ । ତେବେ ବର୍ତମାନ ସମୟ ରେ ପୋଲିସ ପରିକ୍ଷୀତ ଙ୍କୁ କୋର୍ଟ ଚାଲାଣ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।