Astrology- ପର ସ୍ତ୍ରୀ ସହିତ ସ-ମ୍ପର୍କ ରଖନ୍ତି ଏହି 2 ରାଶିର ପୁରୁଷ

2rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ ଯଦି କୈଣସି ସମନ୍ଧ ର ଆରମ୍ଭ ହୋଇ ଥାଏ । ତେବେ ଆରମ୍ଭ ରୁ ହିଁ ସମସ୍ତେ ବହୁତ ସାକାରାତ୍ମ ଭାବି ଥାନ୍ତି । ହେଲେ ଏହା ବାସ୍ କିଛି ଦିନ ବା କିଛି ବର୍ଷ ପରେ ନିଜର ସାଥି ଠାରୁ ସେତିକି ପ୍ରେମ ନ ମିଳେ । ତେବେ ସେହି ପରି କ୍ଷେତ୍ର ରେ ଦୁହେଁ ଅନ୍ୟ ଆଡେ ପ୍ରେମ ଖୋଜନ୍ତି ବା ଯଦି ଆମେ ପୁଅ ମାନଙ୍କ କଥା କହିବା ତେବେ ସେମାନଙ୍କ ପତ୍ନୀ ଙ୍କ ଠାରୁ କିଛି ବର୍ଷ ପରେ ଯଦି ସେହି ପରି ଭାବେ ପ୍ରେମ ନ ମିଳେ । ତେବେ ସେମାନଙ୍କ ପରିସ୍ଥିତି ଏମିତି ହୋଇଥାଏ କି ସେମାନେ ଅନ୍ୟ ସ୍ତ୍ରୀ ସହ ପ୍ରେମ ସଂ-ମ୍ପର୍କ ସ୍ଥାପନ କରନ୍ତି ।

ଆଜିକାଲି ଏହିଭଳି ଅନେକ ବିବାହିତ ଯୋଡା ଅଛନ୍ତି ଯେଉଁମାନେ ପରସ୍ପର ସହିତ ଅସନ୍ତୁଷ୍ଠ ରହିଥାନ୍ତି । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ଏଭଳି କେଉଁ ଲୋକେ ଅଛନ୍ତି ଯେଉଁମାନେ ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କ ଆଡକୁ ଆକର୍ଷିତ ହୋଇ ଯାଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସେମିତି ଦୁଇଟି ରାଶି ର ପୁଅ ମାନଙ୍କ ବିଷୟରେ କହିବା ପାଇଁ ଚାହିଁବୁ ଯେଉଁ ମାନେ ଏମିତି ପରିସ୍ଥିତି ଭୋଗ କରିଥାନ୍ତି ନିଜର ବିବାହ ହେବା ପରେ ଏବଂ ନିଜର ବୈବାହିତ ଜିବନ ରେ ସଂମ୍ପର୍ଣ୍ଣ ଭାବେ ଶାନ୍ତି ର ଅର୍ଜନ କରି ପାରନ୍ତି ନାହିଁ । ଜାହା ଫଳ ରେ ସେମାନେ ଅନ୍ୟ ସ୍ତ୍ରୀ ପାଖରେ ଆଶ୍ରୟ ନିଅନ୍ତି ତେବେ ଆଶନ୍ତି ଜାଣିନେବା ।

love

ପ୍ରଥମେ ରହିଛି ମେଷ ରାଶି । ଏହି ରାଶି ର ଲୋକ ମାନଙ୍କୁ ସବୁ ବେଳେ ଅଧିକ କେୟାରିଂ ମହିଳା ମାନେ ପସନ୍ଦ ଆସନ୍ତି । ଏମାନେ ସବୁ ବେଳେ ପାଗଳ ଭଳି ପ୍ରେମ କରୁ ଥିବା ମହିଳା ମାନେ ପସନ୍ଦ ଆସନ୍ତି । ଏମାନଙ୍କୁ କେବେ ଅଧିକ ରୁ ଅଧିକ କହୁ ଥିବା ମହିଳା ମାନେ ପସନ୍ଦ ଆସନ୍ତି ନାହିଁ । ଏହି ରାଶି ର ପୁରୁଷ ମାନେ ଦେଖିବା ପାଇଁ ଶାନ୍ତ ହେଲେ ଭିତରୁ ବହୁତ ଚାଲାଖ୍ ଅଟନ୍ତି । ସେହିଥି ପାଇଁ ସେମାନେ ଅନ୍ୟ ସ୍ତ୍ରୀ ପାଖରେ ବି ସଂ-ମ୍ପର୍କ ସ୍ଥାପନ କରନ୍ତି ।

ଦ୍ୱତୀୟ ରେ ରହିଛି । ମକର ରାଶି । ଏହି ରାଶି ର ବ୍ୟକ୍ତି ମାନେ ଦେଖେଇ ହେବା ଗୁଁ ବହୁତ ପରିମାଣ ରେ ରହିଥାଏ । ଏମାନେ କେବେ ବି ନିଜର ପତ୍ନୀ ଉପରେ ସ-ନ୍ତୁଷ୍ଟ ରୁହନ୍ତି ନାହିଁ । ତେବେ ସେହି ପରି ବେଳେ ସେମାନେ ଅନ୍ୟ ସ୍ତ୍ରୀ ଉପରେ ନଜର ପକାନ୍ତି । ଏମାନେ ସବୁ କ୍ଷେତ୍ର ରେ ଅନ୍ୟ ତଥା ନିଜର ପତ୍ନୀ କୁ ଦୋଷ ଦେଇ ଥାନ୍ତି । ଏମାନଙ୍କ ସଂମ୍ପର୍ଣ୍ଣ ଗାଡି ବହୁତ ଦିନ ପର୍ଯ୍ୟନ୍ତ କେବେ ବି ଆଗି ପାରେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *