ପୁଣି ଆସିଲା ବଡ଼ ଦୁଃଖ ଖବର । ଏହି ପ୍ରସିଦ୍ଧ ଓଡ଼ିଆ ଅଭିନେତାଙ୍କ ମୃ-ତ୍ୟୁରେ ଖେଳିଯାଇଛି ଶୋକର ଲହରୀ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଜଣେ ପ୍ରସିଦ୍ଧ ଓଡିଆ ଧାରାବାହିକ ଅଭିନେତା ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଓଲିଉଡ ଜଗତରେ ଶୋକର ଲହରୀ ଖେଳି ଯାଇଛି । ଏହି ଟେଲି ଧାରାବାହିକ ଅଭିନେତା ଙ୍କୁ ମୃ-ତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା । ପୂର୍ବରୁ ସେ କୌଣସି ଅଜଣା ରୋଗରେ ପିଡୀତ ହୋଇ ସୁସ୍ଥ ହୋଇଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା । ପରିବାର ଲୋକେ ପ୍ରଥମେ ଅଣ୍ଟା ବାନ୍ଧି ସହରରେ ଏକ ଘରୋଇ କ୍ଲିନିକ କୁ ଚିକିତ୍ସା ପାଇଁ ନେଇଥିଲେ ।

ସରକାରୀ ଡାକ୍ତର ଖାନାରେ ଚିକିତ୍ସା କରାଇ ଡାକ୍ତର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ କଣ୍ଟଙ୍ଗଜୀ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରାଇ ବଲାଙ୍ଗିର ବିମବୋଇ ମେଡିକାଲ କଲେଜ କୁ ନିଆ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ଡାକ୍ତର ସତ୍ୟଜିତଙ୍କର ମୃ-ତ ଘୋଷଣା କରିଥିଲେ ।

Satyajit

କଣ୍ଟଙ୍ଗଜୀ କୁ ମୃ-ତ ଶରୀର ଆଣିବା ବେଳେ ସେଠି ଆଶ୍ରମ ପଡା ସ୍ଥିତ ଶ୍ମଶାନରେ ଶେଷ କୃତ କରାଯାଇଥିଲା । ତେବେ ସତ୍ୟଜିତ ଅନେକ ଗୁଡ଼ିଏ ସମ୍ବଲପୁରୀ , ନାଗପୁରୀ ଗୀତ ରେ ଅଭିନୟ କରିଥିବା ବେଳେ ସାର୍ଥକ ଚେନାଲ ରେ ଆସୁଥିବା ମେଘା ଧାରାବାହିକ ପରୀରେ ଅଭିନୟ କରିଥିଲେ । କଣ୍ଟଙ୍ଗଜୀ ସତ୍ୟଜିତଙ୍କର ଘର ହୋଇଥିବା ବେଳେ ସେ ଭୁବନେଶ୍ଵର ରେ ରହୁଥିଲେ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ପୁଣି କଣ୍ଟଙ୍ଗଜୀ ଫେରି ଆସିଥିଲେ । ସତ୍ୟଜିତଙ୍କର ମୃ-ତ ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *