ନିଜ ଭୁଲ ପାଇଁ ଅନୁଭବ ବର୍ଷା କୋର୍ଟଙ୍କୁ ଦେବେ ୫ହଜାର ଲେଖାଏଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ 5000 ଲେଖାଏଁ ଏବେ କୋର୍ଟ କୁ ପୈଠ କରିବେ ବର୍ଷା ଏବଂ ଅନୁଭବ । ତେବେ ବନ୍ଧିଗଣ ଆପଣ ମାନେ ଜାଣିଥିବେ କି ବର୍ଷା ଏବଂ ଅନୁଭବ ଙ୍କ ର ବିବାଦ କୁ ନେଇ ତେବେ ସେମାନେ ପରସ୍ପରକୁ ସୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲ ପାଇ ବିବାହ କରିଥିଲେ ତେବେ ପରେ ସେମାନଙ୍କ ମଧ୍ୟ ରେ କୈଣସି କାରଣ ରୁ କଳହ ଲାଗିବା ପରେ ସେମାନେ ଦୁହେଁ ଦୁହିଁ ଙ୍କ ଠାରୁ ଅଲଗା ହେବା ଲାଗି କୋର୍ଟ ରେ ପିଟିସନ ଦାଖଲ କରିଥିଲେ ।

ତେବେ ଏ ନେଇ ସାସଂଦ ଅନୁଭ ବର୍ଷା ପାରିବାରିକ ବିବାଦ ମାମଲା ରେ ଆଉ ଏକ ନୂଆ ମୋଡ ଉଭୟ କୁ 5 ହଜାର ଲେଖାଏଁ ଟଙ୍କା ପୈଠ କରିବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି , କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟ ଦର୍ଶିନୀ ମହାପାତ୍ର ପାରିବାରିକ ବିବାଦ ମାମଲା ରେ ଏବେ ଏଭଳି କିଛି ଘଟଣା ଆସିଛି ତେବେ ଉଭୟ ସ୍ୱାମୀ , ସ୍ତ୍ରୀ ପୈଠ କରିବେ 5 ହଜାର ଲେଖାଏଁ ଟଙ୍କା । ଏ ନେଇ କଟକ ଫ୍ୟାମିଲି କୋର୍ଟ ଦୁହିଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ,

anubhav

 

ତେବେ ଖାଲି ସେତିକି ନୁହେଁ କୋର୍ଟ ଉଭୟ ବର୍ଷା ଏବଂ ଅନୁଭବ ଙ୍କ ର ନୂଆ ପିଟିସନ କୁ ଗ୍ରହଣ କରିଛନ୍ତି ଆଉ ଆସନ୍ତା 14 ତାରିଖ ଦିନ ଉଭୟ କୁ 5 ହଜାର ଲେଖାଏ ଟଙ୍କା ପୈଠ କରିବାକୁ , ତେବେ ଏବେ ପ୍ରଶ୍ନ ଉଠୁଛି କି ଏଭଳି କଥା ସାମାନା କୁ କାହିଁକି ଆସିଲା ତେବେ ଜଣା ପଡିଛି ଯେ ବିବାହ ସ୍ଥାନ ରେ ସଂସୋଧନ କରିବାକୁ ଅନୁଭବ ପୁଣି ଆବେଦନ କରିଛନ୍ତି ଯେଉଁଠି ବିବାହ ସ୍ଥାନ କୁ ନେଇ ଭୁଲ ତଥ୍ୟ ଦେଇଥଲେ ଅନୁଭବ ।

ସେହିପରି ବର୍ଷା ପ୍ରିୟଦର୍ଶିନୀ ମାନ୍ୟବର ହାଇକୋର୍ଟ ରେ ଭୁଲ ତଥ୍ୟ ଦେଇଥିଲେ ଯେଉଁଠି ବଚାର ପତି ବିରୋକ୍ତି ପ୍ରକାଶ କରିଥିଲେ । ବର୍ଷା ପ୍ରିୟଦର୍ଶିନୀ ମାନ୍ୟବର ହାଇକୋର୍ଟ ଙ୍କ ପାଖରୁ ନିଜର ପିଟିସନ କୁ ଉଠାଇ ନେଇଥିଲେ ତେବେ ଦୁହେଁ କୁଆଡେ କୋର୍ଟ ର କାର୍ଯ୍ୟରେ ବିଳମ୍ବ କରୁଥିଲେ ଯାହାକି ଏଭଳି କିଛି ପଦକ୍ଷେପ ନିଆ ଯାଇଛି । ତେବେ ଏ ନେଇ ଦୁହିଁଙ୍କୁ 5 ହଜାର 5 ହଜାର ଟଙ୍କା ଲେଖାଏଁ କୋର୍ଟ ରେ ଜମା କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *