ସରକାରଙ୍କ ନେଲେ ବଡ଼ ନିଷ୍ପତି । ଶ୍ରମିକ କୁ ମିଳିବ ମାସକୁ 3ହଜାର ଟଙ୍କା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରଥମ ବଡ ଖବର , ଇପିଏଫ ର ନୂଆ ସ୍କିମ ଦିନ ମଜୁରି କରୁଥିବା ଶ୍ରମିକ ମାନେ ମାସକୁ ପାଇବେ 3 ହଜାର ଚଙ୍କା । ପେନସନ କର୍ମ ଚାରୀ ଙ୍କ ପ୍ରଭିଡେଣ୍ଟ ସଙ୍ଗଠନ ବା ଇପିଏଫ ଅସଙ୍ଗିଠିତ କ୍ଷେତ୍ର କୁ ଅର୍ଥାତ ଦିନ ମଜୁରି ମାନଙ୍କୁ ବଡ ଉପହାର ଦେବାକୁ ପ୍ରସ୍ତୁତ ହେଉଛି ଏହି ଶ୍ରମିକ ମାନଙ୍କୁ ଇପିଏଫ ପ୍ରସ୍ତାବିତ ପେନସନ ଯୋଜନା ରେ ଅନ୍ତର୍ଗତ କରାଯାଇ ପାରିବ । ବ୍ୟକ୍ତିଗତ ଅବଦାନ ଉପରେ ଆଧାର କରି ଏହି ନୂତନ ଯୋଜନା ପ୍ରସ୍ତାବ ଦିଆ ଯାଇଛି ଯାହାକି ନିଶ୍ଚିନ୍ତ କରେ ଯେ ପ୍ରତ୍ୟେକ କର୍ମଚାରୀ 60 ବର୍ଷ ପରେ ମାସିକ ଦରମା 3000 ଚଙ୍କା ପେନସନ ପାଇବେ ।

pm

ପରବର୍ତ୍ତୀ ଖବର ଟି ହେଉଛି ରାଜ୍ୟ ରେ ଲଘୁଚାପ ଜନିତ ବର୍ଷା ଜାରି 14 ଜିଲ୍ଲା କୁ ୱେଲୋ ୱାର୍ଣ୍ଣିଂ ଜାରି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳ ରେ ଆଜି ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ଆଗାମୀ 36 ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ତଥା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଏକ ସଦୃଶ ଲଘୁଚାପ କ୍ଷେତ୍ର ରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ରେ ସାରା ରାଜ୍ୟ ରେ ଲଘୁଚାପ ଜନୀତ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟ ରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।

ତେବେ ପରବର୍ତ୍ତୀ ଖବର ଟି ହେଉଛି 5000 ଚଙ୍କା ଲେଖାଇ ଗଣିବେ ବର୍ଷା ଏବଂ ଅନୁଭବ କୋର୍ଟ କାମ ରେ ବିଳମ୍ବ କରୁଥିବାରୁ ଲାଗିଲା ଫାଇନ । ଅଭଇନେତ୍ରୀ ବର୍ଷା ଏବଂ ସାଂସଦ ଅନୁଭବ ପାରିବାରିକ ବିବାଦ ମାମଲୀ ରେ କୋର୍ଟ ଅସନ୍ତଷୋ ପ୍ରକାଶ କରିଛନ୍ତି , ବର୍ଷା ଏବଂ ଅନୁଭବ ଙ୍କୁ 5000 ଟଙ୍କା ଲେଖାଏ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

anubhav

ତେବେ ପରବର୍ତ୍ତୀ ଖବର ଟି ହେଉଛି SBI , HDFC , ICICI ବ୍ୟାଙ୍କ ପାଇଁ ବଡ ଖବର ଜୋରିମାନାରୁ ବର୍ତ୍ତିବା ପାଇଁ କରନ୍ତୁ ଏହି କାମ ତେବେ ଯଦି ଆପଣ ଙ୍କ ଆକାଉଣ୍ଟ SBI , HDFC , ICICI ବ୍ୟାଙ୍କ ରେ ରହିଛି ତେବେ ଏହି ଖବର ଆପଣ ଙ୍କ ପାଇଁ ବହୁତ ବଡ ଗୁରୁତ୍ୱ ପୁର୍ଣ୍ଣ ଖବର ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟ ଖୋଲଲିବା ପରେ ଅନେକ ସୁବିଧା ଦିଆ ଯାଉଛି କିନ୍ତୁ ଏହି ସୁବିଧା ଗୁଡିକ ଲାଭ ଉଠାଇବାକୁ ଆପଣ ଙ୍କୁ କିଛି ନିୟମ ପାଳନ କରିବାକୁ ପଡିବ ଯେ କୈଣସି ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିବା ପରେ ଆପଣ ଙ୍କୁ ସେଥିରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡିବ ।

ତେବେ ସର୍ବନିମ୍ନ ହାରାହାରି ବାଲାନ୍ସ ଅଧିନରେ ବ୍ୟାଙ୍କ ଦ୍ୱାରା ସ୍ଥିର ହୋଇଥିବା ବାଲାନ୍ସ ଆକାଉଣ୍ଟ ରେ ମେଣ୍ଟେନେସ କରିବାକୁ ପଡିବ । ତେବେ ଆପଣ ଯଦି ଏହାକୁ ମେଣ୍ଟେନେନ୍ସ କରିବାକୁ ସକ୍ଷମ ନୁହନ୍ତି ତେବେ ବ୍ୟାଙ୍କ ପକ୍ଷରୁ ଆପଣ ଙ୍କୁ ପେନାଲଟି ଦେବାକୁ ପଡିବ ତେବେ ପ୍ରତ୍ୟେକ ବ୍ୟକ୍ତି ହାରାହାରି ଲିମିଟ ସେଟ କରିଥାଏ ତେବେ ଗ୍ରାହକ ଙ୍କୁ ସେହି ଲିମିଟ ପର୍ଯ୍ୟନ୍ତ ଆକାଉଣ୍ଟ ରେ ଟଙ୍କା ରଖିବା ନିହାତି ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *