ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷରୁ ନୂଆ ସୂଚନା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ଯାହାର ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର କ୍ଷେତ୍ରରେ ଗୋଟିଏ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶାରେ ସୃଷ୍ଟି ହେବାକୁ ଯାଉଛି । ରାଜ୍ୟର ଦକ୍ଷିଣ ଭାଗରେ ଥିବା ବିଭିନ୍ନ ସ୍ଥାନ ମାନଙ୍କରେ ବର୍ଷା ହେବ । ଆଗାମୀ 12 ତାରିଖ ପର୍ଯ୍ୟନ୍ତ । ବିଜୁଳି ଆଉ ଘଡଘଡି ସହ ବିଭିନ୍ନ ସ୍ଥାନ ମାନଙ୍କରେ ବର୍ଷା ହେବାର ପ୍ରଚୁର ସମ୍ଭାବନା ଅଛି ବୋଲି ଅନୁମାନ କରା ଯାଉଛି ।
ଗଜପତି, ରାୟଗଡା, ନବରଙ୍ଗପୁର ଆଉ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସବୁ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଛି। ଲଘୁଚାପ ପ୍ରଭାବରେ ଆଜିଠାରୁ ବର୍ଷାର ପରିମାଣ ବଢିବ । ତଥା ସେହି ପରି ଗଞାମ୍ , ଗଜପତି , ପୁରୀ , ରାୟଗଡା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଠଟି ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ନେଇ ସେହି ସ୍ଥାନ ମାନଙ୍କରେ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ ଓଡିଶା ପାଣିପାଗ ବିଭାଗ 11 ତାରିଖ ଦିନ ବର୍ଷାର ପରିମାଣ ଅଧିକ ରହିବ । ତେବେ ପାଣିପାଗ ବିଶେଷଜ୍ଞ୍ୟ ଙ୍କ କହିବା ଅନୁସାରେ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଫଳ ରେ ବଙ୍ଗୋପସାଗର ର ଅଧିକାଶଂ ଅଞ୍ଚଳ ମାନଙ୍କରେ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଗ । ଏହି ଘୂର୍ଣ୍ଣିଂ ବଳୟ ପ୍ରଭାବ ରେ ରାଜ୍ୟରେ ଅଧିକାଶଂ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ସ୍ଥାନରେ ସତର୍କ ସୂଚନା ଜାରି ହୋଇଛି ।
ତେବେ ଆଠଟି ଜିଲ୍ଲାରେ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ଜୁନ 1 ରୁ ଆଜି ପର୍ଯ୍ୟନ୍ତ । 1006, 16 ମିମି ବର୍ଷା ରେକର୍ଡ ହୋଇଛି । ଜାହାକି ରାଜ୍ୟରେ ସ୍ୱଭାବିକ ବର୍ଷା 973.2 ମିିିମି ବର୍ଷା ତୁଳନା ରେ 3 ପ୍ରତିଶତ ଅଧିକ ଅଟେ । ତେବେ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ 20 ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ସେହି ପରି ପୁରୀ , କନ୍ଧମାଳ , କୋରାପୁଟ ଆଦି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି । ସେହି ପରି ଅନ୍ୟ 5 ଗୋଟି ଜିଲ୍ଲାରେ ସ୍ୱଭାବିକ ବର୍ଷା ରେକର୍ଡ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।