ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସମସ୍ତ ବ୍ୟକ୍ତି ମାନଙ୍କ ର ଚରିତ୍ର ଏବଂ ସ୍ୱଭାବ ଏକା ପରି ହୋଇନଥାଏ , ଏବଂ ସମସ୍ତ ବ୍ୟକ୍ତି ଙ୍କ ର ଚରିତ୍ର ଏବଂ ସ୍ୱଭାବ ସେହି ବ୍ୟକ୍ତି ର ତାର ନାମ ର ପ୍ରଥମ ଅକ୍ଷର ରୁ ହିଁ ଜଣା ପଡିଥାଏ , ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ନାମ ର ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକି ସେପରି ମହିଳା ମାନଙ୍କୁ ଆପଣ ଆପଣ ଙ୍କ ର ଜୀବନ ରେ ପାଇବା ପରେ ଆପଣ ଙ୍କ ଜୀବନ ସାର୍ଥକ ହୋଇଥାଏ ଏବଂ ଏହି ପରି ମହିୁଳା ମାନେ କେବେ ହେଲେ ତାଙ୍କର ସ୍ୱାମୀ ଙ୍କୁ ଧୋକା ଦେଇ ନଥାନ୍ତି ତେବେ ଆସନ୍ତୁ ଜାଣିବା ସେହି ମହିଳା ମାନଙ୍କ ବିଷୟ ରେ ଯେଉଁ ମାନେ କି ତାଙ୍କର ସ୍ମାମୀ ମାନଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ।
D ନାମ ।
ଏହି ନାମ ର ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏମାନେ ଯେଉଁ ଘରକୁ ଆସିଥାନ୍ତି ସେହି ଘରେ ହସ ଖୁସି ର ମାହଲ ସଦା ସର୍ବଦା ବନି ରହିଥାଏ । ଏବଂ ଏହା ସହ ସେହି ଘରେ କେବେ ହେଲେ ଧନ ର ଅଭାବ ହେଇ ନଥାଏ କାରଣ ଏହି ଭଳି ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି ।
G ନାମ ।
ଏହି ନାମର ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏହି ଭଳି ମହିଳା ମାନେ ବହୁତ କ୍ୟାରିଙ୍ଗ ସ୍ୱଭାବ ର ହୋଇଥାନ୍ତି , ଏଭଳି ମହିଳା ମାନଙ୍କ ର ସଦା ସର୍ବଦା ଖୁସି ରହିବା ଯୋଗୁଁ ଏମାନଙ୍କ ର ଭାଗ୍ୟ ମଧ୍ୟ ଏମାନଙ୍କୁ ସଦା ସର୍ବଦା ଖୁସି ପ୍ରଦାନ କରିଥାଏ । ଏପରି ମହିଳା ମାନେ ତାଙ୍କର ଶାଶୁ ଘରେ ତାଙ୍କର ଶଶୁର ଏବଂ ଶାଶୁ ଙ୍କୁ ଭକ୍ତି କରିବା ସହ ବହୁତ ଭଲ ମଧ୍ୟ ପାଇଥାନ୍ତି ।
B ନାମ ।
ତେବେ ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ର ନାମ B ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏହା ସହ ଏମାନଙ୍କ ର ହୃଦୟ ବହୁତ କୋମଳ ମଧ୍ୟ ହୋଇଥାଏ । ଏମାନେ ତାଙ୍କର ଜୀବନ ସାଥୀ କୁ ବହୁତ ଭଲ ପାଇବା ସହ ଏମାନେ ତାଙ୍କର ଛୋଟ ବଡ ସମସ୍ୟା କୁ ବହୁତ ଅଧିକ ଗୁରୁତ୍ୱ ଦେଇଥାନ୍ତି , ତେବେ ଯେଉଁ ବ୍ୟକ୍ତି ଙ୍କର ଜୀବନ ସାଥୀ ଙ୍କ ନାମ ଏହି B ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ତାଙ୍କୁ ଭାଗ୍ୟଶାଳୀ ବୋଲି ଭାବି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।