ବାହା ହୋଇଗଲେ କି ରାନୀ ପଣ୍ଡା । ଜାଣନ୍ତୁ କଣ ରହିଛି ପୁରା ଖବର

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବ୍ରାଇଡଲ ଲୁକ୍ସ ରେ ଦେଖିବା ପାଇଁ ମିଳିଛନ୍ତି ଓଡିଆ ହିରୋଇନ ରାନୀ ପଣ୍ଡା ଜାଣିବା ପାଇଁ ହେଲେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ରାନୀପଣ୍ଡା ଙ୍କୁ ତ ବହୁତ ଭଲ ଭାବେ ଜାଣିଥିବେ । ରାନୀପଣ୍ଡା ବହୁତ ସାରା ସିନେମା ଏବଂ ବହୁତ ସାରା ଆଲବମ୍ ରେ ମଧ୍ୟ କାମ କରିଛନ୍ତି । ତେବେ ଗତ ଦିନ ମାନଙ୍କରେ ତାଙ୍କର ସୁନ୍ଦର ଅଭିନୟ ଯାତ୍ରାରେ ବି ମଧ୍ୟ ଦେଖିବା ପାଇଁ ମିଳିଥିଲା ।

ଆଉ ସବୁ ବେଳେ ଅଧିକାଶଂ ସମୟ ରେ ସୋସିଆଲ ମିଡିଆ ରେ ଚର୍ଚ୍ଚା ରେ ରହିଥାନ୍ତି ରାନୀପଣ୍ଡା । ବର୍ତମାନ ସମୟ ରେ ନିଜର ବ୍ରାଇଡଲ ଲୁକ୍ସ କୁ ନେଇ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ରାନୀପଣ୍ଡା । ତେବେ ବର୍ତମାନ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ବ୍ରାଇଡଲ ଲୁକ୍ସରେ କିଛି ଫୋଟ ସେହି ନେଇ ପୋଷ୍ଟ କରିଥିଲେ ଏବଂ ସେଥିରେ ସେ ଲେଖିଥିଲେ କି ମୋ ଭାଗ୍ୟରେ କେବେ ବି ହେଲେ ବାହାଘର ନାହିଁ । ମୁଁ କେବେବି ହେଲେ କାହାକୁ ବାହା ହୋଇ ପାରିବି ନାହିଁ ।

rani p

ସେମିତି ରେ କିଛି ଦିନ ପୂର୍ବରୁ ଏମିତି ବହୁତ ବିବାହ କୁ ନେଇ ଚର୍ଚ୍ଚାରେ ରହିଥିବା ରାନୀପଣ୍ଡା ବର୍ତମାନ ସମୟ ରେ କିଛି ବ୍ରାଇଡଲ ଲୁକ୍ସ ରେ ମଧ୍ୟ ଦେଖିବା ପାଇଁ ମିଳିବା ସହିତ ସେ ବହୁତ ଏମିତି ରିଲ୍ସ କରି ସୋସିଆଲ ମିଡିଆ ରେ ପୋଷ୍ଟ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ସେମିତି ରେ ଆପଣ ମାନେ ତ ରାନୀପଣ୍ଡା ଙ୍କୁ ବହୁତ ଭଲ କରି ଜାଣିଥିବେ କି ସେ ନିଜର ବିବାହ କୁ ନେଇ ବହୁତ ଉତ୍ସୁକ ରହିଛନ୍ତି ।

ତେବେ ଏହି ଦିନ ରେ ଏକ ବ୍ରାଣ୍ଡ ର ପ୍ରୋମସନ କରିବା ଲାଗି ଏମିତି ବ୍ରାଇଡଲ ଲୁକ୍ସ ଧାରଣ କରିଥିବା ବେଳେ ଜାହାର ଭିଡି଼ିଓ ସେ ସୋସିଆଲ ମିଡିଆ ରେ ସେୟାର କରିଥିଲେ । ତେବେ ତାଙ୍କର ବିବାହ ବିଷୟ ରେ କହିବା ତେବେ ଆପଣ ମାନେ ଜାଣିଥିବେ ରାନୀପଣ୍ଡା ଗତ ଦିନ ମାନଙ୍କରେ ଜଣଙ୍କୁ ଭଲ ପାଇଥିଲେ । ହେଲେ ତାଙ୍କର ଭଲ ପାଇବା ସଫଳ ହୋଇ ପାରିନଥିଲା । ତ ସେବେ ଠାରୁ ରାନୀପଣ୍ଡା ବାହା ହେବେନି ବୋଲି ପ୍ରତିଶୃତି ଦେଇଥିଲେ । ତ ଆଜି ପର୍ଯ୍ୟନ୍ତ ରାନୀପଣ୍ଡା ବିବାହ କରି ନାହାଁନ୍ତି ।

rani p

ଏହା ମଧ୍ୟରେ ରାନୀପଣ୍ଡା ଙ୍କୁ 40 ବର୍ଷ ବୟସ ହୋଇଜାଇଛି । ହେଲେ ସେ ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାଁନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ରାନୀପଣ୍ଡା ଙ୍କ ବିଭିନ୍ନ ସମୟ ରେ ବହୁତ ସାରା ଅଭିନୟ ଦେଖିଥିବେ ତେବେ ଆପଣ ମାନଙ୍କୁ ରାନୀପଣ୍ଡା କେମିତି ଲାଗନ୍ତି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *