ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଲୋକ ମାନେ ସ୍ମାର୍ଟ ଫୋନ ଧରିଲେ ସେମାନେ ଏହିଥିରେ ଏତେ ମଜିଜାଉଛନ୍ତି ଯେ ସେମାନେ ଆଉ ସବୁ କିଛି କିଛି ସମୟ ପାଇଁ ଭୁଲି ଜାଉଛନ୍ତି । ତେବେ ସୋସିଆଲ ମିଡିଆ ରେ ଅତିବାହିତ କରିବା ପାଇଁ ସେମାନଙ୍କ ପାଖରେ ଅନେକ କିଛି ମାଧ୍ୟମ ରହିଛି । କୈଣସି ବି ଭାଇରଲ ଭିଡ଼ିଓ ଦେଖିବା ପାଇଁ ପ୍ରାୟତଃ ସମସ୍ତେ ପସନ୍ଦ କରୁଛନ୍ତି । ବହୁତ ସମୟ ରେ ଆପଣ ମାନେ ବି ଏମିତି ସବୁ ଭିଡ଼ିଓ ଦେଖିବା ପାଇଁ ପାଉଥିବେ । ଜାହା ବହୁତ ମାତ୍ରାରେ ସେୟାର ହୋଇଥାଏ । ଲୋକ ମାନେ ଏହାକୁ ଦେଖି ବହୁତ ଖୁସୀ ରହିଛନ୍ତି । ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ଦିଅନ୍ତି ।
ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ଡିଜିଟାଲ ଯୁଗରେ ପ୍ରତ୍ୟୋକ ସମୟ ରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ । ତେବେ ସେମିତି ଏକ ଭିଡ଼ିଓ ବିଷୟ ରେ ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ଯେଉଁ ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ପ୍ରଶଂସା ମଧ୍ୟ କରୁଛି ।
ଆପଣ ତ ଜାଣିଛନ୍ତି ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ । ଅନେକ ଲୋକ ମାନଙ୍କର ଡେନ୍ସ କରିବାକୁ ଅନେକ ଶୈକ୍ ରହିଥାଏ ଏବଂ ଦେଖିବାକୁ ଯେତେ ବେଳେ ଆମେ କେହି ଆମେ ନାଚିବାର ଦେଖିବାକୁ ପାଉ ସେତେ ବେଳେ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ ଏହା ଆମକୁ ଗୋଟିଏ ଭିନ୍ନ ଖୁସୀ ଦିଏ ।
ହୁଏତ ଅନେକ ଲୋକ ମାନଙ୍କୁ ନୃତ୍ୟ ପସନ୍ଦ ହୋଇ ନଥାଇ ପାରେ । ପ୍ରାୟତଃ ଲୋକ ନାଚ ଦେଖିବାକୁ ପସନ୍ଦ କରିଥାନ୍ତି । ସେହିଭଳି ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ସେଥିରେ ଜଣେ ଶିକ୍ଷୟତ୍ରୀ ଡେନ୍ସ କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ କୁହାଜାଉଛି ସ୍କୁଲ ରେ ଆୟୋଜିତ ଏକ ଭୋଜିରେ ସମସ୍ତ ଙ୍କୁ ଅନୁରୋଧ କରିବା ପରେ ସେ ଏହି ଡେନ୍ସ କରିଛନ୍ତି ।
ତେବେ ସୁନ୍ଦରୀ ଶିକ୍ଷୟତ୍ରୀ ଜଣଙ୍କ ସ୍କୁଲ ଇୟୁନିଫର୍ମ ପିନ୍ଧି ଏକ ଗୋଲାପି ରଙ୍ଗର ଶାଢ଼ୀ ପିନ୍ଧି ଯେଉଁଭଳି ଭାବରେ ଏକ ସମ୍ବଲପୁରୀ ଗୀତରେ ଡାନ୍ସ କରୁଛନ୍ତି ସେହିଥିରେ ସେ ବହୁତ ଆକର୍ଷିତ ଲାଗୁଛନ୍ତି ସେ । ଏହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷୟତ୍ରୀ ଙ୍କ ଏହି ଡେନ୍ସ କରିବାର ଭିଡ଼ିଓ କରିବା ସହିତ ପାଟି କରି ଖୁସୀରେ ତାଳି ମାରିଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।